Back
पारादीप में हाई-आबा टक्कर: महिला की मौत
NBNARAYAN BEHERA
Nov 02, 2025 14:45:10
Paradeep, Odisha
ମହିଳାଙ୍କ ଉପରେ ମାଡିଗଲା ହାଇଓ୍ବା, ଘଟଣାସ୍ଥଳରେ ମହିଳା ମୃତ। ପାରାଦୀପ ଦୋଛକି ନିକଟରେ ଘଟିଛି ଘଟଣା।ପାରାଦୀପ ରୁ ବାଇକ୍ ଯୋଗେ ଯାଉଥିବା ବେଳେ ପଛପଟୁ ଧକ୍କା ଦେଇ ଚଢିଯାଇଥିଲା ହାଇଓ୍ବା। ଘଟଣା ସ୍ଥଳରେ ଉତ୍ତେଜନା। ମହିଳା ଜଣଙ୍କ ଜଣେ ମୋଟର ସାଇକେଲ ଆରୋହୀଙ୍କ ସହିତ ପାରାଦୀପ ଗଡ ଯାଉଥିବା ସମୟରେ ଦୋଛକି ନିକଟରେ ହାଇଓ୍ବା ଟି ପଛରୁ ଧକ୍କା ଦେଇଥଲା। ଫଳରେ ମୋଟର ସାଇକେଲ ଆରୋହୀ ଜଣଙ୍କ ତଳେ ଛିଟିକି ପଡିଥିବା ବେଳେ ହାଇଓ୍ବା ର ଚକା ତଳେ ମହିଳା ଜଣଙ୍କ ପଡି ଘୋଷାରି ହୋଇ ଯାଇଥିଲେ। ଘଟଣା ସ୍ଥଳରେ ମହିଳା ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟର ସାଇକେଲ ଆରୋହୀ ଜଣଙ୍କ ସାମାନ୍ୟ ଆହତ ହୋଇ ପଡିଥିଲେ। ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ଦେଖାଦେଇଥିବା ବେଳେ ଲକଥାନା ପୋଲିସ ପହଞ୍ଚି ଘଟଣା ର ତଦନ୍ତ ଚଳାଇବା ସହିତ ଉତେଜନା କୁ ଲକ୍ଷ ରଖି ବୁଝାସୁଝା କରିବା ସହିତ ହାଇଓ୍ବା ଡ୍ରାଇଭର ଜଣକୁ ଥାନାରେ ଅଟକ ରଖାଯାଇଛି। ତେବେ ମୃତ ମହିଳା ଜଣଙ୍କ ର କୌଣସି ସନ୍ଧାନ ମିଳି ନଥିବା ବେଳେ ବିଭିନ୍ନ ସ୍ଥାନରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି ବୋଲି ଚର୍ଚ୍ଚା ହେଉଛି।
ପାରାଦୀପ ରୁ ନାରାୟଣ ବେହେରା। ( ଜୀ ମିଡିଆ )
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
HGHarish Gupta
FollowNov 03, 2025 01:15:140
Report
WJWalmik Joshi
FollowNov 03, 2025 01:02:240
Report
HGHarish Gupta
FollowNov 03, 2025 01:01:520
Report
HGHarish Gupta
FollowNov 03, 2025 01:01:340
Report
SKSantosh Kumar
FollowNov 03, 2025 01:01:130
Report
SKSantosh Kumar
FollowNov 03, 2025 01:01:070
Report
KAKapil Agarwal
FollowNov 03, 2025 01:00:510
Report
RSRAJEEV SHARMA
FollowNov 03, 2025 01:00:420
Report
RSRAJEEV SHARMA
FollowNov 03, 2025 01:00:240
Report
VSVISHAL SINGH
FollowNov 03, 2025 01:00:130
Report
SSandeep
FollowNov 03, 2025 00:49:590
Report
0
Report
0
Report
DSDM Seshagiri
FollowNov 03, 2025 00:15:290
Report
HGHarish Gupta
FollowNov 03, 2025 00:15:180
Report