Back
केन्दुझर जिले के सनଘାगारा जलप्रपात पर्यटन आकर्षण बना, प्रतिदिन हजारों पर्यटक पहुंचते
AMABHAYA MOHANTY
Jan 02, 2026 10:32:12
Keonjhar, Odisha
ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିଛି ପ୍ରକୃତି ରାଣୀ ଶୋଦ୍ଭାରାଜିର ଗନ୍ତାଘର ସାନ ଘାଗରା ଜଳ ପ୍ରପାତ।
ଆଙ୍କର- କେନ୍ଦୁଝର ସହର ଠାରୁ ୫ କି.ମି. ଦୂର ରେ ୪୯ ନଂ ଜାତୀୟ ରାଜପଥ କଡରେ ଘନ ଅରଣ୍ୟାନି ପରିବେଷ୍ଟିତ ହୋଇ ରହିଛି ରାଜ୍ୟର ପ୍ରମୁଖ ମନଲୋଭା ପର୍ଯ୍ୟଟନ ସ୍ଥଳୀ ସାନ ଘାଗରା ଜଳ ପ୍ରପାତ । ଯାହାର ମନୋରମ ଦୃଶ୍ୟ ରାଜି ରାଜ୍ୟ , ରାଜ୍ୟ ବାହାର ର ଓ ବିଦେଶୀ ପର୍ଯ୍ୟଟକ ଙ୍କୁ ଆକର୍ଷିତ କରିଆସୁଛି । ଏପରିକି ସିନେ ପ୍ରଯୋଜକ ମାନେ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି । ବର୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାରୁ ପ୍ରତି ଦିନ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକଙ୍କ ଏଠାରେ ବେଶ ଭିଡ ଜମୁଛି ।
ଭିଓ-( ୧)-କେନ୍ଦୁଝର ଜିଲ୍ଲାରେ ଏକାଧିକ ପର୍ଯ୍ୟଟନି ସୁଳି ଥିଲେ ସୁଦ୍ଧା , ସାନ ଘାଗରା ଜଳପ୍ରପାତ ପର୍ଯ୍ୟଟନି ସ୍ଥଳଟି କିନ୍ତୁ ସବୁଠାରୁଟିକେ ନିଆରା । ପ୍ରାକୃତିକ ପାହାଡ଼, ପର୍ବତ ଘେରା ମଧ୍ୟରେ ପ୍ରାକୃତିକ ମନୋରମ ଶୋଭାରାଜି ରେ ଭରପୁର ସାନଘାଗରା । ସାନଘାଗରା ର ସୃଷ୍ଟି ହେଉଛି ମାଛକାନ୍ଦଣା ନଦୀରୁ ଓ ଏହାର উଚ୍ଚତା ୯୦ ଫୁଟ,ସାନଘାଗରା ଶବ୍ଦଟି ଘର୍ଘର ଶବ୍ଦର ଅପଭ୍ରଂଶ ବୋଲି ଲେଖକ ଓ ଗବେଷକ ମାନେ କୁହନ୍ତି । ପ୍ରକୃତି ରାଣୀର ଶୋଭାର ଗନ୍ତା ଘଟାର ସାନଘାଗରା ର ମନମୁଗ୍ଧକର ପ୍ରାକୃତିକ ପରିବେଷ କବି, ଲେଖକ, ଦାର୍ଶନିକ, ଚଳଚିତ୍ର ନିର୍ମାତା , ଚଳଚିତ୍ର ନିର୍ମାତା ମାନଙ୍କୁ ଯେଭଳି
ଆକର୍ଷିତ କରିଆସିଅଛି । ସେହିପରି ପର୍ଯ୍ୟଟନ ମାନଙ୍କ ମଧ୍ୟ ଅନୁରୂପ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ଏହି ସାନ ଘାଗରା । ବର୍ଷ ତମାମ ଏଠାରେ ପର୍ଯ୍ୟଟକ ମନା ଙ୍କର ଆଗମନ ଲାଗିଥାଲେ ସୁଦ୍ଧା Parliament ପର୍ୟଟନ ଋତୁରେ ଏଠ ରେ ଭୋଜି ଭାତ କରିବା ସହ ଏହାର ମନଲୋଭା ଦୃଶ୍ୟ କୁ ମନଭରି ଉପଭୋଗ କରିବାକୁ ପ୍ରତ୍ୟକ ଦିନ ରାଜ୍ୟ ଓ ରାଜ୍ୟ ବାହାର ର ହଜାର ହଜାର ପର୍ଯ୍ୟଟକଙ୍କର ଭିଡ ଜମୁଛି । ପ୍ରତ୍ୟକ ବର୍ଷ ନଭେମ୍ବର ମାସ ଠାରୁ ଫେବୃଆରି ମାସ ମଧ୍ୟରେ ଏଠାରେ ପ୍ରବଳ ମାତ୍ରାରେ ଭିଡ ବୃଦ୍ଧି ପାଇଥାଏ । କେନ୍ଦୁଝର ର କାଶ୍ମୀர କୁହାଯାଉଥିବା ସାନଘାଗରା ଜଳ ପ୍ରପାତର ସବୁଜ ଘାଷ ପଡିଆ ଓ ଗୋଲାପ ବଗିଚା ବେଷ ଆକର୍ଷଣୀୟ । ଆହୁରି ମଧ୍ୟ ଏଠଆରେ ଜଳ ପ୍ରପାତ କୁ ଆସୁଥିବା ପର୍ଯ୍ୟଟକ ଙ୍କର ସୁରକ୍ଷା ପତି ବିଶେଷ ଦୃଷ୍ଟି ଦିଆଯାଇଛି, ବ୍ୟାରିକେଟ ର ବ୍ୟବସ୍ଥା କରାଯାଇଛି । ଏଠାକାର ଜଳ ପ୍ରପାତର ପାଣିରେ କିଏ ଗାଧୋଇ କରି ମଜ୍ଜା ନେଉଛନ୍ତି ତ ଆଉ କିଏ କୁତ୍ରିମ ହ୍ରଦରେ ବୋଟ ଚାଳନା କରି ଅନେକ ମଜା ଉଠଆଇ ଥାନ୍ତି। ଏଠାରେ ଥିବା ପାର୍କରେ ବୁଲି , ଛୋଟ ଛୋଟ ପିଲା ମାନେ ଦୋଳିରେ ଝୁଲି ଭରପୁର ମଜ୍ଜା ଉଠାଇଥାନ୍ତି । ଆହୁରୀ ମଧ୍ୟ ଏଠଆରେ ସ୍ଥାନୀୟ ବାସିୟା ଙ୍କ ପ୍ରସ୍ତୁତ ବର କୋଳି ଆଚାର , ଚାର କୋଳି , ଅଁଳା ଜଙ୍ଗଲି ଝୁଣା ଓ ଚାଟ , ମଟର , ଆଦି ଦୋକାନର ପସରା ମେଲିଥିବା ବେଳେ ସେଠାରେ ମଧ୍ୟ ପର୍ଯ୍ୟଟକ ଙ୍କର ବେସ ଭିଡ ଜମୁଛି । ପାହାଡ଼ ଉପରେ ବଗିଚାରେ ବିଭିନ୍ନ ରଙ୍ଗ ବେରଙ୍ଗର ଆକର୍ଷଣୀୟ ଫୁଲର ପଶରା ମଧ୍ୟରେ କିଛି ସମୟ ପାଇଁ ହକି ଯିବାର ମଜ୍ଜାରେ ବେଶ ଆନନ୍ଦିତ ହୋଇଥାନ୍ତି ପର୍ଯ୍ୟଟକ ମାନେ
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
SSSUNIL SINGH
FollowJan 02, 2026 12:12:260
Report
0
Report
KLKANHAIYA LAL SHARMA
FollowJan 02, 2026 12:11:520
Report
PKPravesh Kumar
FollowJan 02, 2026 12:11:150
Report
PCPranay Chakraborty
FollowJan 02, 2026 12:10:580
Report
BBBindu Bhushan
FollowJan 02, 2026 12:10:370
Report
0
Report
SRSANDEEP RATHORE
FollowJan 02, 2026 12:09:310
Report
DKDARSHAN KAIT
FollowJan 02, 2026 12:09:140
Report
MKMANISH KUMAR
FollowJan 02, 2026 12:08:470
Report
VRVikash Raut
FollowJan 02, 2026 12:08:170
Report
92
Report
ANAJAY NATH
FollowJan 02, 2026 12:07:480
Report
DKDeepesh Kumar
FollowJan 02, 2026 12:07:28Noida, Uttar Pradesh:माघ मेले के लिए पुलिस पूरी तरह से तैयार है। चप्पे-चप्पे पर पुलिस की पैनी नजर है, खासतौर पर संगम पर ट्रैफिक से लेकर AI तकनीक और फायर से लेकर सादी वर्दी में पुलिस है
0
Report