Back
Hindi: Kendujhar में फसल पर जाल-कीट से संकट, किसान ऋण-थीम में फँसे; सरकार से मदद की आशा
AMABHAYA MOHANTY
Nov 08, 2025 10:02:30
Keonjhar, Odisha
କେନ୍ଦୁଝର ରେ ଚାଷି ଙ୍କ ଉପରେ ପଡିଛି ଚକଡା ଚଡ଼କ । ଋଣ ଓ ଧାର ଉଧାର କରି କରିଥିବା ଚାଷ ଏବେ ଚକଡ଼ା ମାଡ ରେ ସଂପୂର୍ଣ୍ଣ ଉଜୁଡି ଯିବାକୁ ବସିଛି । ଏବେ ଋଣ ଓ ଧାର ଉଧାର କିପରି ସୁଝିବ ଓ ବର୍ଷ ସରା ପରିବାର ମୁହଁ ରେ କେମିତି ଦୁଇ ମୁଠା ଆହାର ଦେବ ଏବେ ସେହି ଚିନ୍ତାରେ ପଡିଛନ୍ତି ଜିଲ୍ଲା ଶহ ଶহ ଚାଷୀ । କଥା ରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର , ହେଲେ ଆଜି କେନ୍ଦୁଝର ରେ ଏହାର ପରିଭାଷା ବଦଳି ଯାଇଛି ଓ ଚାଷ ଅଛି ଯାହାର ସବୁ ଦୁଃଖ ତାହାର ହୋଇଯାଇଛି । ଆସନ୍ତୁ କେନ୍ଦୁଝର ସଦର ବ୍ଲକ ର ମଇଦାନକେଲ ଗ୍ରାମ ପଞ୍ଚାୟତ ରୁ ଗ୍ରାଉଣ୍ଡ ସିଫ୍ଟରରୁ ଦେଖିବା ଚାଷିଙ୍କ ଉପରେ କିପରି ପଡିଛି ଚକଡା ଚଡକ। ଚାଷୀ ଟିଏ ଚାଷ କରି ବେଶ ଦୁଇ ପଇସା ରୋଜଗାର କରି ପରିବାର ମୁହଁ ରେ ବର୍ଷ ସାରା ଦୁଇ ଓଳି ଦୁଇ ମୁଠା ଆହାର ଦେବା ସହ ବେସ ହସ ଖୁସିରେ ଚଳିବାକୁ ବ୍ୟାଙ୍କ, ଲ୍ୟାମ୍ପସ୍ ଓ ମହାଜନ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୋନ ଓ ଧାର କରଜ କରି ଚାଷ କରିଥିଲା । ଚଷିଙ୍କ ଅଭିଯୋଗ ଅनୁସାରେ ଏ ବର୍ଷ କେନ୍ଦୁଝର ଜିଲ୍ଲାରେ ଲଗାଣ ବର୍ଷା ଓ ତାପରେ କବଳରୁ ଫସଲ କୁ ରକ୍ଷା କରିବାକୁ ଚାଷିଟି ନିଜ ଜୀବନ କୁ ବାଜି ଲଗାଇ ରାତି ଦିନ ଅନିନ୍ଦ୍ରା ହୋଇ ଯାହା କିଛି ଫସଲ ବଞ୍ଚାଇ ଥିଲା ଏବେ ସେଥିରେ ଚକଡା ପୋକ ଲାଗିଯିବାରୁ ଚାଷ ସଂପୂର୍ଣ୍ଣ ଉଜୁଡି ଯିବାକୁ ବସିଛି । ଏହି ଚକଡ଼ା ସବୁ ପୁଳା ପୁଳା ହୋଇ ଧାନ ଗଛ ମୂଳରେ ଲାଗି କେଣ୍ଡା ସବୁ ଖାଇ ଯିବା ଫଳରେ ଗଛ ସବୁ ସୁଖିଯିବା ସହ ଚକଡା ଚକଡା ହୋଇ ପୋଡିଯାଉଛି ଏବଂ ଧାନ ସବୁ ଅଗାଡ଼ି ହୋଇ ଯାଉଛି । ଏହି ଚକଡା ପୋକ ଅତି ଦ୍ରୁତ ଗତିରେ ବିଲ କୁ ବିଲ ମାଡିଯାଇ ଧାନ ଚାଷ ଉଜାଡି ପକାଉଛନ୍ତି । ବର୍ତମାନ ଧାନ ପାଚି ଆସୁଥିବାରୁ ସେଥିରେ ଔଷଧ ପ୍ରୟୋଗ କରାଯାଇ ପାରିବନ ନାହିଁ । ତେଣୁ ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତା ରେ ପଡିଛି । ଏପରିକି ଧାନ କାଟିଲେ ମଧ୍ୟ ମଜୁରୀ ପଇସା ଉଠିବା ମୁਸ୍କିଲ ।
3
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
DKDeepesh Kumar
FollowNov 08, 2025 11:51:300
Report
ASANIMESH SINGH
FollowNov 08, 2025 11:51:120
Report
KHKHALID HUSSAIN
FollowNov 08, 2025 11:50:490
Report
ASABDUL SATTAR
FollowNov 08, 2025 11:50:390
Report
PCPranay Chakraborty
FollowNov 08, 2025 11:49:590
Report
0
Report
AAAMIT AGGRWAL
FollowNov 08, 2025 11:49:220
Report
KCKashiram Choudhary
FollowNov 08, 2025 11:48:460
Report
DKDeepesh Kumar
FollowNov 08, 2025 11:48:350
Report
ASABDUL SATTAR
FollowNov 08, 2025 11:48:190
Report
PKPravesh Kumar
FollowNov 08, 2025 11:48:030
Report
NJNitish Jha
FollowNov 08, 2025 11:47:390
Report
JPJAY PRAKASH KUMAR
FollowNov 08, 2025 11:47:250
Report
MKManitosh Kumar
FollowNov 08, 2025 11:47:040
Report
KHKHALID HUSSAIN
FollowNov 08, 2025 11:46:160
Report