Back
संबलपुर की पूर्व विधायक डॉ. रासेश्वरी पाणिग्राही अस्वस्थ, न्यूरल बीमारी से अस्पताल में भर्ती
ANAJAY NATH
Feb 16, 2026 11:36:45
Sambalpur, Odisha
ସମ୍ବଲପୁର ର ପୂର୍ବତନ ବିଧାୟିକା ଓ ବିଶିଷ୍ଟ ସମାଜସେବୀ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଅସୁସ୍ଥ |ତାଙ୍କର ସ୍ନାୟୁଗତ ଅସୁସ୍ଥତା ରହିଥିବା ସୂଚନା ମିଳିଛି |ସେ ତାଙ୍କର ଶାନ୍ତି ନଗର ବାସଭବନ ରେ କିଛି ଦିନ ପୂର୍ବରୁ ସ୍ନାୟୁ ଗତ ଅସୁସ୍ଥତା କାରଣରୁ ଶଯ୍ୟାଶାୟୀ ହୋଇ ପଡିଛନ୍ତି |ସେ ପୂର୍ବରୁ ଭୀମସାର ବୁର୍ଲା ରେ ପ୍ରଫେସର ରହିଥିଲା ଏବଂ ରୋଗୀ ସେବା ରେ ନିଜକୁ ସମର୍ପିତ କରିଥିଲେ | ତାଙ୍କର ସେବା ମନୋଭାବ ରେ ଆକର୍ଷିତ ହୋଇ ସେ ସମୟରେ ବିଜୁ ଜନତା ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ |ସେ ୨୦୧୪ ମସିହାରେ ବିଜେଡି ଟିକେଟ ରୁ ଜିତି ସମ୍ବଲପୁର ବିଧାନସଭା ର ପ୍ରତିନିଧିତ୍ୱ କରି ବିଧାୟିକା ହୋଇଥିଲେ |ତାଙ୍କର ସମୟରେ ସମ୍ବଲପୁର ର ବହୁ ଉନ୍ନତି ହୋଇଥିଲା |ପରବର୍ତ୍ତୀ ସମୟ ରେ ସେ ନିଜେ ରାଜନୀତି କୁ ପରିତ୍ୟାଗ କରି ନିଜସ୍ୱ ଟ୍ରଷ୍ଟ ଗଠନ କରି ସମାଜ ସେବା ରେ ମନୋନିବେଶ କଲେ!|ମୁଖ୍ୟତଃ ସେ ଶିକ୍ଷା ଓ ସ୍ୱାସ୍ଥ୍ୟ କୁ ଗୁରୁତ୍ୱ ଦେଇ ତାଙ୍କର ଟ୍ରଷ୍ଟ ତରଫରୁ ଛାତ୍ରଛାତ୍ରୀ ଙ୍କୁ ଆର୍ଥିକ ସହାୟତା ସହ ଗୁରୁତର ରୋଗୀଙ୍କୁ ମଧ୍ୟ ଆର୍ଥିକ ସହାୟତା ଯୋଗାଉଥିଲେ |କିଛି ଦିନ ହେବ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କର ସ୍ନାୟୁଗତ ଶାରୀରିକ ଦୁର୍ବଳତା ଦେଖା ଦେବାରୁ ସେ ଶଯ୍ୟାଶାୟୀ ହୋଇ ରହିଛନ୍ତି | ସେ ପୂର୍ବତନ ରାଜନୀତିଜ୍ଞ ଶ୍ରୀବଲ୍ଲଭ ପାଣିଗ୍ରାହୀ ଙ୍କ ଭଉଣୀ ଓ ବରିଷ୍ଠ ସାମ୍ବାଦିକ ସୁବାସ ପାଣିଗ୍ରାହୀ ଙ୍କର ବଡ଼ ଭଉଣୀ |
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
VSVishnu Sharma1
FollowFeb 16, 2026 13:18:510
Report
AMAsheesh Maheshwari
FollowFeb 16, 2026 13:18:270
Report
DPDharmendra Pathak
FollowFeb 16, 2026 13:18:080
Report
VKVishal Kumar
FollowFeb 16, 2026 13:17:510
Report
APAshwini Pandey
FollowFeb 16, 2026 13:16:590
Report
APAshwini Pandey
FollowFeb 16, 2026 13:16:420
Report
0
Report
NSNITIN SRIVASTAVA
FollowFeb 16, 2026 13:16:270
Report
ASAVNISH SINGH
FollowFeb 16, 2026 13:15:550
Report
RKRANJAN KUMAR
FollowFeb 16, 2026 13:15:440
Report
DKDeepesh Kumar
FollowFeb 16, 2026 13:15:180
Report
0
Report
0
Report
ASAshutosh Sharma1
FollowFeb 16, 2026 13:09:430
Report
RMRam Mehta
FollowFeb 16, 2026 13:09:320
Report