Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Khordha752055blurImage

ଖୋର୍ଦ୍ଧା:- ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ମଲ୍ଲିପୁରରେ ସମୁହ ଦୀପଦାନ

SURYA NARAYAN MOHANTY
Jun 23, 2025 14:23:03
Khordha, Odisha
ଖୋର୍ଦ୍ଧା:- ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ପୂର୍ବତନ ସରପଞ୍ଚ ବିଜୟ ଦାସଙ୍କ ନେତୃତ୍ୱରେ ଖୋର୍ଦ୍ଧା ବ୍ଳକ ମଲ୍ଲିପୁର ସ୍ଥିତ ମୁକ୍ତେଶ୍ଵର ଦେବ ଓ ଜଗନ୍ନାଥ ମନ୍ଦିର ନିକଟରେ ଦୀପଦାନ କଲେ ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟଙ୍କ ସମେତ ଶତାଧିକ ମହିଳା ଓ ଗ୍ରାମବାସୀ ।
0
Report

हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|

Advertisement