Back
पारादीप में कलिंग बालियात्रा का चौथा दिन: कलाकार और स्टॉलों की चकाचौंध
NBNARAYAN BEHERA
Nov 08, 2025 08:34:40
Paradeep, Odisha
ପାରାଦୀପ କଳିଙ୍ଗ ବାଲିଯାତ୍ରା ର ଚତୁର୍ଥ ସଂଧ୍ୟାରେ କଣ୍ଠଶିଳ୍ପୀ ଅସୀମା ପଣଡ଼ାଙ୍କ ସହ ଝୁମିଲେ ଦର୍ଶକ। ଦିନ ଗଡ଼ିବା ସହିତ ଜମୁଛି କଳିଙ୍ଗ ବାଲିଯାତ୍ରା l ପ୍ରଥମ ତିନିଦିନ ଏତେ ଜନଗହଳି ଦେଖିବାକୁ ମିଳିନଥିବା ବେଳେ ଚତୁର୍ଥ ଦିନରେ ଦେଖିବାକୁ ମିଳିଛି ଅସମ୍ଭବ ଜନଗହଳି l ଯାହାକୁ ନେଇ ଆୟୋଜକ କମିଟି ତରଫରୁ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଚଳିତ ବର୍ଷର ବାଲିଯାତ୍ରା ରେ ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି l ଖାଦ୍ୟ ସାମଗ୍ରୀ ଷ୍ଟଲ ଠାରୁ ଆରମ୍ଭ କରି ବିଭିନ୍ନ ଷ୍ଟଲ ରେ ଦେଖିବାକୁ ମିଳିଛି ଅସମ୍ଭାଳ ଭିଡ଼ l ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବାଲିଯାତ୍ରା ଉଦଘାଟନ ପରେ ପ୍ରତ୍ୟେକ ଦିନ ସଂଧ୍ୟାରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ କଣ୍ଠର ଯାଦୁରେ ପାରାଦୀପ ଦର୍ଶକ ମତୁଆଲା ହୋଇପଡିଛନ୍ତି l କଳିଙ୍ଗ ବାଲିଯାତ୍ରା ର ଚତୁର୍ଥ ସଂଧ୍ୟାରେ କଣ୍ଠଶିଳ୍ପୀ ଅସୀମା ପଣଡ଼ାଙ୍କ ଗୀତରେ ମତୁଆଲା ହେଲେ ଦର୍ଶକ। ବାଲିଯାତ୍ରା ଆଗକୁ ଆହୁରି ତିନିଦିନ ବାକି ରହିଥିବା ବେଳେ ଓଡିଶା ତଥା ବଲିଉଡ କଳାକାର ମାନଙ୍କ କାର୍ଯ୍ୟକ୍ରମ ରହିଥିବା ବେଳେ ଅଧିକ ଭିଡ଼ ଜମିବା ଆଶା କରାଯାଉଛି l ଚଳିତ ବାଲିଯାତ୍ରା ଏକ ପ୍ରକାର ଶାନ୍ତି ଶୃଙ୍ଖଳା ର ସହିତ ଆଗକୁ ବଢୁଥିବା ବେଳେ ଓରମାସ ମେଳା, ପଲ୍ଲିଶ୍ରୀ ମେଳା ଓ ବିଭିନ୍ନ କର୍ପୋରେଟ ଷ୍ଟଲ ମାନଙ୍କରେ ଦେଖିବାକୁ ମିଳୁଛି ଅହେତୁକ ଜନଗହଳି l ଏହା ସହିତ ରାମଦୋଳି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଖେଳସାମଗ୍ରୀରେ ପିଲାଙ୍କ ଭିଡ଼ ଲାଗୁଥିବା ବେଳେ ଚଟପଟି ଖାଦ୍ୟର ମଜା ନେଉଛନ୍ତି ଦର୍ଶକ l
2
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
AVArun Vaishnav
FollowNov 08, 2025 10:05:450
Report
SHShahzad Hussain Bhat
FollowNov 08, 2025 10:05:240
Report
0
Report
AMABHAYA MOHANTY
FollowNov 08, 2025 10:05:130
Report
NZNaveen Zee
FollowNov 08, 2025 10:04:500
Report
AKAjay Kashyap
FollowNov 08, 2025 10:04:250
Report
JSJitendra Soni
FollowNov 08, 2025 10:04:140
Report
SKSundram Kumar
FollowNov 08, 2025 10:03:560
Report
KCKashiram Choudhary
FollowNov 08, 2025 10:03:210
Report
PCPranay Chakraborty
FollowNov 08, 2025 10:02:510
Report
SKSantosh Kumar
FollowNov 08, 2025 10:02:39Noida, Uttar Pradesh:भालू को कोल्ड ड्रिंक पिलाने वाला व्यक्ति वीडियो में सामने आया
0
Report
AMABHAYA MOHANTY
FollowNov 08, 2025 10:02:300
Report
ASAshok Singh Shekhawat
FollowNov 08, 2025 10:02:150
Report