Back
Kendujhar के ब्लॉक स्तर के मत्स्य-प्राणी संपदा मेले ने सबका ध्यान खींचा
AMABHAYA MOHANTY
Nov 08, 2025 10:05:13
Keonjhar, Odisha
୨ବଲକ ସ୍ତ୍ରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା
କେନ୍ଦୁଝର ଜିଲ୍ଲା ଘଟଗାଁ ମିନି ଷ୍ଟାଡିୟମରେ ବ୍ଲକ ସ୍ତୃୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି,ଏହି ମେଳାରେ ମୂଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲ୍ଲାର ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ରାମଚନ୍ଦ୍ର ମାହାନ୍ତି ଓ ସାଂସଦଙ୍କ ପ୍ରତିନିଧି ସହ ଘଟଗାଁ ବ୍ଲକ ର ସମସ୍ତ ଅଧିକାରୀ ମାନେ ଯୋଗ ଦେଇଥିଲେ, ଓଡ଼ିଶା ସରକାରଙ୍କ ଦ୍ଵାରା ଏହି ମେଳାକୁ ଏକ ଅଭିନବ ପ୍ରୟାस ରେ ପାଳିତ କରାଯାଉଛି,ଆଗରୁ ଏହି ମେଳାକୁ ରାଜ୍ୟ ସ୍ତରରେ ପାଳନ କରାଯାଉଥଗଲା କିନ୍ତୁ ଏବେ ୩୧୪ଟି ବ୍ଲକରେ ଏହି ମେଳା ପାଳନ କରିବା ପାଇଁ ରାଜ୍ୟ ସରକାର ନିଦ୍ଧେର୍ଶ ଦେଇଛନ୍ତି, ସରକାରଙ୍କ ତରଫରୁ ମୂଖ୍ୟମନ୍ତ୍ରୀ କାମଧେନୁ ଯୋଜନା ମାଧ୍ୟମରେ ଦୁଇଟି ଗାଇ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି ୧ଲକ୍ଷ୍ୟ ୬୧ହଜାର ୨୮୦ଟଙ୍କା ଛାଡ କରିବା ପରେ ଗ୍ରାମ ଅଞ୍ଚଳରେ ସବୁ ଲୋକ ଜାଣିପାରୁ ନାହାନ୍ତି,ଯାହା ଫଳରେ ଲୋକ ମାନେ ଗୋ ପାଳନ ଯୋଜନା, ମଇଁଷି ପାଳନ ଯୋଜନା,ଛେଳି,ମେଣ୍ଢା ପାଳନ ଯୋଜନା ରୁ ବଞ୍ଚିତ ହେଉଛନ୍ତି, ଆଗାମି ୫ବର୍ଷ ମଧ୍ୟରେ ଓଡ଼ିଶାର କ୍ଷୀର ଉତ୍ପାଦନ କୁ ଦୁଇ ଗୁଣା କରିବେ, ଅନ୍ୟପକ୍ଷରେ ଗ୍ରାମ ଅଞ୍ଚଳରେ ବହୁ ଗରିବ ଶ୍ରେଣୀର ଲୋକମାନେ ରହୁଥିବା ରୁ ପ୍ରାଣୀସମ୍ପଦ ଚାଷ କିମାତ୍ ସମ୍ବଳ ର ଆବଶ୍ୟକ ରହିଛି ସେଇଥିପାଇଁ ସରକାରୀ ସାହାୟ୍ୟ ର ହାତ ବଢାଇଛନ୍ତි, ତୃଣ ମୂଳ ସ୍ତରରେ ଯେଉଁ ଲୋକ ମାନେ ଅଲଗା ସୁବିଧା ପାଇପାରି ନାହାନ୍ତି ଏହି ମେଳା ଦ୍ଵାରା ବିଭିନ୍ନ ବିଷୟରେ ଯାଣିବେ , ଯାଣିବାପରେ ଏହାକୁ କାର୍ଯ୍ୟ ରେ ଲଗାଇବେ। ଅନ୍ୟ ପକ୍ଷରେ ମାନ ଶକ୍ତି ମା ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ଷ୍ଟିଲ ର ଆୟୋଜନ କରାଯାଇଥାଲା。
ବାଇଟ -୧- ଡଃ ରାମଚନ୍ଦ୍ର ମାହାନ୍ତି (ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ କେନ୍ଦୁଝର)
ବାଇଟ -୨-( ଡଃ ରାମେଶ୍ବର ପଣ୍ଡା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଘଟଗାଁ)
3
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
PCPranay Chakraborty
FollowNov 08, 2025 11:49:590
Report
0
Report
AAAMIT AGGRWAL
FollowNov 08, 2025 11:49:220
Report
KCKashiram Choudhary
FollowNov 08, 2025 11:48:460
Report
DKDeepesh Kumar
FollowNov 08, 2025 11:48:350
Report
ASABDUL SATTAR
FollowNov 08, 2025 11:48:190
Report
PKPravesh Kumar
FollowNov 08, 2025 11:48:030
Report
NJNitish Jha
FollowNov 08, 2025 11:47:390
Report
JPJAY PRAKASH KUMAR
FollowNov 08, 2025 11:47:250
Report
MKManitosh Kumar
FollowNov 08, 2025 11:47:040
Report
KHKHALID HUSSAIN
FollowNov 08, 2025 11:46:160
Report
PKPankaj Kumar
FollowNov 08, 2025 11:46:080
Report
VKVIJAY KUMAR2
FollowNov 08, 2025 11:45:550
Report
NSNARENDER SHARMA
FollowNov 08, 2025 11:45:210
Report