Back
बजट सुधार एक्सप्रेस: 2047 के विकसित भारत के लिए किसान-युवा योजनाओं पर जोर
ANAJAY NATH
Feb 11, 2026 18:32:02
Sambalpur, Odisha
ଏଥର ର ବଜେଟ ରିଫର୍ମ ଏକ୍ସପ୍ରେସ ବଜେଟ,୨୦୪୭ ବିକଶିତ ଭାରତ ପାଇଁ ଏ ଏଜିଟ ସାହାୟକ ହେବ ବୋଲି କହିଛନ୍ତି ରାଷ୍ଟ୍ରୀୟ ପ୍ରବକ୍ତା ଅଜୟ ଆଲୋକ |ସେ ସମ୍ବଲପୁର ଗସ୍ତ ରେ ଆସି ସାମ୍ବାଦିକ ସମ୍ମିଳନୀ କରି ଏ ସୂଚନା ଦେଇଛନ୍ତି |ଚାଷୀ o ଯୁବା ବର୍ଗ ଙ୍କ ପାଇଁ ବିଭିନ୍ନ ଯୋଜନା କୁ ପ୍ରାଧାନ୍ୟ ଦିଆଯାଇଛି|ଅରେଞ୍ଜ ଇକୋନୋମି ଉପରେ ପ୍ରାଧାନ୍ୟ ଦିଆଯାଇଛି| ପୂର୍ବରୁ ଡାଲି ବିଦେଶ ରୁ ଆମଦାନୀ ହେଉଥିଲା ଏବେ ଆମେ ନିଜେ ଚାଷ କରି ୮୦ ଭାଗ ପର୍ଯ୍ୟନ୍ତ ତାହା ପୂରଣ କରି ପାରିଛୁ |ଆଗାମୀ ସମୟରେ ଭାରତ କିଭଳି ବିଦେଶ କୁ ଡାଲି ରପ୍ତାନି କରିବ ସେ ଦିଗରେ ମଧ୍ୟ ଚେଷ୍ଟା ଜାରି ରହିଥିବା ସୂଚନା ଦେଇଛନ୍ତି ରାଷ୍ଟ୍ରୀୟ ପ୍ରବକ୍ତା |
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
0
Report
0
Report
0
Report
MKMANTUN KUMAR ROY
FollowFeb 11, 2026 19:00:410
Report
KKKRISNDEV KUMAR
FollowFeb 11, 2026 19:00:140
Report
0
Report
KKKRISNDEV KUMAR
FollowFeb 11, 2026 18:45:490
Report
KKKRISNDEV KUMAR
FollowFeb 11, 2026 18:45:190
Report
VKVIKRANT KUMAR
FollowFeb 11, 2026 18:32:400
Report
ANAJAY NATH
FollowFeb 11, 2026 18:32:190
Report
NSNeha Sharma
FollowFeb 11, 2026 18:31:370
Report
PTPawan Tiwari
FollowFeb 11, 2026 18:31:180
Report