Back
जग illegible
NBNARAYAN BEHERA
Nov 18, 2025 10:57:11
Paradeep, Odisha
ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ କେନ୍ଦ୍ରାଞ୍ଚଳ ଡି ଆଇ ଜି ସତ୍ୟଜିତ ନାୟକଙ୍କ ଦ୍ଵାରା ଜିଲ୍ଲା ର ବେହେରାମ ପୁର ଓ ଧନିପୂର୍ ଠାରେ ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ ସମ୍ପର୍କିତ ପ୍ରେସ ମିଟ୍ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଣ୍ଜୀ ଓ ଡି ଜି ପି ଙ୍କ ନିର୍ଦ୍ଦେଶ ରେ ସମଗ୍ର ରାଜ୍ୟ ରେ ସନ୍ଦେହଜନକ ଓ ବେଆଇନ ଭାବେ ରହୁଥିବା ଅନ୍ୟ ଦେଶର ଅନୁପ୍ରବେଶକାରୀ ମାନଙ୍କୁ ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦୃଢ଼ ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବିଭିନ୍ନ ଜାଗାରେ ଚଢ଼ଉ କରାଯାଉଛି। ଏହି ପରିପ୍ରେକ୍ଷିରେ ଉପ ଆରକ୍ଷୀ ଅଧିକ୍ଷକ ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱ ରେ ଜଗତସିଂହପୁର ରେଡ କରାଯାଇଥିଲା। ଏଥିରେ ୩ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି। ସେମାনଙ୍କ ପାଖରୁ ୧୦ ଟି ବିଭିନ୍ନ ପ୍ରକାର ଧାରୁଆ ମାରଣାସ୍ତ୍ର ଓ ୧ଟି ଦେଶୀ ବନ୍ଧୁକ ଜବତ କାରାଯାଇଛି। ଏହି କାର୍ଯ୍ୟ ରେ ପୋଲିସ ଓ ସେହି ସନ୍ଦିଗ୍ଧ ଅନୁପ୍ରବେଶ କାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହାକୁ ନେଇ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓ ଉପସ୍ଥିତି ରେ ବେରହାମପୁର ଓ ଅପରାହ୍ନରେ ଧନୀପୂର୍ ଠାରେ ବେଆଇନ ସରକାରୀ ଜାଗାରେ ଥିବା ଜବରଦଖଲ କୁ ବୁଲ୍ଡୋଜର ସାହାୟ୍ୟରେ ଉଚ୍ଛେଦ କରାଯାଇଥିଥା। ଦୁଇଟି ପର୍ଯ୍ୟାୟରେ ଏହିା କାର୍ଯ୍ୟ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୦ ଘରା ଘର ବଂଗା ଘର େଖାହାଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୬ରୁ ୭ ବେଆଇନ ଜବରଦଖଲ ଉଚ୍ଛେଦ ହୋଇଥିଲା। ଏହି କାର୍ଯ୍ୟ ରେ ୩ ପ୍ଲାଟୁନ ପୋଲିସ ମୁତୟନ ହୋଇଥିଲେ। ୱଡି ଜି ୁଙ୍କ ସୂଚନା ମୂତାବିକ ଏହା ଏକ ନିରନ୍ତର ପ୍ରକ୍ରିୟା ଯେଉଁଥିରେ ସନ୍ଦିଗ୍ଧ କୁ ଆଇନ ଅନୁଯାୟୀ ପ୍ରଥମେ ଡିଟେକ୍ସନ, ପରେ ଡିଲିସନ ଓ ଶେଷରେ ଡିପୋଟେଶନ କରାଯାଇଥାଏ। ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରେ, ୧୩ଶହ ରୁ ଉର୍ଦ୍ଧ୍వ ରାଜସ୍ବ ଗ୍ରାମ ଓ ୧୯୮ ପଞ୍ଚାୟତ ଓ ୨ ପୌର ପାଳିକା ରେ ନିରନ୍ତର ଭାବେ ଚିହ୍ନଟ ପ୍ରକ୍ରିୟା ଚାଲିଛି। ସନ୍ଦେହ ଘେରରେ ଆସୁଥିବା ବେଆଇନ ଅନୁପ୍ରବେଶ କାରୀଙ୍କରା ଆଇନ ଅନୁଯାୟୀ ତଦନ୍ତ ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା କହିଥିଲେ ଯେ, ପତ୍ୟକାଳ ୩ ଓ ଆଜି ୧୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଅଟକା