Back
खराब सड़कों के कारण एंबुलेंस नहीं पहुंची, बच्चे की मौत; स्वास्थ्य सेवाओं की बदहाली
ANAJAY NATH
Nov 10, 2025 10:07:41
Sambalpur, Odisha
ଆମ୍ବୁଲାନ୍ସ ପହଂଚି ପାରି ନ ଥିବା କାରଣରୁ କିଛି ଦିନ ପୂର୍ବରୁ ଜଣେ ପିଲା ସର୍ପ ଆଘାତ ରେ ମୃତ୍ୟୁ ବରଣ କରିଥିବା ବେଳେ ପୂର୍ବରୁ ମଧ୍ୟ ବହୁ ପ୍ରସୂତି ଓ ବୃଦ୍ଧ ବୃଦ୍ଧା ଙ୍କର ଜୀବନ ସଂକଟାପନ୍ନ ହୋଇଛି|ରାସ୍ତା ଖରାପ ଥିବା କାରଣ ରୁ ଯାଇପାରେ ନାହିଁ ଆମ୍ବୁଲାନ୍ସ||ରାଜାରାଜୁଡା ଅମଳ ର ଏହିଭଳି ମୌଳିକ ସୁବିଧା ରୁ ଅପହଞ୍ଚ ଗାଁ ଟିଏ କୁତବ |ମୁଖ୍ୟ ରାସ୍ତା ବଡରମା ଠାରୁ ୧୨ କିଲୋମିଟର ଦୂର ଭିତରକୁ ଉଷା କୋଠି ଅଭୟାରଣ୍ୟ ଭିତରେ ଯିବାକୁ ପଡିଥାଏ ଏହି ଗାଁ କୁ|ଆଖପାଖ ରେ ଅନେକ ଗାଁ ରହିଛି କିନ୍ତୁ ଭଲ ରାସ୍ତା ଟିଏ ନାହିଁ| ବର୍ଷା ମାସ ହେଲେ ତ ପୁରା ରାସ୍ତା ବନ୍ଦ ହୋଇଯାଏ|ପିଲା ମାନେ ସ୍କୁଲ ଯିବାକୁ ଭୟ କରନ୍ତି, ଯେଉଁଠି ରହିଛି ଜଙ୍ଗଲୀ ଜୀବଜନ୍ତୁ ଭୟ| ମୋବାଇଲ ନେଟ ୱାର୍କ ନାହିଁ|BSNL ଟାୱାର ଲାଗଛି କିନ୍ତୁ ନେଟ ୱାର୍କ ନାହିଁ|ଏହିଭଳି ବହୁବିଧ ସମସ୍ୟା ରେ ଭରପୁର ହୋଇ ରହିଛି ସମ୍ବଲପୁର ଜିଲ୍ଲା ବଡରମା ଉଷାକୋଠି ଅଭୟାରଣ୍ୟ ରେ ଅବସ୍ଥିତ କିଛି ଗାଁ କୁତବ,ସାନବାଦୀ ବାହାଲ, ରେଙ୍ଗୋ ମୁଣ୍ଡା ଓ ଆହୁରି କିଛି ଗାଁ | ଅନେକ ଥର ଜିଲ୍ଲା ପ୍ରଶାସନ ସହ ନେତା ମନ୍ତ୍ରୀ ଙ୍କୁ ତାଙ୍କର ସମସ୍ୟା ବାବଦରେ ଅବଗତ କରାଯାଇଥିଲେ ମଧ୍ୟ କେହି ଶୁଣୁ ନ ଥିବା ର ଅଭିଯୋଗ କରିଛନ୍ତି ଗ୍ରାମବାସୀ|ଏଭଳିକି ତାଙ୍କୁ ଖରା ମାସ ରେ ପାନୀୟ ଜଳ ପାଇଁ ମଧ୍ୟ ବହୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡିଥାଏ|
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
MMMohammad Muzammil
FollowMar 14, 2026 05:34:540
Report
AMAbhishek Mathur
FollowMar 14, 2026 05:34:410
Report
OTOP TIWARI
FollowMar 14, 2026 05:34:230
Report
JPJai Pal
FollowMar 14, 2026 05:34:030
Report
224
Report
JCJitendra Chaudhary
FollowMar 14, 2026 05:33:400
Report
TSTripurari Sharan
FollowMar 14, 2026 05:33:090
Report
ASAshok Singh Shekhawat
FollowMar 14, 2026 05:31:470
Report
95
Report
CSChandrashekhar Solanki
FollowMar 14, 2026 05:31:150
Report
ADAnup Das
FollowMar 14, 2026 05:31:00Krishnanagar, West Bengal:নদীয়া জেলার কৃষ্ণনগর থেকে ট্রেনে বিজেপি কর্মীরা রওয়ানা দিচ্ছে সকাল থেকে একে একে পর পর ট্রেনে, সঙ্গে জল টিফিন নিয়ে যাচ্ছে কার্যকর্তারা。
0
Report
JCJitendra Chaudhary
FollowMar 14, 2026 05:30:510
Report
RKRampravesh Kumar
FollowMar 14, 2026 05:30:250
Report
VSVISHAL SINGH
FollowMar 14, 2026 05:30:140
Report
175
Report