Back
जगतसिंहपुर में सड़क दुर्घटना: कॉलेज छात्रा की मौत
NBNARAYAN BEHERA
Mar 26, 2026 12:16:23
Paradeep, Odisha
ଜଗତସିଂହପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କାର ଧକାରେ କଲେଜ ଛାତ୍ରୀ ମୃତ୍ୟୁ ବରଣ କରିଛନ୍ତି। ସଦର ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ମୃତ କଲେଜ ଛାତ୍ରୀଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିବା ସହିତ ଘଟଣା ସ୍ଥଳରେ ପଡିଥିବା ଦୁର୍ଘଟଣାଗ୍ରସ୍ତ ସାଇକେଲ ଓ କାରକୁ ପୋଲିସ ଜେସିବି ଦ୍ଵାରା ଉଠାଇ ଥାନାକୁ ଜବତ କରି ଆଣିଛି। ତେବେ ଏ ସମ୍ପର୍କରେ ପୋଲିସ ଝିଅର ୟା୍ୟାଗରେ ଥିବା ଆଇଡି କାର୍ଡ ଦେଖି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ସୂଚନା ମୁତାବକ ଗତ କାଲି ଅପରାହ୍ନରେ ସଦର ବ୍ଲକ ଅନ୍ତର୍ଗତ ଅଳସୁଧା ଗାଁର ସୁରେନ୍ଦ୍ର ସାହୁଙ୍କ ଝିଅ ତୃପ୍ତିମୟୀ ସାହୁ ଯେକି କାଦୁଅପଡା ଗାଦିବ୍ରହ୍ମ ମହିଳା ମହାବିଦ୍ୟାଳୟର ଯୁକ୍ତ ୩ ବିଜ୍ଞାନ ୩ୟ ବର୍ଷର ଛାତ୍ରୀ କଲେଜ ସାରି ଘରକୁ ନିଜ ସାଇକେଲରେ ଫେରୁଥିବା ସମୟରେ, ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ବିପରୀତ ଦିଗରୁ ହଠାତ ଏକ ବ୍ରିଜା କାର ନଂ ଓଡ଼ି ୩୩ ଏବି ୪୮୯୩ ଆସି ଧକା ଦେଇଥିଲା ଫଳରେ ଘଟଣା ସ୍ଥଳରେ ଛାତ୍ରୀ ଜଣଙ୍କ ମୃତ୍ୟୁ ହୋଇଥିଲା। ଅଞ୍ଚଳ ବାସୀ ଉତ୍ୟକ୍ତ ହୋଇ କାରକୁ ଭଙ୍ଗା ରୁଜା କରିବା ସମୟରେ ଚାଳକ ଫେରାର ହୋଇଯାଇଥିଲା। ଘଟଣା ସ୍ଥଳରେ ଅଧିକ ଉତେଜନା ହେବା ନେଇ ସଦର ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଉତେଜনା ହ୍ରାସ ନିମନ୍ତେ ଦୁର୍ଘଟଣା ଗ୍ରସ୍ତ କାର ଓ ସାଇକେଲକୁ ଥାନାକୁ ନେଇଆସିଥିଲେ। ସ୍ଥାନୀୟ ଅଞ୍ଚଳ ବାସୀଙ୍କ ସୂଚନା ମୁତାବକ ଆଉ ଦୁଇଟି ସ୍ଥାନରେ ଦୁର୍ଘଟଣା ଘଟାଇ ତୃତୀୟରେ ଏହି ସ୍ଥାନରେ ଦୁର୍ଘଟଣା ଘଟାଇଥିବା ଆଲୋଚନା ହେଉଛି। ତେବେ ଏ ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
नवरात्र में मिशन शक्ति की गूंज,गाज़ीपुर में महिला पुलिस की बाइक रैली, महिलाओं की सुरक्षा व सशक्तिकरण
0
Report
JPJai Prakash
FollowMar 26, 2026 13:08:330
Report
VAVishnupriya Arora
FollowMar 26, 2026 13:08:230
Report
DKDeepesh Kumar
FollowMar 26, 2026 13:08:16250
Report
0
Report
ASAshok Singh Shekhawat
FollowMar 26, 2026 13:08:0190
Report
PPPraveen Pandey
FollowMar 26, 2026 13:07:430
Report
SKSANTOSH KUMAR
FollowMar 26, 2026 13:07:260
Report
ASAJEET SINGH
FollowMar 26, 2026 13:07:090
Report
JPJai Pal
FollowMar 26, 2026 13:06:070
Report
RKRAGHVENDRA KUMAR
FollowMar 26, 2026 13:05:500
Report
BSBHUPENDAR SINGH SOLANKI
FollowMar 26, 2026 13:05:340
Report
ASAshok Singh Shekhawat
FollowMar 26, 2026 13:04:230
Report
Shahabad, Uttar Pradesh:कुंवरपुर में राधेश्याम की हत्या के मामले में अपर पुलिस अधीक्षक आलोक राज नारायण ने बताया राधेश्याम की हत्या के मामले में तीन लोगों को हिरासत में लिया गया है जिनसे पूछताछ की जा रही है।
0
Report
RJRahul Joshi
FollowMar 26, 2026 13:04:05186
Report