Back
राजस्थान पुलिस ने सुबोध सिंह को 15 दिन के लिए रिमांड पर लिया
ANAJAY NATH
Feb 07, 2026 08:32:30
Sambalpur, Odisha
ମନ୍ନପୂରମ ଗୋଲଡ଼ ଲୁଟ ଘଟଣା ର ମାଷ୍ଟର ମାଇଣ୍ଡ ସୁବୋଧ ସିଂ କୁ ୧୫ ଦିନିଆଁ ରିମାଣଡ ରେ ନେଲା ରାଜସ୍ଥାନ ପୋଲିସ |ଗତକାଲି ଅପରାହ୍ନ ରେ ରାଜସ୍ଥାନ ପୋଲିସ ଏକ ଭେନ ରେ କୁଖ୍ୟାତ ଅପରାଧୀ ସୁବୋଧ ସିଂ କୁ ରିମାଣ୍ଡ ରେ ନେଇଛି | ସମସ୍ତ ଅନୁସାଙ୍ଗିକ କାର୍ଯ୍ୟ ସମାପନ ପରେ ସମ୍ବଲପୁର ମଣ୍ଡଳ କରାଗାର ରୁ ରାଜସ୍ଥାନ ପୋଲିସ ସୁବୋଧ ସିଂ କୁ ୧୫ ଦିନିଆଁ ରିମାଣ୍ଡ ରେ ନେଇଛି | ସୂଚନା ଥାଉ କି ଗତ ବର୍ଷ ଜାନୁଆରୀ ୨୦୨୫ ମସିହାରେ ଫାଟକ ମନ୍ନପୂରମ ଗୋଲଡ଼ ଲୋନ କାର୍ଯ୍ୟାଳୟ ରେ ପାଖାପାଖି ୩୦ କେଜି ସୁନା ଲୁଟ କରି ଫେରାର ହୋଇଯାଇଥିଲେ ସୁବୋଧ ସିଂ ଓ ତାଙ୍କ ଦଳ| ଲୁଟ ଦିନ ସକାଳ ସାକ୍ଷେ ନଟା ସମୟରେ ଦୁଇ ଜଣ ବ୍ୟକ୍ତି ମଟର ସାଇକେଲ ରେ ଆସି ମନ୍ନପୂରମ ଗୋଲଡ଼ ଲୋନ କାର୍ଯ୍ୟାଳୟ କୁ ପଶି ଗନ ପଏଣ୍ଟ ରେ ପାଖାପାଖି ୩୦ କେଜି ସୁନା ଧରି Фେରାର ମାରିଥିଲେ |ତା ପରେ ସୁନା ଉଭାନ ହୋଇଯାଇଥିଲା|ପରବର୍ତୀ ସମୟରେ ପୋଲିସ ଏ ଘଟଣା ର ମାଷ୍ଟର ମାଇଣ୍ଡ ସୁବୋଧ ସିଂ କୁ ଗିରଫ କରି ସମ୍ବଲପୁର ମଣ୍ଡଳ କାରାଗାର ରେ ରଖିଥିଲେ |କିନ୍ତୁ ସୁନା ଏ ପର୍ଯ୍ୟନ୍ତ ଉଦ୍ଧାର ହୋଇ ନ ଥିଲା |ସୁନା ଲୁଟ ଘଟଣା ଦୀର୍ଘ ଏକ ବର୍ଷ ରୁ ଉର୍ଦ୍ଧ ହୋଇସାରିଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ସୁବୋଧ ସିଂ ର ମୁହଁ ଖୋଲି ପାରି ନ ଥିଲା ପୋଲିସ |ତା ସହିତ ସୁନା ମଧ୍ୟ ଉଦ୍ଧାର ହୋଇପାରି ନ ଥିଲା |ଏବେ ଏକ ପୃଥକ ଘଟଣା ରେ ରାଜସ୍ଥାନ ପୋଲିସ ସୁବୋଧ ସִଙ୍ଗ କୁ ୧୫ ଦିନିଆଁ ରିମାଣ୍ଡ ରେ ନେଇଛି |
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
KSKartar Singh Rajput
FollowFeb 07, 2026 09:46:110
Report
AAASHISH AMBADE
FollowFeb 07, 2026 09:45:580
Report
JKJitendra Kanwar
FollowFeb 07, 2026 09:45:150
Report
0
Report
0
Report
0
Report
ASANIMESH SINGH
FollowFeb 07, 2026 09:36:160
Report
DSDanvir Sahu
FollowFeb 07, 2026 09:35:530
Report
ADAnkush Dhobal
FollowFeb 07, 2026 09:35:410
Report
NJNEENA JAIN
FollowFeb 07, 2026 09:33:590
Report
ASARUN SINGH
FollowFeb 07, 2026 09:33:410
Report
AKAshok Kumar1
FollowFeb 07, 2026 09:33:25Noida, Uttar Pradesh:Senior AAP Leader and MLA Kuldeep Kumar Addressing an Important Press Conference
0
Report
HKHARI KISHOR SAH
FollowFeb 07, 2026 09:33:170
Report
RSRajendra sharma
FollowFeb 07, 2026 09:32:540
Report
KSKULWANT SINGH
FollowFeb 07, 2026 09:32:420
Report