Back
राज्य भर में मैट्रिक परीक्षा शुरू: जगतसिंहपुर केंद्रों की व्यवस्थाओं के साथ
NBNARAYAN BEHERA
Feb 19, 2026 09:04:06
Paradeep, Odisha
ଆଜି ଠାରୁ ସାରା ରାଜ୍ୟରେ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ସେହିପରି ଜଗତସିଂହପୁର ଜିଲାରେ ୯୧ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୩୪୧୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପରୀକ୍ଷାକୁ ସୁଚାର ରୂପେ ପରିଚାଳନା ନିମନ୍ତେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏନେଇ ଆଜି ସକାଳୁ ୮ଟି ନୋଡାଲ ସେଣ୍ଟରରୁ ପ୍ରଶ୍ନ ପତ୍ର ଗୁଡିକ ୨୨ଟି ଡେସପାଚ ଟିମ ମାଧ୍ୟମରେ ପରୀକ୍ଷା କେନ୍ଦ୍ର ଗୁଡିକୁ ପଠାଯାଇଛି । ସେହିପରି ପରୀକ୍ଷା ତଦାରଖ ନିମନ୍ତେ ୨ଟି ଫ୍ଲାଇଂ ସ୍କବାର୍ଡ ଗଠନ କରାଯାଇଥିବା ସହ ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଥିବାର ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଉଛି । ସେହିପରି ପରୀକ୍ଷାରେ କପି ରୋକିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ଇଓବେ କାଷ୍ଟିଙ୍ଗର ମଧ୍ୟ ବ୍ୟବସ୍ଥା କରାଯାଇଛି । ପ୍ରତି ପରୀକ୍ଷା କେନ୍ଦ୍ର ରେ ବୋର୍ଡ କତ୍ତୃପକ୍ଷ ଙ୍କ ସହ ଯୋଗାଯୋଗ ରକ୍ଷା ନିମନ୍ତେ ଜଣେ ଲେଖାଏଁ ଶିକ୍ଷକଙ୍କୁ ନିୟୋଜିତ କରାଯିବା ସହ ପରୀକ୍ଷା କେନ୍ଦ୍ର କୁ ଡିଜିଟାଲ ସାମଗ୍ରୀ ଯିବାକୁ ବାରଣ କରାଯାଇଛି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
KAKapil Agarwal
FollowFeb 19, 2026 10:39:210
Report
PKPramod Kumar Gour
FollowFeb 19, 2026 10:39:090
Report
ADAbhijeet Dave
FollowFeb 19, 2026 10:38:120
Report
VSVaibhav Sharma
FollowFeb 19, 2026 10:37:330
Report
MSManish Sharma
FollowFeb 19, 2026 10:37:220
Report
0
Report
0
Report
GSGajendra Sinha
FollowFeb 19, 2026 10:35:280
Report
0
Report
PPPraveen Pandey
FollowFeb 19, 2026 10:34:580
Report
GLGautam Lenin
FollowFeb 19, 2026 10:34:460
Report
RKRohit Kumar
FollowFeb 19, 2026 10:34:240
Report
NMNitesh Mishra
FollowFeb 19, 2026 10:34:060
Report
NMNitesh Mishra
FollowFeb 19, 2026 10:33:520
Report
JGJugal Gandhi
FollowFeb 19, 2026 10:33:190
Report