Back
रत्नभंडार गिनती प्रक्रिया शुरू, विभागीय बैठक से खुलेगा नया मोड़
SMSanjay Mohapatra
Feb 24, 2026 17:47:22
Puri, Odisha
Ratnabhandar Inventory Meeting
() ସରିଲା ରତ୍ନଭଣ୍ଡାରର ଅଳଙ୍କାର ଗଣତିମଣତି ଏସଓପିକୁ ନେଇ ବୈଠକ । ରାଜ୍ୟ ସରକାର ଏସଓପିକୁ ଅନୁମୋଦନ କରିବା ପରେ ମହାପ୍ରଭୁଙ୍କ ନିକଟରେ ସମର୍ପଣ ହୋଇଥିଲା। ପ୍ରସ୍ତୁତ ଏସଓପିକୁ ହାଇଲେବୁଲ୍ କମିଟି,, ବିଧି ସବକମିଟି ଏବଂ ପରେ ପରିଚାଳନା କମିଟିରେ ଆଲୋଚନା ହୋଇଥିଲା। ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ହସ୍ତଗତ ହୋଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ ଏନେଇ ସମୀକ୍ଷା କରିଥିଲେ। ଅଳଙ୍କାର ଗଣତିମଣତି ନେଇ ତାରିଖ ଓ ମାହେନ୍ଦ୍ରବେଳାର ନିଷ୍ପତ୍ତି ନେବ ପରିଚାଳନା କମିଟି। ଗଣତିମଣତି ସମୟରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ତାଲିକା ପ୍ରସ୍ତୁତ ହୋଇଛି। ଆଜିଠାରୁ ନୀଳାଡ୍ରିବିଜେ ପୂର୍ବରୁ ଗଣତିମଣତି ପାଇଁ ତାଲିକା ପ୍ରସ୍ତୁତ ହୋଇଛି। ଗଣତିମଣତି ପ୍ରକ୍ରିୟାରେ ଦୁଇଟି ଟିମ୍ ରହିବେ। ଗୋଟିଏ ସୁପରଭାଇଜିଂ ଟିମ୍ ଓ ଅନ୍ୟଟି ହ୍ୟାଣ୍ଡେଲିଂ ଟିମ୍। ଉଭୟ ଟିମ୍ ରେ ମୁଖ୍ୟ ପ୍ରଶାସକ ରହିବେ,,,ମୁଖ୍ୟ ପ୍ରଶାସକଙ୍କ ଅନୁପସ୍ଥିତରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଦାରଖ କରିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଉପମୁଖ୍ୟ ପ୍ରଶାସକ ଅନୁପସ୍ଥିତ ଥିଲେ ଶ୍ରୀମନ୍ଦିର ନୀତି ପ୍ରଶାସକ ତଦାରଖ କରିବେ। ସୁପରଭାଇଜିଂ ଟିମ୍ ରେ ତିନିଜଣ ରହିବେ। ହ୍ୟାଣ୍ଡେଲିଂ ଟିମ୍ ରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ମୁଖ୍ୟ ପ୍ରଶାସକ ବା ଉପମୁଖ୍ୟ ପ୍ରଶାସକ,,ହାଇଲେବୁଲ୍ କମିଟିର ଅଧ୍ୟକ୍ଷ ଦଳପତି ହିসାବରେ,,ପରিচାଳନା କମିଟିର ପାଞ୍ଚଜଣ ସେବକ ମଧ୍ୟରୁ ଜଣେ ରହିବେ,,ଭଣ୍ଡାର ମେକାପ,,ତଢାଉକରଣ,, ବଣିଆ ସେବକ ରହିବେ,,ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ବଣିଆଙ୍କ ତାଲିକା ମଗାଯିବ। ତା ମଧ୍ୟରୁ ଦୁଇଜଣ ଯାଇପାରିବେ। ବିଭିନ୍ନ Ollଙ୍କାର ଚିହ୍ନିବାକୁ ଜଣେ ରହିଵେ। RBI ରୁ ଜଣେ ରହିବେ। ଆବଶ୍ୟକସ୍ଥଳେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କୁ ଗଣତିମଣତି ସମୟରେ ସାମିଲ କରାଯିବ। ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି ଓ ଫଟୋଗ୍ରାфି କରାଯିବ। ହ୍ୟାଣ୍ଡେଲିଂ ଟିମ୍ ରୁ 10 ଜଣ ରହିବେ। ଗଜପତି ମହାରାଜା କିମ୍ବା ପରିଚାଳନା କମିଟିର କାର୍ଯ୍ୟକାରୀ ଅଧକ୍ଷ ଚାହିଁଲେ ରହିପାରିବେ। 