Back
Kandhamal762103blurImage

Kandhamal - ବାଲିଗୁଡ଼ା ଠାରେ ମାଁ ଙ୍କ ଠାକୁରାଣି ଯାତ୍ରା ରେ ନୁଇସାହି କୁ ମାଙ୍କ ଘଟ ପରିକ୍ରମା

Chita Ranjan ZEE NEWS KANDHAMAL
May 19, 2025 14:35:12
Balliguda, Odisha

ବାଲିଗୁଡ଼ାର ଖ୍ୟାତନାମା ମାଙ୍କ ଠାକୁରାଣୀ ଯାତ୍ରା ଚୌଦ଼ ଦିନ ଧରି ଉତ୍ସବମୟ ପରିବେଶ ମଧ୍ୟରେ ଚାଲିଛି। ସମବାର ରାତି ୭ଟା ଠାରେ ନୁଆ ସାହି ବୁଡାଗୁଡା ରୋଡ଼ ଉପରେ ବିରାଟ ପଟୁଆ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହି ମହାଉତ୍ସବରେ ହଜାରେ ଲୋକ ସାମିଲ ହୋଇ ମାଙ୍କ ଠାକୁରାଣୀଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରୁଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ, ପାଳା, ଦାନସମ୍ଭାର ଓ ବିଭିନ୍ନ ପାରମ୍ପରିକ ଅନୁଷ୍ଠାନ ଯାତ୍ରାକୁ ଆହୁରି ରଙ୍ଗିନ କରିଛି। ଏହି ବିରାଟ ପଟୁଆ ଯାତ୍ରା ଦେଖି ଲୋକମାନେ ବ୍ୟାପକ ଆନନ୍ଦ ଅନୁଭବ କରିଛନ୍ତି।

0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com