Back
Jagatsinghpur में 9.68 करोड़ के बहु-परियोजनाओं का लोकार्पण
NBNARAYAN BEHERA
Dec 30, 2025 16:43:34
Paradeep, Odisha
Dt - 30/12/2025
Place - Jagatsinghpur
Format - Avb
Anchor -
ଆଜି ଦିନିକିଆ ଜଗତସିଂହପୁର ଜିଲ୍ଲା ଗ୍ରସ୍ତରେ ମାନବ ସମ୍ବଳ ବିଭାଗର ପ୍ରମୁଖ ଶାସନ ସଚିବ ଏନ ବି ଏସ ରାଜପୁତ ଆସି ଜିଲ୍ଲାର ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପ ଗୁଡିକ ବୁଲି ଦେଖିଛନ୍ତି । 9 କୋଟି 68 ଲକ୍ଷ ଟଙ୍କାରେ ନିର୍ମିତ ଅଟଳ ବସଷ୍ଟାଣ୍ଡ କୁ ଲୋକାର୍ପଣ କରାଯିବ ବୋଲି ସୂଚନା ଦେଇଥିଲେ । ପରେ ପାରାଦ୍ବୀପ ଗ୍ରସ୍ତରେ ଯାଇ ପାରାଦ୍ବୀପ ସମୁଦ୍ର ବେଳାଭୂମି, ଆଦିବାସୀ ଛାତ୍ରୀ ନିବାସ ବୁଲି ଦେଖିଥିଲେ । ପରେ ମଣିଜଙ୍ଗା ସ୍ଥିତ ମେଗା ପାଇପ ପ୍ୱାଟର ସପଲାଏ ପ୍ରକଳ୍ପ, ଅଙ୍ଗନବାଡି ସେଣ୍ଟର, ବୟନ ଗ୍ରାମ ଆଦି ବୁଲି ଦେଖିବା ସହିତ ସମୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲାପାଳ ଜେ ସୋନାଲ, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ରାଉତ, ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦେଶକ ରବିନାରାୟଣ ଜେଟି, ଜଳ ଓ ପରିମଳ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଜ୍ୟୋତି ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।
ବାଇଟ -୧- ଏନ ବି ଏସ ରାଜପୁତ, ପ୍ରମୁଖ ଶାସନ ସଚିବ।
ଜଗତସିଂହପୁର ରୁ ନାରାୟଣ ବେହେରା (ଜୀ ମିଡିଆ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
SMSubhasis Mandal
FollowDec 30, 2025 19:00:310
Report
PTPreeti Tanwar
FollowDec 30, 2025 18:47:150
Report
RKRakesh Kumar
FollowDec 30, 2025 18:46:490
Report
DSDM Seshagiri
FollowDec 30, 2025 18:45:130
Report
0
Report
0
Report
ASANIMESH SINGH
FollowDec 30, 2025 18:32:190
Report
SASARWAR ALI
FollowDec 30, 2025 18:31:300
Report
PPPrakash Pandey
FollowDec 30, 2025 18:31:120
Report
VAVINEET AGARWAL
FollowDec 30, 2025 18:30:440
Report
DKDeepesh Kumar
FollowDec 30, 2025 18:30:120
Report
SASARWAR ALI
FollowDec 30, 2025 18:18:100
Report
KAKAYESH ANSARI
FollowDec 30, 2025 18:17:49Darjeeling, West Bengal:Rainfall in Rohini area 10 km down from Kurseong. By which the temperature dropped around 6 degree in Kurseong
0
Report