Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Gajapati761015blurImage

ଗଜପତି ଜିଲ୍ଲା ମୋହନା ବ୍ଳକ ଦୁର୍ଗମ ଅଞ୍ଚଳରେ ମଧ୍ଯ ଏହି ରଜପର୍ବକୁ ବେଶ ଧୁମଧାମ୍ ରେ ପାଳନ କରୁଛନ୍ତି ଗାଁର କୁଆରୀମାନେ

PREMANANDA PUJARI
Jun 15, 2025 11:46:35
mohana, Odisha
1506ZO_ROJO_RURAL Slug - ଦୁର୍ଗମ ଗାଁରେ ଧୁମଧାମରେ ପାଳିତ ହେଉଛି ରଜ ପର୍ବ /ମୋହନା / Anchor - ଓଡ଼ିଶାର ଗଣପର୍ବ ରଜ ପର୍ବ l ସେଥିପାଇଁ ଗାଁ ଠୁ ସହର ସବୁଠି ଉତ୍ସବ ମୁଖର ପରିବେଶ l ଗଜପତି ଜିଲ୍ଲା ମୋହନା ବ୍ଳକ ଦୁର୍ଗମ ଅଞ୍ଚଳରେ ମଧ୍ଯ ଏହି ରଜପର୍ବକୁ ବେଶ ଧୁମଧାମ୍ ରେ ପାଳନ କରୁଛନ୍ତି ଗାଁର କୁଆରୀମାନେ l ଘରେ ଘରେ ପିଠା ପଣାର ଅସର ଜମିଥିବା ବେଳେ ସାଜସଜ୍ଜା ହୋଇ ମୋହନା ଅକିଲି ସ୍ଥିତ କେଶରୀ ନଗରୀରେ ଝିଅମାନେ ସାମୁହିକ ଭାବେ ଦୋଳି ଖେଳୁଛନ୍ତି l
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com

Advertisement