Back
पारादीप में नव निर्माण परियोजनाओं का उद्घाटन, ब्लू फ्लैग के साथ जल व्यवस्था पर जोर
NBNARAYAN BEHERA
Feb 15, 2026 08:07:51
Paradeep, Odisha
ପାରାଦୀପ ପୌରପାଳିକା ୧୫ନଂ ଓ୍ବାର୍ଡ ମାର୍କେଟ ରେ ନୂତନ କରି ନିର୍ମାଣ କମ୍ୟୁନିଟି ସେଣ୍ଟର ଏବଂ ଗୋଷ୍ଠୀ ଶୌଚାଳୟ ଉଦଘାଟନ କଲେ ଶୀଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ। ପାରାଦୀପ ପୌରପାରିଷଦ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ର ଭିତିପ୍ରସ୍ତର କରିଛନ୍ତି ଓ ଶୁଭାରାମ୍ଭ କାର୍ଯ୍ୟକ୍ରମ ପ୍ରାରମ୍ଭ ରୁ ୧୫ନଂ ଓ୍ବାର୍ଡ ଦୁର୍ଗା ମଣ୍ଡପ ଠାରେ ପୂଜାର୍ଚ୍ଚନା କରିବା ସହିତ ଆଶିର୍ବାଦ ଭିକ୍ଷା କରିଥିଲେ। କିଛିଦିନ ତଳେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପାରାଦୀପ, ପୂରୀ, ଭୂବନେଶ୍ୱର ଓ କଟକ ଅର୍ଥନୈତିକ କରିଡର ର ଶୁଭ ଉଦଘାଟନ ରେ ପାରାଦୀପ ରେ ବ୍ଲୁ ଫ୍ଲାଗ୍ ବିଚ୍ ନିର୍ମାଣ ହେବ ବୋଲି ଗ୍ରୀନ ସିଗନାଲ୍ ମିଳି ସାରିଛି। ଏହା ହେଲେ ପାରାଦୀପ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି କହିଛନ୍ତି ଶୀଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ। ଏନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ଖୁବ୍ଶୀଘ୍ର ପାରାଦୀପ ରେ ବ୍ଲୁ ଫ୍ଲାଗ୍ ବିଚ୍ ନିର୍ମାଣ ହେବ ବୋଲି କହିଛନ୍ତି ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
सीतापुर–बहराइच मार्ग पर रविवार को भीषण सड़क हादसे में एक युवक की मौत हो गई, जबकि उसका साथी गंभीर रूप
1
Report
MKMukesh Kumar
FollowFeb 15, 2026 09:36:010
Report
लखनऊ में आज भारत-पाकिस्तान मैच को लेकर आज महाशिवरात्रि के मौके पर भोलेनाथ के मंदिर में रुद्राभिषेक क
102
Report
RRRakesh Ranjan
FollowFeb 15, 2026 09:35:050
Report
WJWalmik Joshi
FollowFeb 15, 2026 09:34:160
Report
RJRakesh Jaiswal
FollowFeb 15, 2026 09:33:430
Report
DVDinesh Vishwakarma
FollowFeb 15, 2026 09:32:320
Report
PCPUSHPENDRA CHATURVEDI
FollowFeb 15, 2026 09:32:190
Report
RBRAMESH BALI
FollowFeb 15, 2026 09:31:580
Report
RRRakesh Ranjan
FollowFeb 15, 2026 09:31:480
Report
ANAbhishek Nirla
FollowFeb 15, 2026 09:31:210
Report
MMMRITYUNJAI MISHRA
FollowFeb 15, 2026 09:31:050
Report
DBDEBASHISH BHARATI
FollowFeb 15, 2026 09:30:470
Report
YSYeswent Sinha
FollowFeb 15, 2026 09:30:300
Report