Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Khordha751017

ବସ୍- ଟ୍ରକ ମୁହାଁମୁହିଁ ଧକ୍କା। ୫ମୃତ, ୧୨ରୁ ଉର୍ଦ୍ଧ ଗୁରୁତର

Susanta Kumar DashSusanta Kumar Dash
Sept 25, 2025 09:37:07
Bhubaneswar, Odisha
ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥରେ ରାଉରକେଲା ରୁ ବଡ଼ବିଲ ଯାଉଥିବା ଯାତ୍ରୀବାହୀ ବସ୍ ଲିଙ୍ଗରାଜ ସହିତ ଏକ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ଏତେ ଜୋର୍ ଥିଲା ଯେ ଘଟଣା ସ୍ଥଳରେ ୫ ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ରୁ ଉର୍ଦ୍ଧ୍ବ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।
2
comment0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com

Advertisement
Sept 18, 2025 14:19:38
14
comment0
Report
SKSusanta Kumar Dash
Sept 13, 2025 07:09:48
14
comment0
Report
SKSusanta Kumar Dash
Sept 11, 2025 00:22:05
15
comment0
Report
Navaratri 2025
Advertisement
Back to top