Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Sundargarh769014

"ଦଳରେ ଏକତା ହିଁ କଂଗ୍ରେସ କୁ ଜିତାଇ ପାରିବ" ଡ.ପଲକ୍ ବର୍ମା

SKSusanta Kumar Dash
Sept 11, 2025 00:22:05
Rourkela, Odisha
"ଦଳରେ ଏକତା ହିଁ କଂଗ୍ରେସ ଦଳକୁ ରାଉରକେଲାରେ ଜିତାଇ ପାରିବ"। ଦୀର୍ଘ ୮ଦିନ ଧରି ସଂଗଠନ ସୃଜନ କାର୍ଯ୍ୟକ୍ରମ ରେ ଯୋଗ ଦେବା ପରେ ରାଉରକେଲା ଜିଲ୍ଲା କଂଗ୍ରେସ ବାବଦରେ ଏଭଳି ଟିପ୍ପଣୀ ଦେଇଛନ୍ତି ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ଡ.ପଲକ୍ ବର୍ମା।ଜିଲ୍ଲା ସଭାପତି ଚୟନ ପାଇଁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ପରେ,ରାଉରକେଲା ଜିଲ୍ଲା କଂଗ୍ରେସ ଖୁବଶିଘ୍ର ଜଣେ ସ୍ଥାୟୀ ସଭାପତି ପାଇବ ବୋଲି ଆଶା କରାଯାଉଛି।ତେବେ ମାତ୍ର ଆଠ ଦିନରେ ଜିଲ୍ଲାରେ ଥିବା ଦଳୀୟ କନ୍ଦଳ ବାବଦରେ ପର୍ଯ୍ୟବେକ୍ଷକ ଙ୍କ ସ୍ପଷ୍ଟ ମତ ପରେ ନୂତନ ନିଯୁକ୍ତ ହେବାକୁ ଥିବା ଜିଲ୍ଲା ସଭାପତି ଙ୍କ ଭୂମିକା ଏବେ ବେଶ୍ ଗୁରୁତ୍ବପୂର୍ଣ୍ଣ।
15
comment0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com

Advertisement
Sept 18, 2025 14:19:38
14
comment0
Report
SKSusanta Kumar Dash
Sept 13, 2025 07:09:48
14
comment0
Report
Diwali 2025
Advertisement
Back to top