1978 ମସିହାରେ 72 ଦିନ ଗଣତିମଣତି ତାଲିକା ସହ 1982 ,,1895 ମସିହାର କିଛି ଅଳଙ୍କାର ବାହାରିଥିବାରୁ ମେଳକ କରାଯିବ। ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତିମଣତି,, ଦ୍ୱିତୀୟରେ ବାହାର ରତ୍ନଭଣ୍ଡାରର ଗଣତିମଣତି କରାଯିବ ଏବଂ ଶେଷରେ ଭିତର ରତ୍ନଭଣ୍ଡାରର ଗଣତିମଣତି କରାଯିବ। ଭିତର ରତ୍ନଭଣ୍ଡାରର ଚାବି ପ୍ରତ୍ୟକ ଦିନ ଗଣତିମଣତି ପରେ ଟ୍ରଜେରୀରେ ଜମା ହେବ ଓ ପୁର୍ନବାର ଗଣତିମଣତି ସମୟରେ ଆସିବ। ସମସ୍ତେ ଗୋପନୀୟତା ବଜାୟ ରଖିବେ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଗଣତିମଣତି ହେବ। ଗଣତିମଣତି ପରେ ଅଳଙ୍କାର ସବୁ ଅଲଗା ଅଲଗା ପ୍ରସ୍ତୁତ ସିଙ୍ଧୁକରେ ରହିବ। ଗଣତିମଣତି ସମୟରେ ସିସିଟିଭି ବ୍ୟବସ୍ଥା କରାଯିବ। ଗଣତିମଣତିର ତାଲିକାକୁ ପରିଚାଳନା କମିଟିକୁ ପ୍ରଦାନ କରାଯିବ ଓ ପରେ ରାଜ୍ୟ ସରକାରଙ୍କୁ ପଠାଯିବ। ଗଣତିମଣତି ସମୟରେ ଭକ୍ତମାନେ ବାହାରକାଠରୁ ଦର୍ଶନ କରିବେ। କେବଳ ପାଳିଆ ସେବାୟତ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ସେବାପୂଜା କରିବେ। ବିଶେଷ ଦିନ ମାନଙ୍କରେ ଗଣତିମଣତି ବନ୍ଦ ରହିବ। ଆସନ୍ତା ସପ୍ତାହରେ ପରିଚାଳନା କମିଟି ବୈଠକରେ ଜଣାପଡିବ କେଉଁ ତାରିଖ ଓ ଶୁଭ ମୂହୁର୍ମୁତର୍ରେ ଗଣତିମଣତି ପ୍ରକ୍ରିୟା ଆରମ୍ଭ ହେବ। ପ୍ରତିକ୍ରିୟା ରଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
SMSandeep Mishra
FollowFeb 24, 2026 18:45:330
Report
NSNITIN SRIVASTAVA
FollowFeb 24, 2026 18:45:140
Report
0
Report
0
Report
0
Report
0
Report
0
Report
ANAJAY NATH
FollowFeb 24, 2026 18:16:460
Report
SMSanjay Mohapatra
FollowFeb 24, 2026 18:16:310
Report
ANAJAY NATH
FollowFeb 24, 2026 18:16:150
Report
SMSanjay Mohapatra
FollowFeb 24, 2026 18:15:590
Report
ABATISH BHOIR
FollowFeb 24, 2026 18:15:32Kalyan, Maharashtra:कल्याण कोळीवाड्यात शिमगा उत्सव ,शिमगा उत्सवाची अनेक वर्षांची परंपरा ..
कोळी बांधवानी साजरा केला शिमगा उत्सव ,मोठ्या उत्साहात जल्लोषात शिमगा उत्सवाची परंपरा
0
Report
0
Report
RKRaushan Kumar
FollowFeb 24, 2026 18:01:25Noida, Uttar Pradesh:लॉरेश विश्नोई की लीगल टीम के वकील की गाड़ी पर हुई फायरिंग
दिल्ली के ISBT के पास फायरिंग
0
Report
NJNEENA JAIN
FollowFeb 24, 2026 18:00:590
Report