Back
संबलपुर प्रोफेसर कॉलोनी में नववधू अपहरण: पुलिस ने आरोपी प्रेमी-प्रेमिका को गिरफ्तार
ANAJAY NATH
Feb 24, 2026 17:46:47
Sambalpur, Odisha
ସମ୍ବଲପୁର ପ୍ରଫେସର କଲୋନୀ ରୁ ବିଳମ୍ବିତ ରାତି ରେ ପୋଲିସ ହାତ ରେ ଧରାପଡିଲେ ବନ୍ଧୁକ ମୁନରେ ନବବଧୂ ଅପହରଣକାରୀ। ନବବଧୂ କଣ୍ଟାମାଳ ଥାନା ଅନ୍ତର୍ଗତ କଣ୍ଟାମାଳ ବ୍ଲକ ଛକ ର ରଶ୍ମି ପୁଟେଲ(୧୯)ଙ୍କ ସହ କଣ୍ଟାମାଳ ବଡ଼ଚାପଲି ଗ୍ରାମର ସଞ୍ଜୟ ସାହୁ(୨୬)ଙ୍କୁ ପୋଲିସ ଗିରଫ କରିଛି। ଉଭୟେ ସମ୍ବଲପୁର ଅଇଁଠାପାଲି ଥାନା ଅର୍ନ୍ତଗତ ବୁଢାରାଜା ପ୍ରଫେସର କଲୋନୀରେ ସଞ୍ଜୟଙ୍କ ସମ୍ପର୍କିୟ ଭାଇଙ୍କ ଘରେ ଏକାଠି ରହୁଥିବା ଖବର ପାଇ ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ପୋଲିସ ଏଠାରେ ପହଞ୍ଚି ଅଇଁଠାପାଲି ଥାନା ପୋଲିସ ସହାୟତାରେ ସଞ୍ଜୟଙ୍କୁ ଗିରଫ କରିଛି। ଗିରଫ ପରେ ତରଭା ଥାନା ପୋଲିସ ଉଭୟ ରଶ୍ମି ଓ ସଞ୍ଜୟଙ୍କୁ ବିଳମ୍ବିତ ରାତି ରେ ଉଠାଇ ନେଇଥିବା ସୂଚନା ମିଳିଛି। ତେବେ ଉଭୟ ନବବଧୂ ରଶ୍ମି ଓ ଅପହରଣକାରୀ ସଞ୍ଜୟ ପ୍ରେମିକା ଓ ପ୍ରେମିକ ବୋଲି କୁହାଯାଇଛି। ସେହିପରି ନବବଧୂଙ୍କ ସହମତିରେ ଅପହରଣକୁ ରୂପ ଦିଆ ଯାଇଥିବା ଚର୍ଚ୍ଚା ହେଉଛି।ସୂଚନା ଯୋଗ୍ଯ ଯେ, ଗତ ଶନିବାର ବଲାଙ୍ଗୀର ଜିଲ୍ଲାର କାମାକ୍ଷୀନଗରରୁ ବରଯାତ୍ରୀ ଦଳ କନ୍ଯା ରଶ୍ମିଙ୍କ ସହ ବିବାହ ପାଇଁ କଣ୍ଟାମାଳ ବ୍ଲକ ଛକ ସ୍ଥିତ ତାଙ୍କ ଘରକୁ ଆସିଥିଲେ। ଏଠାରେ ବିବାହ ଉତ୍ସବ ସାରି ନବବଧୂଙ୍କୁ ସାଙ୍ଗରେ ଧରି କାର ରେ ଘରକୁ ପହଞ୍ଚିଥିଲେ। ଏହି ସମୟରେ ବାଟରେ ତରଭା ନିକଟରେ ନବବଧୂର ପ୍ରେମିକ ଭାବେ କୁହାଯାଉଥିବା ସଞ୍ଜୟ ତାଙ୍କର କିଛି ସହଯୋଗୀଙ୍କ ସହ ରାସ୍ତାରେ ବରଯାତ୍ରୀଙ୍କ ଗାଡ଼ିକୁ ଅଟକାଇ ବନ୍ଧୁକ ଦେଖାଇ ନବବଧୂଙ୍କୁ ਅପହରଣ କରି ନେଇଥିଲେ।ଏହାକୁ ନେଇ ତରଭା ଥାନାରେ କେସ ନମ୍ବର ୬୦/୨୦୨୦ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ବିଳମ୍ବିତ ରାତିରେ ପ୍ରଫେସର କଲୋନୀ ରୁ ଉଭୟ ଙ୍କୁ ଉଠାଇ ନେଇଛି |
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
SMSandeep Mishra
FollowFeb 24, 2026 18:45:330
Report
NSNITIN SRIVASTAVA
FollowFeb 24, 2026 18:45:140
Report
0
Report
0
Report
0
Report
0
Report
0
Report
ANAJAY NATH
FollowFeb 24, 2026 18:16:460
Report
SMSanjay Mohapatra
FollowFeb 24, 2026 18:16:310
Report
ANAJAY NATH
FollowFeb 24, 2026 18:16:150
Report
SMSanjay Mohapatra
FollowFeb 24, 2026 18:15:590
Report
ABATISH BHOIR
FollowFeb 24, 2026 18:15:32Kalyan, Maharashtra:कल्याण कोळीवाड्यात शिमगा उत्सव ,शिमगा उत्सवाची अनेक वर्षांची परंपरा ..
कोळी बांधवानी साजरा केला शिमगा उत्सव ,मोठ्या उत्साहात जल्लोषात शिमगा उत्सवाची परंपरा
0
Report
0
Report
RKRaushan Kumar
FollowFeb 24, 2026 18:01:25Noida, Uttar Pradesh:लॉरेश विश्नोई की लीगल टीम के वकील की गाड़ी पर हुई फायरिंग
दिल्ली के ISBT के पास फायरिंग
0
Report
NJNEENA JAIN
FollowFeb 24, 2026 18:00:590
Report