Back
पंडित नारायण मिश्र की 110वीं जयंती: स्वाधीनता संग्राम के ज्ञात योद्धा
SMSURYA MOHANTY
Dec 11, 2025 11:25:24
Khordha, Odisha
ପଣ୍ଡିତ ନାରାୟଣଙ୍କ ତ୍ୟାଗ ଓ ତିତୀକ୍ଷା ବିଶ୍ବସ୍ତରରେ ପହଞ୍ଚାଇବାକୁ ଆହ୍ବାନ
ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣଙ୍କ ୧୧୦ତମ ଜୟନ୍ତୀ ସମାରୋହ
ଖୋର୍ଦ୍ଧା:- ସ୍ବାଧୀନତା ସଂଗ୍ରାମରେ ସ୍ବାଧୀନତା ସଂଗ୍ରାମୀ, କବିଗୋୖରବ ପଣ୍ଡିତ ନାରାୟଣ ମିଶ୍ରଙ୍କ ତ୍ୟାଗ ଓ ତିତୀକ୍ଷା ବିଶ୍ବସ୍ତରରେ ପହଞ୍ଚାଇବା ସହ ତାଙ୍କ ଆଦର୍ଶ ପ୍ରତି ଯୁବମାନସଙ୍କୁଆକୃଷ୍ଟ କରିବା लାଗି ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ ଆହ୍ବାନ ଦେଇଛନ୍ତି। ଖୋର୍ଦ୍ଧାସ୍ଥିତ ଜୟୀ ରାଜଗୁରୁ ଟାଉନହଲ ପରିସରରେ ଆୟୋଜିତ ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣ ମିଶ୍ରଙ୍କ ୧୧୦ତମ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ରୂପେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପଣ୍ଡିତ ମିଶ୍ରଙ୍କ ଲବଣ ସତ୍ୟାଗ୍ରହୁରୁ ଆରମ୍ଭ କରି ଅସହଯୋଗ ଆନ୍ଦୋଳନରେ ରହିଥିବା ସମ୍ପୃକ୍ତି ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ରୂପେ ଅଖିଳଚକ୍ର-ଓଡ଼ିଶାର ସମ୍ପାଦକ ହରେକୃଷ୍ଣ ପଣ୍ଡା ପଣ୍ଡିତ ମିଶ୍ର ଯାଜପୁର ଜିଲାର ବରୀ ଆଶ୍ରମରେ ରହି କିଭଳି ସ୍ବାଧୀନତା ସଂଗ୍ରାମରେ ସାମିଲ ହେବା ଲାଗି ବାନର ସେନା ଗଠନ କରିବାରେ ଅଗ୍ରସର ହେଉଥିଲେ, ସେ ସମ୍ପର୍କରେ ଅବତାରଣା କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ଡ଼.ନିରଞ୍ଜନ ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହର ଆରମ୍ଭରେ ବିବେକାନନ୍ଦ ଗ୍ରୁପ୍ର ଅଧ୍ୟକ୍ଷ ତଥା ସଂଗ୍ରାମୀ ନାରାୟଣ ସ୍ମୃତି ପରିଷଦର ସମ୍ପାଦକ ଡ଼.ଧୀରେନ୍ଦ୍ର ନନ୍ଦ ପ୍ରାରମ୍ଭିକ ସୂଚନା ଦେବା ସହ ପଣ୍ଡିତ ମିଶ୍ରଙ୍କ ଷଠିଘର ‘ସ୍ବାଧୀନତା ସଂଗ୍ରାମ ସୈନିକ ସଦନ’ର ପୁନରୁଦ୍ଧାର ପ୍ରତି ସରକାର ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ବକ୍ତା ରୂପେ ବରିଷ୍ଠ ଆଡ଼ଭୋକେଟ ଅଜିତ୍ ପଟ୍ଟନାୟକ ଏବଂ ଐତିହାସିକ ସତ୍ୟବାଦୀ ବଳିୟାରସିଂହ ପ୍ରମୁଖ ଯୋଗଦେଇ ପଣ୍ଡିତ ମିଶ୍ରଙ୍କ ଲିଖିତ ‘ଚିଲିକା ଦର୍ଶନ’, ‘ଭୋଟର ଭାବନା’, ‘ପୁଣ୍ୟଶ୍ଲୋକ’ ଓ ‘ଦଶଦିଗ’ ଆଦି କାବ୍ୟ ଓଡ଼ିଆ ସାହିତ୍ୟର ଅମୂଲ୍ୟ ଗ୍ରନ୍ଥ ବୋଲି ବିବେଚନା କରିଥିଲେ। ସମ୍ମାନିତ ଅତିଥି ରୂପେ ଇନରହୁଇଲ କ୍ଲବ ସଭାନେତ୍ରୀ ଡ଼.ମିନତା ମହାନ୍ତି, କ୍ୟାପିଟାଲ ଆଇନ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼.