Back
श्री जगन्नाथ मंदिर में देव दीपावली महोत्सव 19 से 21 नवंबर तक
SMSanjay Mohapatra
Nov 15, 2025 14:35:06
Puri, Odisha
ଆସନ୍ତା 19 ରୁ ହେବ ଦେବ ଦୀପାବଳୀ ମହୋତ୍ସବ ।ଶ୍ରୀମନ୍ଦିର ଛତିଶା ନିଯୋଗ ମହାନାୟକ ଜାନାର୍ଦ୍ଦନ ପାଟଯୋଶୀ ମହାପାତ୍ରଙ୍କ ଆୟୋଜନରେ 3 ଦିନ ଧରି ଚାଲିବ ଉତ୍ସବ ।19 ନଭେମ୍ବର ରୁ 21 ନଭେମ୍ବର୍ ପର୍ୟ୍ୟନ୍ତ ସିଂହଦ୍ଵାର ନିକଟ ଏମାର ମଠ ସମ୍ମୁଖରେ ହେବ ଦୀପଦାନ ।ଶ୍ରୀମନ୍ଦିର ରୀତି ନୀତି ଓ ପରମ୍ପରାର ପୁନରୁଦ୍ଧାର ତଥା ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଶ୍ରୀ ଜଗନ୍ନାଥ ସେବା ସଂସ୍ଥାନ ଆନୁକୁଲ୍ୟରେ ଏହି ତିନିଦିନ ମହାପ୍ରଭୁ ଦେବ ଦୀପାବଳୀ ମହୋତ୍ସବ ଆୟୋଜନ କରାଯାଇଛି ।ମହାପ୍ରଭୁ ପାଳନ କରୁଥୁବା ଦୀପାବଳୀକୁ “ଦେବ ଦୀପାବଳୀ” କୁହାଯାଏ । ଏହା ୩ଦିନ ଧରି ମାର୍ଗଶିର କୃଷ୍ଣ ଚର୍ତୁର୍ଦ୍ଦଶୀ, ମାର୍ଗଶିର ଅମାବାସ୍ୟା ଓ ମାର୍ଗଶିର ଶୁକ୍ଳ ପ୍ରତିପଦା ଏହି ତିନୋଟି ତିଥୁରେ ଶ୍ରୀମନ୍ଦିରରେ “ଦେବ ଦୀପାବଳୀ” ପାଳନ ହୁଏ ।୧ମଦିନ ମାର୍ଗଶୀର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ- କଶ୍ୟପ ଓ ଅଦିତିଙ୍କ ଉଦ୍ଦେଶ୍ୟରେ, ୨ୟଦିନ ମାର୍ଗଶୀର ଅମାବାସ୍ୟା- ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ,୩ୟଦିନ ମାର୍ଗଶୀର ଶୁକ୍ଳ ପ୍ରତିପଦା ବସ୍ତୁଦେବ-ଦେବକୀ, ନନ୍ଦ-ଯଶୋଦା ଓ ଇନ୍ଦ୍ରଦ୍ୟୁମ୍ନ-ଗୁଣ୍ଡିଚାଙ୍କ ଉଦ୍ଦେଶ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରାଦ୍ଧ ଓ ଦୀପଦାନ କରିଥାନ୍ତି ।ଉକ୍ତ ତିନିଦିନ ମହାପ୍ରଭୁଙ୍କ ସ୍ବତନ୍ତ୍ର ଶ୍ରାଦ୍ଧ ବେଶ ଅନୁଷ୍ଠିତ ହୋଇଥାଏ ।
162
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
RMRam Mehta
FollowNov 15, 2025 16:01:0362
Report
AMAnkit Mittal
FollowNov 15, 2025 16:00:4815
Report
KSKartar Singh Rajput
FollowNov 15, 2025 16:00:3693
Report
100
Report
UCUmesh Chouhan
FollowNov 15, 2025 16:00:1373
Report
99
Report
PCPranay Chakraborty
FollowNov 15, 2025 15:54:5535
Report
DKDeepesh Kumar
FollowNov 15, 2025 15:54:43108
Report
RKRakesh Kumar Bhardwaj
FollowNov 15, 2025 15:54:3582
Report
BBBhupendra Bishnoi
FollowNov 15, 2025 15:54:1832
Report
MGManoj Goswami
FollowNov 15, 2025 15:54:05100
Report
MGManoj Goswami
FollowNov 15, 2025 15:52:5124
Report
NZNaveen Zee
FollowNov 15, 2025 15:52:4145
Report
BKBRAJESH KUMAR
FollowNov 15, 2025 15:51:4918
Report