Back
भद्रक में फाइनल क्रिकेट देखते युवक की हत्या, इलाके में सनसनी
AMABHAYA MOHANTY
Mar 09, 2026 07:01:44
Keonjhar, Odisha
ଫାଇନାଲ କ୍ରିକେଟ ମ୍ୟାଚ୍ ଦେଖିବା ବେଳେ ଯୁବକ ଙ୍କୁ ଘରୁ ଡାକି ନେଇ ହତ୍ୟା । ସଙ୍ଗବଦ୍ଧ ଭାବେ 5 ରୁ ଅଧିକ ଲୋକ ସର୍ବସାଧାରଣ ସ୍ଥାନ ରେ ହତ୍ୟା କରାଯାଇଛି । ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ଗୁଣ୍ଠୁনିଆ ଠାନାରେ ହତ୍ୟା କରାଯାଇଛି । ମୃତକ ହେଉଛନ୍ତି ଚରମ୍ପା ବରାଳ ପୋଖରୀ ରେଳବାଇ କଲୋନୀ ର ଶ୍ରୀ କୁମାର ସ୍ବାମୀ । ସୂଚନା ଅନୁଯାୟୀ ଶ୍ରୀ କୁମାର କ୍ରିକେଟ ଫାଇନାଲ ମ୍ୟାଚ ଟିଭି ରେ ଘରେ ଦେଖୁଥିଲେ । ମ୍ୟାଚ୍ ସମୟ ରେ ତାଙ୍କୁ ଫୋନ ଆସିବା ପରେ ସେ ଘରୁ ବାହାଯାହାଉଟିଣିଆ ବଜାର ଯାଇଥିଲେ । ସେଠାରେ ପ୍ରାୟ 5 ଜଣ ଯୁବକ ମିଳିତ ଭାବେ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ଉପସ୍ଥିତ ଥାଇ ମଧ୍ୟ କୌଣସି ବିରୋଧ କରିନଥିବା ସୂଚନା ମିଳିଛି । ତେବେ ପରେ ଲୋକେ ଶ୍ରୀ କୁମାର ଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ହତ୍ୟାକାରୀ ମାନେ ବିଭିନ୍ନ ଅପରାଧ ରେ ସାମିଲ ଥିବା ସୂଚନା ମିଳିଛି । ତେବେ ଘଟଣା ପରେ ସାଇନ୍ତିଫିକ ଟିମ ଘଟଣାସ୍ଥଳ ରେ ତଦନ୍ତ ଆରମ୍ଭ କରିବା ସହ ସେଠାରୁ ସୁନା ଚେନ , ଦୁଇ ଟି ଜୋତା ସହ ରକ୍ତ ନମୁନା ସଂଗ୍ରହ କରିଛି । ପ୍ରତ୍ୟକ୍ଷଦର୍ଶୀ ଙ୍କ ବୟାନ ଆଧାର ରେ ହତ୍ୟାକାରୀଙ୍କୁ ଚିହ୍ନଟ କରାଯାଇଛି । ଘଟଣାସ୍ଥଳ କୁ ଯାଇ ଭଦ୍ରକ ଏସପି ମନୋଜ ରାଉତ ସ୍ଥିତି ଅନୁଧ୍ୟାନ କରିଚନ୍ତି । ଏସପି କହିଛନ୍ତି ଯେ ଅପରାଧୀଙ୍କୁ ଚିହ୍ନଟ କରାଯାଇଛି , ଦୁଇଟି ସ୍ଵତନ୍ତ୍ର ଟିମ ଅପରାଧୀ ଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନ ରେ ଚଢାଉ କରୁଚନ୍ତି । ସହରାଞ୍ଚଳ ଥାନାଧିକାରୀ ତଦନ୍ତ ପରେ ମଧ୍ୟ ଚଢ଼ାଉ ଏ ସାମିଲ ହେବେ । ହତ୍ୟାକାଣ୍ଡ ର କୌଣିଁ କାରଣ ନାହିଁ । ତେବେ ଏହି ଘଟଣା ରେ ଅପରାଧୀଙ୍କୁ ଖୁବ୍ ଶୀଘ୍ର ଧରପଡ଼ିବେ ବୋଲି ଏସପି କହିଛନ୍ତି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
BSBHUPENDAR SINGH SOLANKI
FollowMar 09, 2026 08:32:480
Report
हाथरस में ट्रांसपोर्ट व्यापारियों ने वन टाइम टैक्स के विरोध में किया प्रदर्शन, सरकार से की पुनर्विचा
0
Report
RSRajendra sharma
FollowMar 09, 2026 08:31:460
Report
KMKuldeep Malwar
FollowMar 09, 2026 08:31:350
Report
0
Report
MSMrinal Sinha
FollowMar 09, 2026 08:31:020
Report
MMMRITYUNJAI MISHRA
FollowMar 09, 2026 08:30:450
Report
ADAjay Dubey
FollowMar 09, 2026 08:30:290
Report
Orai, Uttar Pradesh:ब्रेकिंग जालौन यूपी
उरई तहसील के दौलत पुरा गांव में अंतरराष्ट्रीय महिला दिवस मनाया गया
गांव के लोगों को बच्चियों को सुरक्षित रखने के लिए दिए टिप्स
0
Report
0
Report
0
Report
0
Report
HKHitesh Kumar
FollowMar 09, 2026 08:21:050
Report
SNShashi Nair
FollowMar 09, 2026 08:20:380
Report