Back
बजरंग दल के नेता किशन प्रजापति ने युवाओं से नशा-धर्मांतरण-गौ तस्करी रोकने का आह्वान किया
ANAJAY NATH
Feb 24, 2026 18:16:15
Sambalpur, Odisha
ହିନ୍ଦୁ ସମାଜ ର ଜାଗରଣ ପାଇଁ ସମ୍ବଲପୁର ରେ ବଜରଙ୍ଗ ଦଳ ର ରାଷ୍ଟ୍ରୀୟ ସଂଯୋଜକ କିଶନ ପ੍ਰଜାପତି ହିନ୍ଦୁ ସମାଜ ପାଇଁ କାର୍ଯ୍ୟ କରୁଥିବା ବଜରଙ୍ଗ ଦଳ ର ଯୁବ ବର୍ଗ ଙ୍କୁ ଆହ୍ୱାନ ଦେଇଥିଲେ ସେ କହିଥିଲେ ଯେଯେଭଳି ଯୁବ ସମାଜ ନିଶା ସେବନ ରୁ ବିରତ କରିବା,ଧର୍ମାନ୍ତରିକରଣ କୁ ରୋକିବା, ଗୋ ଚାଲାଣ କୁ ରୋକିବା କାର୍ଯ୍ୟ ରେ ନିୟୋଜିତ ହେବା ପାଇଁ ସେ ଆହ୍ୱାନ ଦେଇଥିଲେ |ତା ସହ ଲଭ ଜିହାଦ ବାବଦରେ ଟିକ୍କା ହେବା ସଂପର୍କରେ କିଭଳି ହିନ୍ଦୁ ଭଉଣୀଙ୍କୁ AB ଦରକାର ସେମାନେ କିଭଳି ଏଭଳି ଘଟଣା ରୁ ନିବୃତ୍ତ ରହିବେ ସେଥିପାଇଁ ସମସ୍ତଙ୍କୁ ସଚେତନ ହେବା ପାଇଁ ମଧ୍ୟ ସେ କହିଥିଲେ | ଏଥିପାଇଁ ସରକାର କଠୋର ଆଇନ ପ୍ରଣୟନ କରିବା ଉଚିତ ବୋଲି କୁହାଯାଇଥିଲା |ତା ସହ କିଭଳି ବୁଲା ଗାଇ ଗୋରୁ ଙ୍କୁ ରାସ୍ତା ରେ ନ ଛାଡିବା ଓ ତାଙ୍କୁ କିଭଳି ଗୋଶାଳା ରେ ଛାଡିବା ସେ ଦିଗରେ ମଧ୍ୟ ଆଜି ସମ୍ବଲପୁର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ କହିଥିଲେ ବଜରଙ୍ଗ ଦଳ ର ରାଷ୍ଟ୍ରୀୟ ସଂଯୋଜକ
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
BPBHUPESH PRATAP
FollowFeb 24, 2026 19:01:120
Report
KSKartar Singh Rajput
FollowFeb 24, 2026 19:00:230
Report
SMSandeep Mishra
FollowFeb 24, 2026 18:45:330
Report
NSNITIN SRIVASTAVA
FollowFeb 24, 2026 18:45:140
Report
0
Report
0
Report
0
Report
0
Report
0
Report
ANAJAY NATH
FollowFeb 24, 2026 18:16:460
Report
SMSanjay Mohapatra
FollowFeb 24, 2026 18:16:310
Report
SMSanjay Mohapatra
FollowFeb 24, 2026 18:15:590
Report
ABATISH BHOIR
FollowFeb 24, 2026 18:15:32Kalyan, Maharashtra:कल्याण कोळीवाड्यात शिमगा उत्सव ,शिमगा उत्सवाची अनेक वर्षांची परंपरा ..
कोळी बांधवानी साजरा केला शिमगा उत्सव ,मोठ्या उत्साहात जल्लोषात शिमगा उत्सवाची परंपरा
0
Report
0
Report