Back
श्री मंदिर के ऊपर ड्रोन बार-बार: सुरक्षा व्यवस्थाओं पर उथल-पुथल
SMSanjay Mohapatra
Sept 13, 2025 08:01:04
Puri, Odisha
Drone issue,,pkg
() ଶ୍ରୀମନ୍ଦିର ସୁରକ୍ଷା ନେଇ ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ଉଦାସିନତା ମନୋଭାବ ଶ୍ରୀମନ୍ଦିର ପ୍ରତି ବିପଦ ଆଣିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି l ବାରମ୍ବାର ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିବା ସହ ମନ୍ଦିର ଭିତରେ ସ୍ପାଏ କ୍ୟାମେରା ପ୍ରବେଶ ତଥା ଫୋଟୋ ଓ ଭିଡ଼ିଓ ଭାଇରାଲ ଘଟଣା ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି l ସେପଟେ ଶ୍ରୀମନ୍ଦିର ଆଇନରେ ପରିବର୍ତନ ନେଇ ରାଜ୍ୟସରକାରଙ୍କୁ ଲେଖାଯାଇଥିବା ସହ ସ୍ୱତ୍ରନ୍ତ୍ର ସୁରକ୍ଷା କମିଟି ଗଠନ ହୋଇଥିବାବେଳେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭାବେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ରଖାଯାଇଥିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ବୁଦ୍ଧିଜୀବି ଓ ସେବାୟତ l
(ଭିଓ୧) ଗତ କାଲି ବିଳମ୍ବିତ ରାତି ଓ ଆଜି ସକାଳୁ ଶ୍ରୀମନ୍ଦିର ଉପରେ ଡ୍ରୋନ ଘୁରି ବୁଲୁଥିବା ନଜରକୁ ଆସିଛି l ଡ୍ରୋନ ଦ୍ୱାରା ଶ୍ରୀମନ୍ଦିର ର ଚିତ୍ର ଉତ୍ତୋଳନ କିଏ କେଉଁଥିପାଇଁ ଓ କେଉଁ ଉଦେଶ୍ୟରେ କରୁଅଛି ତାହା ଏବେ ଭି ରହସ୍ୟ ଘେରରେ l ଶ୍ରୀମନ୍ଦିର ସୁରକ୍ଷା ଢିଲା ନେଇ ସବୁ ସମୟରେ ଚର୍ଚ୍ଚା ରହିଆସୁଥିବାବେଳେ କେତେବେଳେ କିଏ ସ୍ପାଏ କ୍ୟାମେରା ଧରି ପ୍ରବେଶ କରୁଚି ତ କେଉଁ ସମୟରେ ମନ୍ଦିର ଭିତର ଫୋଟୋ ଓ ଭିଡିଓ ଭାଇରାଲ ହେଉଅଛି l ଶ୍ରୀମନ୍ଦିର ଆଇନରେ ଏଭଳି ଅମାନିଆ ଙ୍କ ବିରୁଦ୍ଧରେ କଠୋର ଦଣ୍ଡ ନେଇ ପରିବର୍ତନର ଆବଶ୍ୟକତା ରହିଥିବା ଦର୍ଶାଇ ସରକାରଙ୍କ ନିକଟକୁ ଚିଠି ଲେଖାଯାଇଥିବା ସତ୍ୱେ କୌଣସି ସୁଫଳ ମିଳିନାହିଁ ସେପଟେ ଶ୍ରୀମନ୍ଦିର ସୁରକ୍ଷା କୁ ନେଇ ସରକାର ସ୍ୱତ୍ରନ୍ତ୍ର ବାଟାଲିୟନ ଗଠନ କରି ସୁରକ୍ଷା କର୍ମୀ ନିୟୋଜିତ କରିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଦାଇତ୍ୱରେ ଏବେ ଭି ଜଣେ ଅବସର ପ୍ରାପ୍ତ ଅଧିକାରୀ ରହିଅଛନ୍ତି ଏଣୁ ଶ୍ରୀମନ୍ଦିର ସୁରକ୍ଷା ନେଇ ସରକାରଙ୍କର ଏଭଳି ନୀତିକୁ ସବୁ ମହଲରେ ସମାଲୋଚନା କରାଯାଇଅଛି l
ବିଇଟ୍ - ବିନାୟକ ଦାସମହାପାତ୍ର, ସେବାୟତ
