Back
जमीन विवाद के चलते हत्या: बड़े भाई ने चंद्रशेखर के परिवार पर हमला कर मौत दी
AMABHAYA MOHANTY
Oct 10, 2025 09:17:40
Keonjhar, Odisha
ଆଙ୍କର: ଦୁଇ ଭାଇଙ୍କ ମଧ୍ୟ ରେ ଜମିବାଡ଼ି ବିବାଦ କେତେ ଯେ ଉଗ୍ରରୂପ ନେଇପାରେ, ତାହା କେନ୍ଦୁଝରରେ ସଂଗଠିତ ଏକ ହତ୍ୟାକାଣ୍ତରୁ ସ୍ପଷ୍ଟ ଜଣାପଡ଼େ । ଜମିବାଡ଼ି ବିବାଦ କାରଣରୁ ସାନଭାଇକୁ ନୃଶଂସ ଭାବେ ମୁଣ୍ଡକୁ ହାଣି ହତ୍ୟା କରିଛନ୍ତି ବଡ଼ଭାଇ ଓ ପୁତୁରା । ସଦର ଥାନା ପୁଟୁଳିଆ ମଝି ସାହିରେ ଗତକାଲି ଚନ୍ଦ୍ରଶେଖର ଦାସଙ୍କୁ ହତ୍ୟା କରିଛନ୍ତି ତାଙ୍କର ବଡ଼ଭାଇ କିରଣ ଦାସ ଓ ପୁତୁରା ସତ୍ୟଜିତ ଦାସ । ଅଭିଯୋଗ ଅନୁଯାୟୀ, ଗତକାଲି ବିବାଦୀୟ ଜମିରେ ବଡ଼ଭାଇ କିରଣ ଦାସ ଘର ଆରମ୍ଭ କରିବାକୁ ଗାତ ଖୋଳିଥିଲେ । ଏହାକୁ ବିରୋଧ କରି ସାନଭାଇ ଚନ୍ଦ୍ରଶେଖରଙ୍କା ଦାସ, ସଦର ଥାନାର ଦ୍ୱାରସ୍ଥ ହୋଇଥିଲେ । ବଡ଼ଭାଇ କିରଣ, ସାନଭାଇ ଚନ୍ଦ୍ରଶେଖରଙ୍କୁ ଖୋଳା ଯାଇଥିବା ଗାତ ଭିତରକୁ ଏକ ଶାବଳ ଧରି ଠେଲି ଦେଇଥିଲେ । ଚନ୍ଦ୍ରଶେଖର ଗାତରୁ ଉଠିପାରୁ ନଥିବା ସମୟରେ କିରଣଙ୍କ ପୁଅ ସତ୍ୟଜିତ, ଗାତ ଖୋଳିବାକୁ ବ୍ୟବହୃତ ଏକ ଧାରୁଆ ଅସ୍ତ୍ରରେ ଚନ୍ଦ୍ରଶେଖରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଚନ୍ଦ୍ରଶେଖରଙ୍କୁ ଧରଣୀଧର ମେଡ଼ିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଗତକାଲି ଚନ୍ଦ୍ରଶେଖରଙ୍କୁ ଆକ୍ରମଣ କୁ ସାଙ୍ଗହ ସାହାୟତା ଏବଂ ତାଙ୍କର ସ୍ତ୍ରୀ ଆସିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିବାରୁ ତାଙ୍କର ଏକ ହାତ ଭାଙ୍ଗି ଯାଇଥିବା ଚନ୍ଦ୍ରଶେଖରଙ୍କ ପୁଅ ଅଭିଯୋଗ କରିଛନ୍ତି । ହତ୍ୟାକାଣ୍ଡର ଅଭିଯୁକ୍ତମାନଙ୍କୁ କଠୋରଦଣ୍ଡ ଦେବାକୁ ଦାବି କରିଛନ୍ତି ମୃତକଙ୍କ ପରିବାର । ବାଇଟ ୧-କୈବଲ୍ୟ ଦାସ, ମୃତ ଚନ୍ଦ୍ରଶେଖରଙ୍କ ପୁଅ । ବାଇଟ ୨-ପ୍ରଫୁଲ୍ଲ କୁମାର ମହାକୁଡ଼, ମୃତ ଚନ୍ଦ୍ରଶେଖରଙ୍କ ଶଳା ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
PKPramod Kumar Gour
FollowOct 10, 2025 15:17:440
Report
JSJitendra Soni
FollowOct 10, 2025 15:17:330
Report
ATALOK TRIPATHI
FollowOct 10, 2025 15:17:080
Report
0
Report
PKPrashant Kumar
FollowOct 10, 2025 15:16:150
Report
PKPrashant Kumar
FollowOct 10, 2025 15:16:020
Report
MMMRITYUNJAI MISHRA
FollowOct 10, 2025 15:15:430
Report
TSTripurari Sharan
FollowOct 10, 2025 15:15:320
Report
ASAshok Singh Shekhawat
FollowOct 10, 2025 15:15:170
Report
0
Report
0
Report
4
Report
ANAnil Nagar1
FollowOct 10, 2025 15:08:090
Report
UCUmesh Chouhan
FollowOct 10, 2025 15:07:590
Report
DSDM Seshagiri
FollowOct 10, 2025 15:07:440
Report