Back
पारादीप में केंद्रीय गृह मंत्री अमित शाह पहुंचेंगे; 700 करोड़ रुपये के सल्फरिक एसिड प्लांट का उद्घाट...
NBNARAYAN BEHERA
Mar 05, 2026 16:31:16
Paradeep, Odisha
ପାରାଦୀପ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଆସନ୍ତା କାଲି ଶୁକ୍ରବାର ଅର୍ଥାତ ୬ ତାରିଖ ଦିନ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ଶାହା ପାରାଦୀପ ଆସୁଛନ୍ତି। ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ ଆରମ୍ଭ ହୋଇଛି । ଆସନ୍ତା କାଲି ଶୁକ୍ରବାର ଶ୍ରୀଯୁକ୍ତ ଶାହା ପାରାଦୀପ ଇଫକୋ ପରିସରରେ ଏକ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ଅବତରଣ କରିବା ପରେ କମ୍ପାନୀ ମଧ୍ୟରେ ଥିବା ନୂତନ ୭୦୦ କୋଟି ଟଙ୍କାର ଏସଏପି ( ସଲ୍ଫରିକ୍ ଏସିଡ ) ପ୍ଲାଣ୍ଟର ଶୁଭ ଉଦ୍ଘାଟନ କରିବେ । ଏହା ସହ ଇଫକୋ କମ୍ପାନୀ ମଧ୍ୟରେ ଥିବା ଷ୍ଟାଡିୟମରେ ଆୟୋଜିତ ଏକ ସାଧାରଣ ସଭାକୁ ଉଦବୋଧନ ମଧ୍ୟ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଆଜି ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ଶ୍ରୀଯୁକ୍ତ ଶାହାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ସମେତ ସାଁସଦ ଓ କିଛି ବିଧାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
KKKARAN KHURANA
FollowMar 05, 2026 17:46:500
Report
DGDeepak Goyal
FollowMar 05, 2026 17:46:200
Report
AMAsheesh Maheshwari
FollowMar 05, 2026 17:31:49Noida, Uttar Pradesh:काकाणी के पास हुई सड़क दुर्घटना , ट्रक ने बाइक को लिया चपेट में, दो युवकों की मौत की सूचना, पाली जोधपुर हाईवे पर हुआ है सड़क हादसा
0
Report
SNSWATI NAIK
FollowMar 05, 2026 17:31:330
Report
AKAjay Kashyap
FollowMar 05, 2026 17:30:350
Report
SJSantosh Jaiswal
FollowMar 05, 2026 17:30:200
Report
KMKuldeep Malwar
FollowMar 05, 2026 17:16:330
Report
MPMahesh Pareek
FollowMar 05, 2026 17:16:200
Report
RTRAJ TAKIYA
FollowMar 05, 2026 17:16:090
Report
SPSATYENDRA PARMAR
FollowMar 05, 2026 17:01:220
Report
ASANIMESH SINGH
FollowMar 05, 2026 17:01:000
Report
SGSANJEEV GIRI
FollowMar 05, 2026 17:00:260
Report
ASAshutosh Sharma1
FollowMar 05, 2026 17:00:120
Report
0
Report