Back
पारादीप में MSME उत्साह: सरकार समर्थित प्रदर्शन एवं उद्यमियों को बढ़ावा
NBNARAYAN BEHERA
Oct 15, 2025 12:24:52
Paradeep, Odisha
ଭାରତ ସରକାରଙ୍କ ତରଫରୁ ପାରାଦୀପ ବିଜୁ କନଭେନସନ୍ ହଲ୍ ରେ ଏକ ଦୁଇ ଦିନିଆ କର୍ମଶାଳାର ଆୟୋଜନ କରାଯାଇଛି। ଏହି କାର୍ୟକ୍ରମ କୁ ପାରାଦୀପ ବିଧାୟକ ତଥା ଶୀଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ଏହି ଅବସରରେ ଅନ୍ୟ ସମ୍ମାନିତ ଅତିଥି ମାନେ ଯୋଗ ଦେଇ ଓଡ଼ିଶାରେ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ( ଏମ୍ଏସ୍ଏମ୍ଇ) ଏବଂ କେନ୍ଦ୍ରୀୟ ସରକାରୀ କ୍ଷେତ୍ର ଉଦ୍ୟୋଗୀ ଗୁଡିକ ମଧ୍ୟରେ ବ୍ୟବସାୟୀ ସଂଯୋଗ କୁ କିପରି ପ୍ରୋତ୍ସାହନ ଦିଆ ଯାଇପାରିବ ଏହାହିଁ ଏହାର ମୂଳ ଲକ୍ଷ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ਆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିକ୍ରେତା ବିକାଶ କାର୍ଯ୍ୟକ୍ରମ କୁ ନେଇ ଏକ ପ୍ରଦର୍ଶନୀ ର ଆୟୋଜନ କରାଯାଇଥିଲା। ସମଗ୍ର ଓଡିଶାରୁ ୧୫୦ରୁ ଉର୍ଦ୍ଧ ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ବେଳେ ବିଭିନ୍ନ ସରକାରୀ ବିଭାଗ ଏବଂ ସିପିଏସ୍ଇ ର ପ୍ରାୟ ୫୦ଜଣ ଅଧିକାରୀ ଙ୍କ ସମେତ ୨୦ଟି ଷ୍ଟଲ ପ୍ରଦର୍ଶନୀ କରାଯାଇଥିଲା। ଅତିଥି ମାନେ ଏହି ଷ୍ଟଲ ଗୁଡିକୁ ବୁଲି ଦେଖିବା ସହିତ ଏମ୍ଏସ୍ଏମ୍ଇ କୁ ପ୍ରୋତ୍ସାହନ ଦେବାପାଇଁ ସରକାର ପ୍ରତଶୃତି ବଦ्ध ବୋଲି କହିବା ସହିତ ଛୋଟ ଛୋଟ Shିଳ୍ପ ହେଲେ ନୂଆ ନିଯୁକ୍ତି ସୃଷ୍ଟି ହେବା ନିଶ୍ଚିତ। ଶିଳ୍ପ ର ୨୪ଶହ ଏମ୍ଏସ୍ଏମ୍ଇ ଥିବା ବେଳେ ସେଥି ମଧ୍ୟରୁ ୨ଶହ ଓଡିଆ ଏମ୍ଏସ୍ଏମ୍ଇ ଅଛନ୍ତି, ତେଣୁ ଏହା କିପରି ହଜାରରୁ ଉର୍ଦ୍ଧ ଓଡିଆ ଏମ୍ଏସ୍ଏମ୍ଇ ହୋଗ ପାରିବେ ଏନେଇ ଓଡ଼ିଶାରେ ଥିବା ବୃହତ ଶିଳ୍ପ ଗୁଡିକ ନୂତନ କରି ଆସୁଥିବା ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ମନ୍ତ୍ରୀ ପ୍ରକାଶ କରିଥିଲେ। ଓଡ଼ିଶାରେ ଏମ୍ଏସ୍ଏମ୍ଇ ପ୍ରତିଷ୍ଠା ହେଲେ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ସୃଷ୍ଟି ହେବା ସହିତ ଓଡିଆ ଯୁବକ ମାନେ ଉଦ୍ୟୋଗୀ ହୋଇ ପାରିବେ। ତେଣୁ ସରକାର ଙ୍କ ଏହା ପ୍ରଥମେ ପ୍ରାଥମିକତା ରହିଛି ବୋଲି ମନ୍ତ୍ରୀ କହିଥିବା ବେଳେ ଓଡ଼ିଶାର ଭିନ୍ନ ଜିଲ୍ଲାର ଉଦ୍ୟୋଗୀ ମାନେ ଉପସ୍ଥିତ ଥିଲେ.
2
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
DRDivya Rani
FollowOct 15, 2025 14:24:510
Report
NCNITIN CHAWRE
FollowOct 15, 2025 14:24:100
Report
AAANOOP AWASTHI
FollowOct 15, 2025 14:23:370
Report
HBHemang Barua
FollowOct 15, 2025 14:23:120
Report
Farrukhabad, Uttar Pradesh:जनपद शाहजहांपुर के थाना अल्लाहगंज क्षेत्र में पिकअप ने एक बाइक सवार को टक्कर मार दी जिससे वह गंभीर रूपसे घायल हो गया।आनन फानन में परिजन उसे सीएचसी ले गए। जहां से उसे जिला अस्पताल लोहिया फर्रुखाबाद भेज दिया गया उसके सिर हाथ पर कई जगह चोट आई है
0
Report
MKMUKESH KUMAR
FollowOct 15, 2025 14:21:000
Report
VPVinay Pant
FollowOct 15, 2025 14:20:340
Report
ACAshish Chaturvedi
FollowOct 15, 2025 14:20:230
Report
BSBhanu Sharma
FollowOct 15, 2025 14:20:040
Report
BSBhanu Sharma
FollowOct 15, 2025 14:19:450
Report
AMAsheesh Maheshwari
FollowOct 15, 2025 14:19:192
Report
राजेपुर पहुंचे हनुमान गढ़ी महंत राजूदास महाराज बोले,देश के खिलाफ बोलने वालों को बीच चौराहे पर ठोक दो
4
Report
BSBHUPENDAR SINGH SOLANKI
FollowOct 15, 2025 14:19:090
Report
DSdevendra sharma2
FollowOct 15, 2025 14:18:510
Report
0
Report