ରଖାଯାଇ ସେମାନଙ୍କର ଯାଞ୍ଚ କରାଯାଉଛି। ସେମାନଙ୍କ ମଧ୍ୟରୁ କିଛି ଜଣ ବାଂଲାଦେଶୀ ନାଗରିକ ବୋଲି ସ୍ବୀକାର କରିଥିବା ବେଳେ ଅନ୍ୟମାନେ ଯାଞ୍ଚ ସମୟରେ ନିଜର ସଠିକ୍ ପରିଚୟ ପତ୍ର, ଜମିଜମା ସଂପର୍କିତ ବିବରଣୀ ଓ ପ୍ରମାଣ ଦେବାରେ ଅସମର୍ଥ ହୋଇଛନ୍ତି। ସେମାନଙ୍କର ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି। ଏଥି ସହିତ ବିଭିନ୍ନ ଜାଗାରେ ବାହାର ରାଜ୍ୟ ରେ ଲୋକ ମାନଙ୍କୁ ଘର ଭଡ଼ା ଦେଉଥିବା ଘର ମାଲିକ ମାନେ ସେମାନଙ୍କର ପରିଚୟ ପତ୍ର ଯାଞ୍ଚ କରିବା ସହ ନିକଟସ୍ଥ ଥାନାରେ ସୂଚନା ଦେବାପାଇଁ ଆରକ୍ଷୀ ଅଧିକ୍ଷକ ପରାମର୍ଶ ଦେଇଥିଲେ। ସେହିପରି ବିଭିନ୍ନ ହୋଟେଲ, ଗେଷ୍ଟ ହାଉସ ଆଦିରେ ମଧ୍ୟ e ନେଇ ସ୍ୱତନ୍ତ୍ର ଅପରେସନ କେବଳ ଜିଲ୍ଲା ବା ରାଜ୍ୟ ରେ ନୁହେଁ ବରଂ ସମଗ୍ର ଦେଶରେ ଚାଲିଛି। ଜଗତସିଂହପୁର ଜିଲ୍ଲାରେ ଅତ୍ୟନ୍ତ ସଫଳତା ର ସହ ଏହି ପ୍ରକ୍ରିୟା ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ୗ ଡି ଆଇ ଜି ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ෂକ ଓ ତାଙ୍କ ର ଟିମ କୁ ପ୍ରଶଂସା କରିଥିଲେ。
93
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
AMANIL MOHANIA
FollowNov 18, 2025 12:08:170
Report
0
Report
AAANOOP AWASTHI
FollowNov 18, 2025 12:07:54Jagdalpur, Kumhar Para, Chhattisgarh:बाइट 1 महेश चंद्रा इंटेलीजेंस एडीजीपी आंध्र प्रदेश
बाइट 2 सुंदरराज पी आईजी बस्तर
बाइट 3 मनीष गुप्ता वरिष्ठ पत्रकार
बाइट 4 रमेश बदरन्ना पूर्व माओवादी
0
Report
RJRahul Joshi
FollowNov 18, 2025 12:07:140
Report
ATALOK TRIPATHI
FollowNov 18, 2025 12:05:41Ghazipur, Uttar Pradesh:ये क्राइम बुलेटिन के लिये है
यूपी पुलिस के सिपाही का अरेस्टिंग वारंट लेकर युवती पहुँचि पुलिस ऑफिस सिपाही पर शादी का झांसा का शारीरिक संबंध बनाने का आरोप
0
Report
DSDeepesh shah
FollowNov 18, 2025 12:05:320
Report
ANAJAY NATH
FollowNov 18, 2025 12:05:100
Report
MVManish Vani
FollowNov 18, 2025 12:04:550
Report
RKRupesh Kumar
FollowNov 18, 2025 12:04:410
Report
VMVimlesh Mishra
FollowNov 18, 2025 12:04:260
Report
NDNEELAM DAS PADWAR
FollowNov 18, 2025 12:03:400
Report
DGDeepak Goyal
FollowNov 18, 2025 12:03:070
Report
AVArun Vaishnav
FollowNov 18, 2025 12:02:490
Report
NMNitesh Mishra
FollowNov 18, 2025 12:02:350
Report