Back
केन्दुझर डकैती गिरोह के 9 सदस्य गिरफ्तार, हथियार-गोली समेत बरामद
AMABHAYA MOHANTY
Oct 10, 2025 09:04:37
Keonjhar, Odisha
9 DACOITY ARREST
କେନ୍ଦୁଝର
ଆଙ୍କର --ସମସ୍ତ ଙ୍କର ଇଛା ଥାଏ ପାଠ ପଢି ବଡ ଅଫିସର ହେବାକୁ ହେଲେ ଗଣେଷ ଗିରୀ ର ଇଛା ଥିଲା ଗ୍ୟାଙ୍ଗ ଷ୍ଟାର ବନି କେନ୍ଦୁଝର ର ଡନ ହେବାକୁ | ଏଥି ପାଇଁ ଗଠନ କରିଥିଲେ ମହାକାଳ ଗ୍ରୁପ | ଆଉ ଏଥିରେ ସାମିଲ କରିଥିଲା ଝାରଖଣ୍ଡ ଓ ଓଡିଶା ଆର ରୁ ବଛା ବଛା ଅନେକ ଯୁବକ | ଏହାର ଡନ ସାଜିଥିଲା ମୟୂରଭଞ୍ଜ ଜିଲ୍ଲା ଛେଳିଆନାଳ ଆଞ୍ଚଳର ଗଣେଷ ଗରୀ ।
ଲୋକ ଙ୍କୁ ଭୟବିତ କରିବାକୁ ଏକା ସାଙ୍ଗରେ ୨୦ ରୁ UDର୍ଦ୍ଦ ଗାଡି ନେଇ ସୁରକ୍ଷା ବଳୟ ଭିତରେ ବାହାରୁ ଥିଲେ ଗଣେଷ I ରାସ୍ତା ମାଝିରେ ଗାଡି ରଖି ଖଣ୍ଡରେ କେକ କାଟି କରୁଥିଲେ ଜନ୍ମ ଦିନ ପାଳନ ଓ ଲୋକଙୁ ଭୟଭୀତ କରିବାକୁ ଏହି ଭିଡିଓ ସବୁ ମହାକାଳ ଗ୍ରୁପ୍ ନାଁ ରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଥିଲେ | ନିଜର ସାମ୍ରାଜ୍ୟ ବଢ଼ାଇବାକୁ ବିଭିନ୍ନ ଖଣି ଓ କଳ କାରଖାନା ମାଲିକ ଙ୍କୁ ଧମକ ଦେଇ ନେଉଥିଲେ ଦାଦା ବଟି । ଯାହାକୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ଥାନାରେ ରୁଜୁ ହୋଇଛି ୩୭ ଟି ମାମଲା | ଯେଉଁଥିରେ ଡକାୟତି , ହତ୍ୟା , ଖଣିଜ ପଦାର୍ଥ ଚୋରାଚାଲାଣ ଓ ଦାଦା ବଟି ଆଦାୟ ଭଳି ସଙ୍ଗିନ ଅଭିଯୋଗ ରହିଛି । ଯାହାକୁ ନେଇ ତାଙ୍କ ପଛରେ ପଡ଼ିଥିଲା କେନ୍ଦୁଝର ପୋଲିସ । ଏସପି ଙ୍କ ନେତୃତ୍ୱରେ ଗଠନ ହୋଇଥିଲା ଏକାଧିକ ସ୍ପେସାଲ ସ୍କ୍ୱାର୍ଡ । ବିଶେଷ ସୂତ୍ରରୁ ଖବର ପାଇ ଗତକାଲି କେନ୍ଦୁଝର ରେ ଡକାୟତି ପାଇ ନରଣପୁର ର ଘଡ ଘଡି ମନ୍ଦିର ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ଯୋଜନା କରୁଥିବା ବେଳେ ୯ ଜଣ ଙ୍କୁ ମାଡି ବସିଲା ପୋଲିସ । ସେମାନଙ୍କ ଠାରୁ ୫ ଟି ପିସ୍ତଲ ୨୫ ଟି ଜୀବନ୍ତ ଗୁଳି , ୭ ଟି ମ୍ୟାଗେଜିନ ସହ ୫ ଟି ମାରଣାସ୍ତ୍ର ଓ ଏକ ଥର ଗାଡି ଜବତ କରିଛି ପୋଲିସ । ଏମାନଙ୍କ ମଧ୍ୟରୁ ଜଣେ ଝାରଖଣ୍ଡ ରାଜ୍ୟ ର ହୋଇଥିବା ବେଳେ ଅନ୍ୟମାନେ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
PKPrashant Kumar
FollowOct 10, 2025 15:16:020
Report
MMMRITYUNJAI MISHRA
FollowOct 10, 2025 15:15:430
Report
TSTripurari Sharan
FollowOct 10, 2025 15:15:320
Report
ASAshok Singh Shekhawat
FollowOct 10, 2025 15:15:170
Report
0
Report
0
Report
4
Report
ANAnil Nagar1
FollowOct 10, 2025 15:08:090
Report
UCUmesh Chouhan
FollowOct 10, 2025 15:07:590
Report
DSDM Seshagiri
FollowOct 10, 2025 15:07:440
Report
KSKartar Singh Rajput
FollowOct 10, 2025 15:07:200
Report
DRDivya Rani
FollowOct 10, 2025 15:07:000
Report
VRVIJAY RANA
FollowOct 10, 2025 15:06:470
Report
ATALOK TRIPATHI
FollowOct 10, 2025 15:06:380
Report
BSBhanu Sharma
FollowOct 10, 2025 15:05:570
Report