ବୃନ୍ଦାବନ Pାଣ୍ଡା ପ୍ରମୁଖ ଯୋଗଦେଇ ବାଜପୁର ମାଟି ପୁଣ୍ୟାତ୍ମା ମିଶ୍ରଙ୍କ ପାଇଁ ରୁଦ୍ଧିମନ୍ତ ହୋଇଛି ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ସମାଜସେବୀ ତଥା ପରିବେଶବିତ୍ ସୁକାନ୍ତି ପଟ୍ଟନାୟକ, ଗଣମାଧ୍ୟମ ବ୍ୟକ୍ତିତ୍ବ କମଲକ୍ରିଷ୍ଣ ମହାନ୍ତି, ଆନ୍ଦୋଳନ-ଓଡ଼ିଶାର ସତ୍ତ୍ବାଧିକାରୀ ସନ୍ତୋଷକୁମାର ମହାନ୍ତି, ଚିତ୍ରଉତ୍ତୋଳକ ଗୋପୀନାଥ ନନ୍ଦୀ ଏବଂ ସନ୍ତୋଷକୁମାର ଦାସ ପ୍ରମୁଖଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ମେଜର କ୍ଷୀରୋଦପ୍ରସାଦ ମହାନ୍ତି, ସ୍ତମ୍ଭକାର ଉମାଶଙ୍କର ପ୍ରସାଦ, ସମବାୟବିତ ଵିମଳ ଷଡ଼ଙ୍ଗୀ, ଆଡ଼ଭୋକେଟ ଶକ୍ତିଶଙ୍କର ମିଶ୍ର, ପଣ୍ଡିତ ମିଶ୍ରଙ୍କ ପୁତ୍ରବଧୂ ତଥା ଆଦର୍ଶ ଶିକ୍ଷୟିତ୍ରୀ ମନୋରମା ମିଶ୍ର, ବିବେକାନନ୍ଦ ବିଦ୍ୟାମନ୍ଦିରର ପ୍ରତିଷ୍ଠାତା ଜୟଦେବ ମିଶ୍ର, ସୁବାସ ସାମନ୍ତରାୟ, ଆଦର୍ଶ ଶିକ୍ଷକ ବୈକୁଣ୍ଠନାଥ ରାଜଗୁରୁ ପ୍ରମୁଖ ଉପସ୍ଥିତ ଥିଲେ। ସକାଳେ ମଙ୍ଗଳାନଗର ଛକସ୍ଥିତ ପଣ୍ଡିତ ମିଶ୍ରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଶେଷରେ କାରମେଲ୍ ଇଂରାଜୀ ବିଦ୍ୟାଳୟ ଛାତ୍ର ସୋୖଭବ ମିଶ୍ର ସଭାપତିତ୍ବ କରିଥିଲେ.
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
RRRakesh Ranjan
FollowDec 11, 2025 12:43:10Noida, Uttar Pradesh:बहराइच महसी महराजगंज हिंसा मामले में बड़ा फैसला, 1 को फाँसी 9 को उम्रकैद, मूर्ति विसर्जन जुलूस के दौरान गोली मारकर हुई थी राम गोपाल मिश्रा की हत्या, सफ़राज को फांसी
0
Report
UMUJJWAL MISHRA
FollowDec 11, 2025 12:42:550
Report
DRDamodar Raigar
FollowDec 11, 2025 12:42:190
Report
DKDAVESH KUMAR
FollowDec 11, 2025 12:41:590
Report
DBDevender Bhardwaj
FollowDec 11, 2025 12:40:030
Report
RGRupesh Gupta
FollowDec 11, 2025 12:36:58Raipur, Chhattisgarh:लोकसभा के सदन में खैरागढ़ विश्वविद्यालय को केंद्रीय विश्वविद्यालय बनाने की मांग राजनांदगांव सांसद संतोष पांडेय ने सदन की चर्चा में लिया हिस्सा
0
Report
PJPrashant Jha2
FollowDec 11, 2025 12:36:430
Report
TSTushar Srivastava
FollowDec 11, 2025 12:36:100
Report
HGHarish Gupta
FollowDec 11, 2025 12:35:540
Report
0
Report
BSBIRENDRA SINHA
FollowDec 11, 2025 12:35:320
Report
BABASHIR AHMED MIR (Sagar)
FollowDec 11, 2025 12:35:180
Report
ADAnup Das
FollowDec 11, 2025 12:33:560
Report
DRDamodar Raigar
FollowDec 11, 2025 12:33:170
Report
VRVIJAY RANA
FollowDec 11, 2025 12:33:00Chandigarh, Chandigarh:सरकार से चर्चा के लिए पहुंचे हड़ताली डॉक्टर
अपनी मांगों को लेकर करेंगे बातचीत
अभी तक नहीं हो पाई स्वास्थ्य मंत्री से मुलाकात
मुलाकात के लिए कर रहे इंतजार
0
Report