Back
आनंदपुर फाटक में शिक्षक नियुक्ति के विरोध में छात्र-परिवार ने धरणा किया
AMABHAYA MOHANTY
Feb 09, 2026 07:15:47
Keonjhar, Odisha
ଆଙ୍କର - ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ । ଆନନ୍ଦପୁର ବ୍ଲକ କୋଳିମାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାଟକ ରେ ତାଲା ପକାଇ ଧାରଣାରେ ବସିଛନ୍ତି ବିଦ୍ୟାଳୟ ର ଶତାଧିକ ଛାତ୍ରଛାତ୍ରୀ o ଅଭିଭାବକ। କୋଳିମାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୬୬ ଜଣ ଛାତ୍ରଛାତ୍ରୀ ଥିବା ବେଳେ ମାତ୍ର ୨ ଜଣ ଶିକ୍ଷକ ଅଛନ୍ତି, ଫଳରେ ପାଠପଢ଼ା ରେ ବ୍ୟାଘାତ ସୃଷ୍ଟି ହେଉଛି । আଗରୁ ୩ ଜଣ ଶିକ୍ଷକ ଥିବା ବେଳେ 게ତମାସ ଜଣେ ଶିକ୍ଷକ ଅବସର ଗ୍ରହଣ କରିଛନ୍ତି। ଜଣେ ଶିକ୍ଷକ ମଧ୍ୟାହ୍ନ ଭୋଜନ କଥା ବୁଝୁଥିବା ବେଳେ ଆଉ କାର୍ଯ୍ୟଳୟ ଏବଂ କାଗଜପତ୍ର କଥା ବୁଝୁଛନ୍ତି । ତେଣୁ ଛାତ୍ରଛାତ୍ରୀ ମାନେ ଠିକ ଭାବେ ପାଠ ପଢି ପାରୁ ନାହାନ୍ତି ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଯୋଗ କରିଛନ୍ତି। ତେଣୁ ଶିକ୍ଷକ ନିଯୁକ୍ତି ହେବା ପର୍ଯ୍ୟନ୍ତ ଏମିତି ଧାରଣା ବସି ରହିବେ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ଚେତାବନୀ ଦେଇଛନ୍ତି।
ଅନ୍ୟପଟେ ଏକ ସପ୍ତାହ ମଧ୍ୟରେ ଜଣେ ଶିକ୍ଷକ ଦିଆଯିବ ବୋଲି ଆନନ୍ଦପୁର ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ହେମେନ୍ଦ୍ର ମહାନ୍ତି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।
ବାଇଟ-୧- ସ୍ମରଣି ମହାନ୍ତ, ଛାତ୍ରୀ ।
ବାଇଟ-୨- ବିଶ୍ୱନାଥ ମୁଣ୍ଡା , ଛାତ୍ର।
ବାଇଟ-୩- ମଞ୍ଜୁ ରଣା, ଅଭିଭାବିକା
ବାଇଟ-୪- ଶମ୍ଭୁ ମହାନ୍ତ, ସଭାପତି, ବିଦ୍ୟାଳୟ ପରିଚାଳନା କମିଟି।
ବାଇଟ-୫- ହେମେନ୍ଦ୍ର ମହାନ୍ତି, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ, ଆନନ୍ଦପୁର।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
AJAvinash Jagnawat
FollowFeb 09, 2026 09:02:120
Report
APAshwini Pandey
FollowFeb 09, 2026 09:01:430
Report
PCPUSHPENDRA CHATURVEDI
FollowFeb 09, 2026 09:01:090
Report
ASABHISHEK SHARMA1
FollowFeb 09, 2026 09:00:330
Report
AVArun Vaishnav
FollowFeb 09, 2026 09:00:190
Report
1
Report
0
Report
0
Report
DSDevendra Singh
FollowFeb 09, 2026 08:49:590
Report
SRSANDEEP RATHORE
FollowFeb 09, 2026 08:49:490
Report
HDHARSH DWIVEDI
FollowFeb 09, 2026 08:49:280
Report
VAVINEET AGARWAL
FollowFeb 09, 2026 08:49:120
Report
KCKULDEEP CHAUHAN
FollowFeb 09, 2026 08:48:480
Report
UMUJJWAL MISHRA
FollowFeb 09, 2026 08:47:590
Report
PPPoonam Purohit
FollowFeb 09, 2026 08:47:460
Report