Back
ओडिशा में 60 किलोग्राम तरल गांजा पकड़ा गया, 8 बाइक सवार गिरफ्तार
AMABHAYA MOHANTY
Nov 08, 2025 10:53:59
Keonjhar, Odisha
ଗଞ୍ଜେଇ ଚୋରା ଚାଲାଣ ର ଅଭିନବ ଉପାୟ,ଓଡିଶା ରେ ପ୍ରଥମ ଥର ପାଇଁ ୮କୋଟି ଟଙ୍କାର ତରଳ ଗଞ୍ଜେଇ ଜବତ ସମ୍ପର୍କ ରେ ଏସପି ଙ୍କ ସାମ୍ବାଦିକ ସମ୍ମିଳନୀ,
ମାଲକାନଗିରି,
ନିକଟରେ ରିଲିଜ ହୋଇଥିବା ବଲିଉଡ ମୁଭି "ଘାଟି" ସିନେମା ଷ୍ଟାଇଲରେ 8 ଟି ମୋଟର ସାଇକେଲରେ ତରଳ ଗଞ୍ଜେଇ ଚୋଲାଣ ହେଉଥାଏ ବେଳେ ଏହାକୁ ମାଡି ବସିଥିଲା ମାଲକାନଗିରି ଜିଲ୍ଲା ପୋଲିସ । ପ୍ରଥମ ଥର ଲାଗି ମାଲକାନଗିରି ଜିଲ୍ଲାରୁ ତରଳ ଗଞ୍ଜେଇର ଚୋରା ଚାଳାଣ କରାଯାଉଥିଲା । 60 କିଲୋଗ୍ରାମ ତରଳ ଗଞ୍ଜେଇର ବଜାର ମୁଲ୍ୟ ପ୍ରାୟ 8 କୋଟି ଟଙ୍କା ହେବ ବୋଲି ମାଲକାନଗିରି ଏସପି କହିଛନ୍ତି ।ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଏସ.ଆର ଛକ ନିକଟରେ ପୋଲିସ ଏହି ତਰଳ ଗଞ୍ଜେଇ ଜବତ କରିଛ । ମୋଟ ୬୦ କିଲୋଗ୍ରାମ ଗାଢ଼ ତରଳ ପଦାର୍ଥ ଯାହା ଗଞ୍ଜେଇର ତୀବ୍ର ଗନ୍ଧ ବାହାର କରେ ତାହା ହେଉଛି Ñତରଳ ଗଞ୍ଜେଇ । ଓଡିଶା ପୋଲିସ ହାତରେ ପ୍ରଥମ ଥର ପାଇଁ ଏହି ତରଳ ଗଞ୍ଜେଇ ଧରା ପଡିଛି । ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ପାଟ୍ରୋଲିଂ ଚାଲିଥିବା ବେଳେ ଆଠ ଜଣ ବ୍ୟକ୍ତି ମୋଟର ସାଇକେଲ ସହିତ ଏମାର ର ଛକରେ ଏକତ୍ରିତ ହୋଇ ଆନ୍ଧ୍ର ପ୍ରଦେଶର ଜଣେ ମାଫିଆ ଙ୍କୁ ଏହି ଚୋରା ତରଳ ଗଞ୍ଜେଇ ଚାଳାଣ କରିବା ଅପେକ୍ଷା କରିଥିବା ବେଳେ ଏହାକୁ ମାଡି ବସିଥିଲା ପୋଲିସ । ମାଲକାନଗିରି ପୋଲିସ ପାଇଁ ଏହା ଏକ ବଡ ସଫଳତା ବୋଲି କହିଛନ୍ତି ଏସପି ବିନୋଦ ପାଟିଲ ଏଚ. ।
2
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
DKDeepesh Kumar
FollowNov 08, 2025 13:00:07Noida, Uttar Pradesh:वाराणसी ब्रेकिंग वाराणसी में दूसरी बार शुरू हुई तोड़फोड़ की कार्रवाई चौक जाने वाले रास्ते पर शुरू हुई PWD की कार्रवाई चलने लगा बाबा का हथौड़ा
0
Report
AMAnkit Mittal
FollowNov 08, 2025 13:00:000
Report
ASAMIT SONI
FollowNov 08, 2025 12:59:440
Report
SKSumit Kumar
FollowNov 08, 2025 12:59:340
Report
0
Report
KCKULDEEP CHAUHAN
FollowNov 08, 2025 12:59:240
Report
PKPREMENDRA KUMAR
FollowNov 08, 2025 12:59:000
Report
0
Report
PSPradeep Soni
FollowNov 08, 2025 12:58:250
Report
MDMahendra Dubey
FollowNov 08, 2025 12:58:110
Report
AKAtul Kumar Yadav
FollowNov 08, 2025 12:57:370
Report
SJSantosh Jaiswal
FollowNov 08, 2025 12:57:110
Report
0
Report
VKVINOD KANDPAL
FollowNov 08, 2025 12:56:550
Report
RMRAJESH MISHRA
FollowNov 08, 2025 12:56:240
Report