Back
CBI ने खिंड़ा तालाब की कोयला खदान मामले में छापेमारी, 21 ग्रामीणों से पूछताछ
ANAJAY NATH
Feb 03, 2026 17:04:29
Sambalpur, Odisha
ସମ୍ବଳପୁର ରେଙ୍ଗାଲି ଅନ୍ତର୍ଗତ ଖିଣ୍ଡା ତଲାଵିରା କୋଇଲା ଖଣି ଦୁର୍ନୀତି ନେଇ ସିବିଆଇ ର ଚଢାଉ । ଆଜି ସକାଳେ ତଲାବିରା ଖଣି ୧ କୋଇଲା ଖନନ ଦୁର୍ନିତୀ ଅଭିଯୋଗରେ ସିଵିଆଇ ଚଢାଉ କରାଯାଇଥିଲା । ଦିଲ୍ଲୀ ର ସିବିଆଇ ଟିମ ଖିଣ୍ତା କୁ ଆଜି ସକାଳେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣା ନେଇ ଖିଣ୍ତା ଅଂଚଳର ୨୧ ଜଣ ଗ୍ରାମ ବାସୀ ଙ୍କୁ ପଚରା ଉଚରା କରିଛି ସିବିଆଇ ଟିମ । ଏ ନେଇ ରେଙ୍ଗାଲି ବିଡିଓ ଙ୍କ ସହ ଖିଣ୍ଡା ସମ୍ପାଦକ କୁ ମଧ୍ୟ ପଚରାଉଚରା କରିବ_sିବିଆଇ ବୋଲି ସୂଚନା ମିଳିଛି। ହିଣ୍ତାଲକୋ କମ୍ପାନୀ ତଲାବିରା ୧ ରେ କୋଇଲା ଖନନ କାର୍ଯ୍ୟ କରୁଛି । ହେଲେ ଆବଶ୍ୟକ ଠୁ ଅଧିକ କୋଇଲା ଖନନ କରିଥିବା ସିବିଆଇ ପାଖରେ ଅଭିଯୋଗ ହୋଇଥିବାରୁ ଏହି ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
ACAshish Chauhan
FollowFeb 03, 2026 18:16:390
Report
AMAnkit Mittal
FollowFeb 03, 2026 18:16:110
Report
AMAsheesh Maheshwari
FollowFeb 03, 2026 18:15:300
Report
AMAsheesh Maheshwari
FollowFeb 03, 2026 18:07:340
Report
STSATISH TAMBOLI
FollowFeb 03, 2026 18:06:370
Report
DSDanvir Sahu
FollowFeb 03, 2026 18:06:070
Report
CSChandrashekhar Solanki
FollowFeb 03, 2026 18:05:440
Report
AKAjay Kashyap
FollowFeb 03, 2026 18:05:130
Report
0
Report
VPVEDENDRA PRATAP SHARMA
FollowFeb 03, 2026 18:04:490
Report
SSSHARVAN SHARMA
FollowFeb 03, 2026 18:04:14Shamli, Uttar Pradesh:श्रवण पंडित
शामली
हिन्दू विराट सम्मेलन में आपत्तिजनक बयान
0
Report
AAAMIT AGGRWAL
FollowFeb 03, 2026 18:03:470
Report
SMSanjay Mohapatra
FollowFeb 03, 2026 18:03:060
Report
UPUmesh Parab
FollowFeb 03, 2026 18:01:270
Report
0
Report