Back
Kendujhar में अवैध गोचालन: गोरक्षक संघ ने गाड़ी रोकी, 35 गौवंश छुड़ाए
AMABHAYA MOHANTY
Sept 11, 2025 12:31:31
Keonjhar, Odisha
କେନ୍ଦୁଝର
ଆଙ୍କର- ବେଆଇନ ଗୋଚାଲାଣ ବେଳେ ଗୋରୁ ଗାଡ଼ି ଜବତ କରିବା ସହ, ଏହାକୁ କେନ୍ଦୁଝର ସଦର ଥାନାର ଜିମ୍ମା ଦେଲେ ଗୋରକ୍ଷକ ସଂଘର କର୍ମକର୍ତ୍ତା । ଏହାପରେ, ଗାଡିରୁ ଦୟନୀୟ ଭାବେ ଚାଲାଣ କରାଯାଉଥିବା ୩୫ଟି ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା । ଆଜି ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥ ଜୁଡ଼ିଆ ଘାଟି ନିକଟରେ ଏକ କଣ୍ଟେନର୍ ଯୋଗେ ବେଆଇନ ଗୋଚାଲାଣ ହେଉଥିବା ଖବର ପାଇ ସ୍ଥାନୀୟ ଗୋରକ୍ଷକ ସଂଘର କର୍ମକର୍ତ୍ତା ଗାଡ଼ିକୁ ଅଟକାଇଥିଲେ । ଏଥିରେ ବେଆଇନ ଗୋଚାଲାଣ ହେଉଥିବା ଜାଣିପାରି ସେମାନେ ଏହି ଗାଡ଼ିକୁ ସଦର ଥାନାର ଜିମ୍ମା ଦେଇଥିଲେ । ଗାଡ଼ି ଭିତରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିବା ଗୋରୁଙ୍କୁ ଗାଡ଼ି ଭିତରୁ ସଦର ଥାନା ପରିସରକୁ ନିଆଯାଇଥିଲା । ଏହି ରାସ୍ତାରେ ପ୍ରତିଦିନ ଗାଡିରେ ବେଆଇନ ଭାବେ ଗୋଚାଲାଣ ହେଉଥିବା ଅଭିଯୋଗ ହେଉଛି ।
10
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
LSLaxmi Sharma
FollowSept 13, 2025 08:33:180
Report
MDMahendra Dubey
FollowSept 13, 2025 08:33:040
Report
DRDamodar Raigar
FollowSept 13, 2025 08:32:510
Report
AKAjay Kashyap
FollowSept 13, 2025 08:32:430
Report
MMMRITYUNJAI MISHRA
FollowSept 13, 2025 08:32:240
Report
DVDinesh Vishwakarma
FollowSept 13, 2025 08:32:100
Report
PSParmeshwar Singh
FollowSept 13, 2025 08:31:540
Report
APAbhay Pathak
FollowSept 13, 2025 08:31:070
Report
0
Report
ANAJAY NATH
FollowSept 13, 2025 08:30:250
Report
ATAnuj Tomar
FollowSept 13, 2025 08:30:170
Report
AJAvinash Jagnawat
FollowSept 13, 2025 08:30:100
Report
0
Report
AAAsrar Ahmad
FollowSept 13, 2025 08:27:193
Report