Back
कटक में कार छोड़कर युवक लापता; आत्महत्या नोट मिला, नदी में खोज जारी
SMSURYA MOHANTY
Oct 17, 2025 08:59:32
Khordha, Odisha
କଟକ:- ମୁଣ୍ଡଳି ବ୍ୟାରେଜ୍ ରେ କାର ରଖି ଯୁବକ ନିଖୋଜ । ଗତ କାଲି ରାତିରେ ଏକ କାର ସନ୍ଦେହ ଜନକ ଭାବେ ଛିଡ଼ା ହୋଇଥିବା ଦେଖି ସ୍ଥାନୀୟ ଲୋକେ gୋଡ଼ି ସାହି ଫାଣ୍ଡି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଗାଡି ନମ୍ୱର୍ ଯାଞ୍ଚ କଲାପରେ ଭୁବନେଶ୍ୱର ଗାଡି ନମ୍ୱର୍ ଜାଣି ତାଙ୍କ ପରିବାର ଲୋକଙ୍କୁ ଖବର ଦିଆ ଯାଇଥିଲା ,ତେବେ ନିଖୋଜ ଯୁବକ ଜଣଙ୍କ ହେଉଛନ୍ତି ଭୁବନେଶ୍ୱର ନୟାପଲି ଅଞ୍ଚଳର ମୁକ୍ତିକାନ୍ତ ସାହୁ । ତେବେ ସେ ନଦୀକୁ ଡେଇଁ ପଡିଛନ୍ତି କି କେଉଁ ଆଡେ ଚାଲି ଯାଇଛନ୍ତି ,ତାହା ସ୍ପଷ୍ଟ ହୋଇ ନାହିଁ । ସେପଟେ କାର ଭିତରୁ ଏକ ସୁଇସାଇଡ ନୋଟ ପୋଲିସ ଜବତ କରିଛି । ଯେଉଁ ନୋଟରେ ଲେଖାଯାଇଛି ,ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି, ଯୁবକଙ୍କର ମୋବାଇଲ ଫୋନ ମଧ୍ୟ ଜବତ କରିଛି ସ୍ଥାନୀୟ ପୋଲିସ, ବାରଙ୍ଗ ଅଗ୍ନିଶମ ବିଭାଗ ପହଞ୍ଚି ,ନଦୀରେ ଖୋଜା ଖୋଜି ଆରମ୍ଭ କରିଛି ।
2
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
KCKashiram Choudhary
FollowOct 17, 2025 11:18:080
Report
ASAshok Singh Shekhawat
FollowOct 17, 2025 11:17:470
Report
SLSanjay Lohani
FollowOct 17, 2025 11:17:360
Report
BDBabulal Dhayal
FollowOct 17, 2025 11:17:190
Report
RKRakesh Kumar Bhardwaj
FollowOct 17, 2025 11:17:110
Report
ASAkhilesh Sharma
FollowOct 17, 2025 11:16:580
Report
0
Report
0
Report
MKMohammad Khan
FollowOct 17, 2025 11:16:230
Report
NSNeha Sharma
FollowOct 17, 2025 11:16:080
Report
STSumit Tharan
FollowOct 17, 2025 11:15:470
Report
PCPUSHKAR CHAUDHARY
FollowOct 17, 2025 11:15:350
Report
SKSandeep Kumar
FollowOct 17, 2025 11:15:270
Report
DBDEVENDRA BISHT
FollowOct 17, 2025 11:15:170
Report
0
Report