Back
जगतसिंहपुर में साइबर सुरक्षा अभियान का शुभारम्भ, जागरूकता पर जोर
NBNARAYAN BEHERA
Oct 23, 2025 12:12:00
Paradeep, Odisha
ସଲଗ - Syber
Dt - 23/10/2025
Place - Jagatsinghpur
Format - Avb
Anchor - ସାଇବର ସିକ୍ୟୁରିଟି ଅଭିଯାନ ୨୦୨୫ ଓ ସାଇବର ସୁରକ୍ଷା ରଥ ଶୁଭାରମ୍ଭ ।
ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାଇବର ସିକ୍ୟୁରିଟି ଅਭିଯାନକୁ ନେଇ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା।
ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ ଯୋଗଦେଇ ସାଇବର ସିକ୍ୟୁରିଟି ଅଭିଯାନ ୨୦୨୫ ଏବଂ ସାଇବର ସୁରକ୍ଷା ରଥ ର ଶୁଭାରମ୍ଭ କରିଛନ୍ତି।
ଆୟୋଜିତ ସଭାରେ ସାଇବର ଅପରାଧ ଏବେ ଶିକ୍ଷିତ ଅଶିକ୍ଷିତ ସମସ୍ତେ ଏଭଳି ଶିକାର ହେଉଛନ୍ତି ତେଣୁ ଏନେଇ ସଚେତନ ରହିଲେ ହିଁ ଏହି ଠକେଇ ରୁ ବଞଚିହେବ।
ଏଥିପାଇଁ ସେ ବିଦ୍ୟାଳୟ ସ୍ତରୀୟ ପାଠ୍ୟକ୍ରମ ରେ ଏ ଆଇ ସଚେତନତା କୁ ସାମିଲ୍ କରିବା ପ୍ରସଙ୍ଗ ରେ ଆଲୋଚନା କରିଥିବା ବେଳେ ଦିନକୁ ଦିନ ବଢୁଥିବା ଏହି ଅପରାଧ କୁ ନେଇ ସମସ୍ତେ ସଚେତନ ରହିବାକୁ ଅତିଥି ମାନେ_Pରାମର୍ଶ ଦେଇଥିଲେ।
ଏହି ସଭାରେ ଜିଲ୍ଲା ସ୍ତ୍ରୀୟ ଅଧିକାରୀ ଙ୍କ ସମେତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଅଧ୍ୟକ୍ଷ ,ସିଭିଲ ସୋସାଇଟି, ବ୍ୟାଙ୍କ ଅଧିକାରୀ, ଶିଳ୍ପାନୁଷ୍ଠାନ, ସହର ର ବୁଦ୍ଧିଜୀବି ଓ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ସାଇବର ସଚେତନତା ଶପଥ ନେଇଥିଲେ।
ସାଇବର ଠକାମୀ ର ଶିକାର ହେଲେ ସର୍ବ ପ୍ରଥମେ ହେଲ୍ପ ଲାଇନ ନମ୍ବର ୧୯୩୦ କୁ କଲ ଏବଂ ସାଇବର ପୋର୍ଟାଲ ରେ ରେଜିଷ୍ଟ୍ରେସନ୍ କରିବାକୁ ଅତିଥି ମାନେ ଉପଦେଶ ଦେଇଥିଲେ।
ଏହି ପରିପ୍ରେକ୍ଷୀରେ ସାଇବର ସଚେତନତା ସମ୍ବନ୍ଧୀୟ ବିଭିନ୍ନ ଭିଡିଓ ପ୍ରଦର୍ଶିତ ହୋଇଥିଲା।
ପରେ ସାଇବର ସୁରକ୍ଷା ବସ କୁ ଜିଲ୍ଲାପାଳ, ଆରକ୍ଷୀ ଅଧିକାରୀ ତଥା ଅନ୍ୟ ସମସ୍ତ ଅତିଥି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଏହାଛଡ଼ା ବିଭିନ୍ନ ବ୍ଲକ୍ ରେ ଚାଲୁଥିବା ଆମ ବସାଇବର ସଚେତନତା ବାର୍ତ୍ତା ଥିବା ଷ୍ଟିକର ଲଗାଯାଇଥିଲା।
ଏହି ଅଭିଯାନ ଏକମାସ ପର୍ଯ୍ୟନ୍ତ ଚାଲିବ ବୋଲି ଜଗତସିଂହପୁର ଜିଲ୍ଲାପାଳ କହିଥିବା ବେଳେ ବର୍ତ୍ତମାନ ସମୟ ରେ ବୃଦ୍ଧି ପାଉଥିବା ସାଇବର ଅପରାଧ କୁ ଏହି ସଚେତନତା ମାଧ୍ୟମ ରେ କିଛିମାତ୍ରାରେ ରୋକା ଯାଇପାରିବ ବୋଲି ଜିଲ୍ଲାପାଳ କହିଥିଲେ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
NSNeeraj Sharma
FollowOct 23, 2025 16:18:300
Report
RSRavi sharma
FollowOct 23, 2025 16:17:260
Report
HBHemang Barua
FollowOct 23, 2025 16:17:190
Report
RKRakesh Kumar
FollowOct 23, 2025 16:16:580
Report
PPPraveen Pandey
FollowOct 23, 2025 16:16:400
Report
AKAtul Kumar Yadav
FollowOct 23, 2025 16:16:310
Report
RCRAJVEER CHAUDHARY
FollowOct 23, 2025 16:16:140
Report
PSPIYUSH SHUKLA
FollowOct 23, 2025 16:15:480
Report
PJPrashant Jha2
FollowOct 23, 2025 16:15:170
Report
0
Report
2
Report
0
Report
0
Report
0
Report
RNRandhir Nidhi
FollowOct 23, 2025 16:01:540
Report