Back
मनोज जोशी ने महाप्रभु के दर्शन कर भक्तों में उत्साह फैलाया
SMSanjay Mohapatra
Nov 15, 2025 14:16:48
Puri, Odisha
ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ ବଲିଉଡ୍ ଅଭିନେତା ତଥା କମେଡିଆନ ମନୋଜ ଯୋଶୀ ।ମାର୍ଗଶୀର ଏକାଦଶୀ ପବିତ୍ର ତିଥିରେ ମହାପ୍ରଭୁଙ୍କ ଦର୍ଦ୍ଶନ କରିବା ସହ ଲକ୍ଷ୍ମୀଙ୍କ ଦର୍ଶନ କରିବା ସୌଭାଗ୍ୟର କଥା ବୋଲି କହିଛନ୍ତି ମନୋଜ ଯୋଶୀ।ଦେଶକୁ ସଙ୍ଗଠିତ ଓ ଶସକ୍ତ କରିବାକୁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛି ବୋଲି କହିଛନ୍ତି କମେଡିଆନ ମନୋଜ ।ସାଥିରେ ଫିଲ୍ମ ପ୍ରଯୋଜକ ଓ ମାର୍କେଟିଂ ହେଡ ମଧ୍ୟ ରହିଥିଲେ । ପ୍ରଶାସନ ତରଫରୁ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା ।ଧୁମ୍ , ଭାଗମ ଭାଗ, ଫିର ହେରାଫେରି,ହଲଚଲ,ଚୁପ୍ ଚୁପ୍ କେ ଭଳି ଫିଲ୍ମ ରେ ଅଭିନୟ କରି ଲୋକଙ୍କୁ ହସେଇଛନ୍ତି ମନୋଜ ଯୋଶୀ ।
ବାଇଟ୍ - ମନୋଜ ଯୋଶୀ,ବଲିଉଡ୍ କମେଡିଆନ
153
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
ADAnup Das
FollowNov 15, 2025 16:15:410
Report
ADAnup Das
FollowNov 15, 2025 16:15:300
Report
0
Report
RMRam Mehta
FollowNov 15, 2025 16:01:0362
Report
AMAnkit Mittal
FollowNov 15, 2025 16:00:4815
Report
KSKartar Singh Rajput
FollowNov 15, 2025 16:00:3693
Report
100
Report
UCUmesh Chouhan
FollowNov 15, 2025 16:00:1373
Report
99
Report
PCPranay Chakraborty
FollowNov 15, 2025 15:54:5535
Report
DKDeepesh Kumar
FollowNov 15, 2025 15:54:43108
Report
RKRakesh Kumar Bhardwaj
FollowNov 15, 2025 15:54:3582
Report
BBBhupendra Bishnoi
FollowNov 15, 2025 15:54:1832
Report
MGManoj Goswami
FollowNov 15, 2025 15:54:05100
Report
MGManoj Goswami
FollowNov 15, 2025 15:52:5124
Report