Back
मैनेश्वर सेंट सामुएल स्कूल के छात्र के वीडियो के बाद जांच के आदेश
ANAJAY NATH
Mar 19, 2026 16:24:34
Sambalpur, Odisha
ମାନେଶ୍ଵର ର ସେଣ୍ଟ ସାମୁଏଲ ଏକ ଘରୋଇ ସ୍କୁଲ ର ଛାତ୍ର ସ୍କୁଲ ପରିସରରେ ଇଟା ବୋହୁଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମ ରେ ଭାଇରାଲ ହେବା ପରେ ତଦନ୍ତ ନିର୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ | ସୂଚନା ଥାଉ କି ଗତ କିଛି ଦିନ ପୂର୍ବେ ସେ ସ୍କୁଲ ର ଦୁଇ ଜଣ ଛାତ୍ର ପରିସରରେ ନିରْمାଣ ହେଉଥିବା ଗୋଟିଏ କାନ୍ଥ ପାଖରେ ଇଟା ନେଉଥିବା ର ଭିଡିଓ ଭାଇରଲ ହୋଇଥିଲା |ଯାହାକି ସାମାଜିକ ଗଣମାଧ୍ୟମ ରେ ଭାଇରଲ ହେବା ପରେ ଅଂଚଳ ବାସୀ ଏଭଳି ଘଟଣା କୁ ବିରୋଧ କରିଥିଲେ |ସେମାନେ ପରିଚାଳକ ଙ୍କ ନାଁ ରେ ଅଭିଯୋଗ ଆଣିଥିଲେ ଯେ ଛାତ୍ରଙ୍କୁ ଏଭଳି ନିର୍ମାଣ କାର୍ଯ୍ୟ ରେ ନିୟୋଜିତ କରିବା ଉଚିତ ନାହିଁ ବୋଲି କହିଥିଲେ |ଏ ଖବର ପ୍ରଘଟ ହେବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା |ସେ ଅବଗତ ହେବା ପରେ ତୁରନ୍ତ ଏକ ନିର୍ଦେଶ ଜାରି କରି ତଦନ୍ତ ପାଇଁ ଵ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଦାୟିତ୍ୱ ଦେଇଥିବା କହିଛନ୍ତି |ସ୍କୁଲ ପରିଚାଳକ ଙ୍କୁ ଏ ଅଭିଯୋଗ ବାବଦରେ ପ୍ରଶ୍ନ କରାଗଲା ପରେ ସେ ଏ ସବୁ ଅଭିଯୋଗ କୁ ଖଣ୍ଡନ କରିବା ଛାତ୍ର ମାନେ ବ୍ୟୟାମ ପାଇଁ ଇଟା ଉଠାଇଥିବା କହିବା ସହ ଶିକ୍ଷା ଅଧିକାରୀଙ୍କୁ ସମସ୍ତ ରିପୋର୍ଟ ଦେଇଥିବା କହିଛନ୍ତି
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
RMRAJESH MISHRA
FollowMar 19, 2026 17:30:480
Report
ACAshish Chauhan
FollowMar 19, 2026 17:30:080
Report
ADAnup Das
FollowMar 19, 2026 17:19:50677
Report
DIDamodar Inaniya
FollowMar 19, 2026 17:18:34764
Report
RKRakesh Kumar Bhardwaj
FollowMar 19, 2026 17:18:24668
Report
NPNavratan Prajapat
FollowMar 19, 2026 17:18:06634
Report
714
Report
RKRakesh Kumar Bhardwaj
FollowMar 19, 2026 17:17:42663
Report
RJRakesh Jaiswal
FollowMar 19, 2026 17:17:11569
Report
DGDeepak Goyal
FollowMar 19, 2026 17:16:44Jaipur, Rajasthan:जयपुर से इस वक्त की बड़ी खबर25 IAS और 9 IPS के तबादले
कार्मिक विभाग ने जारी किए आदेश
642
Report
ADAnup Das
FollowMar 19, 2026 17:16:05586
Report
RKRupesh Kumar
FollowMar 19, 2026 17:15:32679
Report
783
Report
PKPrakash Kumar Sinha
FollowMar 19, 2026 17:15:19653
Report