Back
पैराडिप में ट्रक मालिक संघ में घमासान, चुनावी साजिशों का बोलबाला?
NBNARAYAN BEHERA
Sept 12, 2025 08:37:03
Paradeep, Odisha
Slug - Dispute
Dt - 12/09/2025
Place - Paradip
Format - Avb
Anchor - ପାରାଦ୍ଵୀପ ରେ ଥିବା ଜଗତସିଂହପୁର ଜିଲ୍ଲା ଟ୍ରକ୍ ମାଲିକ ସଂଘକୁ ଭାଙ୍ଗିବା ପାଇଁ ରାଜନୈତିକ ଚକ୍ରାନ୍ତ ଚାଲିଛି । ପ୍ରଛଦ ପଟରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଙ୍କ ହାତ ରହିଛି ବୋଲି ଜିଲ୍ଲା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ କୁହାଯାଇଛି। ଗତ ୧୮ ବର୍ଷ ହେଲା ପ୍ରାୟ ୫ ଶହ ରୁ ଉର୍ଦ୍ଧ୍ୱ ଟ୍ରକ୍ ମାଲିକ ଶାନ୍ତି ଶୃଙ୍ଖଳା ର ସହିତ ପାରାଦ୍ଵୀପ ବନ୍ଦର ରୁ ପଣ୍ୟ ପରିବହନ କରୁଛନ୍ତି। ପାରାଦ୍ଵୀପ ରେ ଥିବା ତିନୋଟି ଟ୍ରକ୍ ମାଲିକ ସଂଘ ମଧ୍ୟରେ ଜଗତସିଂହପୁର ଜିଲ୍ଲା ଟ୍ରକ୍ ମାଲିକ ସଂଘ ମାତ୍ର ୧୫ ପ୍ରତିଶତ ପଣ୍ୟ ପରିବହନ ର ଅନୁମତି ପାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ବିଶୃଙ୍ଖଳା ସୃଷ୍ଟି ହୋଇନାହିଁ। ହେଲେ ସ୍ଥାନୀୟ ବିଧାୟକ ତଥା ଶୀଳ୍ପ ମନ୍ତ୍ରୀ ଏହି ସଂଘ ରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବୋଲି ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ୬ ରୁ ୭ ଜଣ ମାଲିକ ଙ୍କୁ ନେଇ ପ୍ରଶାସନ କୁ ହାତବାରିସୀ କରି ଜିଲ୍ଲା ଟ୍ରକ ମାଲିକ ସଙ୍ଘ କୁ ଭାଙ୍ଗିବା ପ୍ରୟାସ କରୁଛନ୍ତି। ସଂଘରେ କର୍ମକର୍ତ୍ତା ନିର୍ବାଚନ ହେଉନାହିଁ ବୋଲି ମିଥ୍ୟା ଆରୋପ ଲଗାଇ ସଂଘ ର ଭାଇଚାରା କୁ ନଷ୍ଟ କରାଯାଉଛି। ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶ ସତ୍ବେ ସେମାନେ ମିଥ୍ୟା ଆରୋପ ଲଗାଇ ପ୍ରେସ ମିଟ୍ କରି ପ୍ରାୟ ୩ ଶହ ରୁ ଉର୍ଦ୍ଧ୍ୱ ଟ୍ରକ୍ ମାଲିକ ଙ୍କ ପେଟକୁ ଲାତ ମାରିବାକୁ ଉଦ୍ୟମ କରାଯାଉଛି ବୋଲି ସଂଘ ଅଭିଯୋଗ କରିଛି।୨୦୨୯ ପର୍ଯ୍ୟନ୍ତ ସମସ୍ତ ସଂଘର ସଦସ୍ୟ ମାନେ ଉପସ୍ଥିତ ରହି କର୍ମକର୍ତ୍ତା ନିର୍ବାଚନ ମନୋନୀତ କରିଥିବା ବେଳେ ସଂଘକୁ ଭାଙ୍ଗି ବା ପାଇଁ କରା ଯାଉଥିବା ପ୍ରୟାସ ର କଡା ଜବାବ ଦିଆଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ବାଇଟ-୧- ଗୋପକୃଷ୍ଣ ପରିଜା। ( ଉପାଧ୍ୟକ୍ଷ, ଜଗତସିଂହପୁର ଜିଲ୍ଲା ଟ୍ରକ୍ ମାଲିକ ସଂଘ)
ବାଇଟ-୨- ରଞ୍ଜିତ କୁମାର ବେହେରା (ସମ୍ପାଦକ ଜଗତସିଂହପୁର ଜିଲ୍ଲା ଟ୍ରକ୍ ମାଲିକ ସଂଘ)
ବାଇଟ-୩- ସନ୍ତୋଷ କୁମାର ପଟ୍ଟନାୟକ (ସଭାପତି ଜଗତସିଂହପୁର ଜିଲ୍ଲା ଟ୍ରକ୍ ମାଲିକ ସଂଘ)
ପାରାଦୀପ ରୁ ନାରାୟଣ ବେହେରା (ଜୀ ମିଡିଆ)
14
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
SPSohan Pramanik
FollowSept 13, 2025 08:33:340
Report
0
Report
LSLaxmi Sharma
FollowSept 13, 2025 08:33:180
Report
MDMahendra Dubey
FollowSept 13, 2025 08:33:040
Report
DRDamodar Raigar
FollowSept 13, 2025 08:32:510
Report
AKAjay Kashyap
FollowSept 13, 2025 08:32:430
Report
MMMRITYUNJAI MISHRA
FollowSept 13, 2025 08:32:240
Report
DVDinesh Vishwakarma
FollowSept 13, 2025 08:32:100
Report
PSParmeshwar Singh
FollowSept 13, 2025 08:31:540
Report
APAbhay Pathak
FollowSept 13, 2025 08:31:070
Report
0
Report
ANAJAY NATH
FollowSept 13, 2025 08:30:250
Report
ATAnuj Tomar
FollowSept 13, 2025 08:30:170
Report
AJAvinash Jagnawat
FollowSept 13, 2025 08:30:100
Report
0
Report