ବାଇଟ୍ - ଗୌରହରୀ ପ୍ରଧାନ , ବରିଷ୍ଟ ସେବାୟତ
(ଭିଓ୨) ମନ୍ଦିର ଉପରେ ଡ୍ରୋନ ଉଡିବା ଘଟଣା ଅତ୍ୟନ୍ତ ସମ୍ବେଦନଶିଳ ହୋଇଥିବାବେଳେ ଏଭଳି ଘଟଣା ଉପରେ ଆବଶ୍ୟକତା ପଦଷେପ ନିଆଯିବ ବୋଲି ପୁରୀ ଜିଲ୍ଲପାଳ ମତ ରଖିଛନ୍ତି l ତେବେ ଶ୍ରୀମନ୍ଦିର ସୁରକ୍ଷାକୁ ସୁଦୃଢ଼ୀକରଣ କରିବା ଲକ୍ଷରେ ସ୍ୱତ୍ରନ୍ତ୍ର ସୁରକ୍ଷା ବାଟାଲିୟନ କୁ ନିୟୋଜିତ କରାଯାଇଛି l ଏପରିକି ସ୍ୱତ୍ରନ୍ତ୍ର ଭାବେ ଚାରିଦ୍ୱାରରେ ସୁରକ୍ଷା କର୍ମୀ ମାନଙ୍କ ବଡି କ୍ୟାମେରା ପ୍ରଦାନ କରାଯାଇଥିବାବେଳେ ଏହା ପୋଲିସ କୁ ଅଧିକ ସହାୟକ ହୋଇପାରିବ ବୋଲି ମତ ରଖିଛନ୍ତି l ତେବେ ଶ୍ରୀମନ୍ଦିର ସୁରକ୍ଷାକୁ ଗୁରୁତର ସହ ନିଆଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ମତ ରଖିଛନ୍ତି l
ବାଇଟ୍- ଦିବ୍ୟଜ୍ୟୋତି ପରିଡା, ଜିଲ୍ଲାପାଳ ପୁରୀ
(ଫାଭିଓ) ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଣ ନେଇ କଟକଣା ରହିଥିବା ସତ୍ୱେ ବାରମ୍ବାର ଏଭଳି ଡ୍ରୋନ ଉଡୁଥିବା ଘଟଣା ନଜରକୁ ଆସୁଥିବାରୁ ଆଣ୍ଟି ଡ୍ରୋନ ବ୍ୟବସ୍ଥା ଶୀଘ୍ର କରିବା ନେଇ ଆବଶ୍ୟକତା ରହିଅଛି l,,,
3
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
WJWalmik Joshi
FollowSept 13, 2025 10:07:210
Report
0
Report
DTDinesh Tiwari
FollowSept 13, 2025 10:07:110
Report
NBNARAYAN BEHERA
FollowSept 13, 2025 10:07:020
Report
ASABHISHEK SHARMA1
FollowSept 13, 2025 10:06:520
Report
DRDamodar Raigar
FollowSept 13, 2025 10:06:410
Report
MKMohammad Khan
FollowSept 13, 2025 10:06:330
Report
DCDILIP CHOUDHARY
FollowSept 13, 2025 10:06:210
Report
RSRajendra sharma
FollowSept 13, 2025 10:06:120
Report
KCKashiram Choudhary
FollowSept 13, 2025 10:05:530
Report
RSRajendra sharma
FollowSept 13, 2025 10:05:430
Report
DCDilip Chouhan
FollowSept 13, 2025 10:05:260
Report
ASAshok Singh Shekhawat
FollowSept 13, 2025 10:04:550
Report
BSBhanu Sharma
FollowSept 13, 2025 10:04:460
Report
DIDamodar Inaniya
FollowSept 13, 2025 10:04:380
Report