Back
खोरधा के मंगलयोडि गांव में भवन बदहाली: 13 मकान खाली, सरकार निष्क्रिय
SMSURYA MOHANTY
Jan 01, 2026 09:27:18
Khordha, Odisha
ପ୍ରଶାସନର ଅବହେଳା କାରଣରୁ ଦୀର୍ଘ ବର୍ଷ ହେଲା ବାସଗୃହ ପାଇପାରୁନାହାନ୍ତି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ମଂଗଳାଯୋଡ଼ିର ହିତାଧିକାରୀ । ସର୍ବସ୍ୱ ହରାଇଥିବା ଲୋକଙ୍କ ପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ ୩ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମିତ ୧୩ଟି କୋଠାରୁ ୧୦ ପକାଘର ବସିଲାଣି ଭୁତକୋଠି ପାଲଟିବାକୁ । କଲୋନୀରେ ମାତ୍ର ୩ଟି କୋଠାରେ ହିତାଧିକାରୀ ରହୁଥିବା ବେଳେ, ଅନ୍ୟମାନେ ଗୃହ ହାତଲାପ କରି ଦେଇଥିବା ଭଂଡାରୀ ଅଭିଯୋଗ ହୋଇଛି । ଯାହାକୁ ନେଇ ହିତାଧିକାରୀମାନେ ଅସଂତୋଷ ବ୍ୟକ୍ତ କରିଛନ୍ତ ।
ଭିଓ-୨-ବାତ୍ୟା ଫାଇଲିନର ଭଳି ହୁଡ଼ୁହୁଡ଼ୁ, ତିତିଲି ଓ ଫନି ଭଳି ଅନେକ ଗୁଡିଏ ପ୍ରାକୃତିକ ବିପର୍ଯ୍ୟୟର ସାମନା କରିଛନ୍ତି ମଂଗଳାଯୋଡ଼ି ଗ୍ରାମବାସୀ । ଏଠାରେ ନିର୍ମାଣ ହୋଇଥିବା ଘରକୁ କେତେକ ବିପିନ୍ନ ମାସିକ ଭଡ଼ା ଏକହଜାର ଟଙ୍କା ଦରରେ ରହିଥିବା କହାଯାଇଛି । ଏପରିକି ରାଜନୈତିକ ଚାପରେ କେତେକ ଲୋକେ ଏହି ଘରକୁ ହାତେଇ ଥିବା ବେଳେ, ଅନେକ ହିତାଧିକାରୀ ଏବେବି ଅଧାଭଂଗା ଘରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଥିବା ଅଭିଯୋଗ କରିଛନ୍ତି ।
ଫାଭିଓ-ଓଡ଼ିଶା ରିକଭରୀ ପ୍ରୋଜେକ୍ଟ ସ୍କିମ ମାଧ୍ୟମରେ ନିର୍ମାଣ କରାଯାଇଥିବା କୋଠାର ପ୍ରକୃତ ସ୍ଥିତି କିଭଳି ରହିଛି ତାହାର ଏକ ବିଦ୍ଧିବଦ୍ଧ ତଦନ୍ତ କରିବା ନିହାତି ଜରୁରୀ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
0
Report
KJKunal Jamdade
FollowJan 01, 2026 10:56:010
Report
NJNaynee Jain
FollowJan 01, 2026 10:55:02Noida, Uttar Pradesh:A railway worker stands guard over a deer resting beside the tracks, ensuring its safety as a train passes.
0
Report
SSSUNIL SINGH
FollowJan 01, 2026 10:54:510
Report
RSRAKESH SINGH
FollowJan 01, 2026 10:54:130
Report
RZRajnish zee
FollowJan 01, 2026 10:53:230
Report
0
Report
YSYatnesh Sen
FollowJan 01, 2026 10:52:110
Report
VAVINEET AGARWAL
FollowJan 01, 2026 10:52:000
Report
OSONKAR SINGH
FollowJan 01, 2026 10:51:330
Report
SPSatya Prakash
FollowJan 01, 2026 10:49:540
Report
0
Report