Back
गोपालपुर लाइटहाउस फिर खुला, पर्यटक जुटे—अब नया आकर्षण
PPPREMANANDA PUJARI
Oct 24, 2025 17:23:42
Tehran, Tehran Province
ବ୍ରହ୍ମପୁର : ଓଡ଼ିଶାର ପ୍ରସିଦ୍ଧ ସମୁଦ୍ରତଟ ଗୋପାଳପୁରର ଲାଇଟ୍ହାଉସ୍ ଏବେ ପର୍ଯ୍ୟଟନ ପ୍ରେମୀମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରଭାବେରେ ପରିଣତ ହୋଇଛି। ଅନ୍ୟ ଦିନ ଅପେକ୍ଷାକୃତ ସପ୍ତାହ ଶେଷ ଓ ଛୁଟି ଦିନରେ ଏଠାରେ ପର୍ୟ୍ୟଟକଙ୍କ ଭିଡ଼ ଜମୁଛି । ପ୍ରାୟ 45 ମିଟର ଉଚ୍ଚତମ ବିଶିଷ୍ଟ ଏହି ଲାଇଟ୍ହାଉସ୍ (ବତୀଘର) 1960 ଦଶକରେ ନିର୍ମିତ ହୋଇଥିଲା । ଏହା Directorate General of Lighthouses and Lightships (DGLL) କୋଲକାତା ଦ୍ୱାରା ପରିଚାଳିତ ହେଉଅଛି । ଆଲୋକ ବିକିରଣ ପାଇଁ ୪୦୦ ୱାଟର ବଲବ ଲଗାଯାଇଛି । ଉନ୍ନତମାନର କାଚ କୁ ଖଞ୍ଜାଯାଇଥିବା ହେତୁ ରାତି ସମୟରେ ଏହାର ଆଲୋକ ୨୬ ନଟିକାଲ ମାଇଲ୍ (୧ ଏନ୍ ଏମ୍ = ୧.୮ କିଲୋମିଟର) ପର୍ୟ୍ୟନ୍ତ ଦୃଶ୍ୟମାନ ହେଉଥିବା କାର୍ଯ୍ୟରତ କର୍ମଚାରୀ କହିଛନ୍ତି। ରାତି ସମୟରେ ପ୍ରତି ପାଞ୍ଚ ସେକେଣ୍ଡ ରେ ଏହାର ରଶ୍ମି ବିକିରଣ କରିବାର ପ୍ରାବିଧାନ ରହିଛି। ଏହାର ସ୍ତମ୍ଭ ଟି ଲାଲ ଓ ଧଳା ରଙ୍ଗର ପରସ୍ଥ ପଟି ପ୍ରଲେପ ଥିବା ହେତୁ ଜାହାଜମାନଙ୍କୁ ନିରାପଦ ପଥ ଦେଖାଇବାରେ ଏହାର ପ୍ରମୁଖ ଦାୟିତ୍ଵ ବହନ କରିଥାଏ । ପର୍ଯ୍ୟଟକଙ୍କ ପାଇଁ ଟିକେଟ ମୂଲ୍ୟ ଦଶ ଟଙ୍କା ରହିଛି। ସନ୍ଧ୍ୟା ସମୟରେ ଲାଇଟ୍ହାଉସ୍ର ଶୀର୍ଷ କୁ ଯାଇ ଦେଖିଲେ ଗୋପାଳପୁର ସମୁଦ୍ର, ନାରିକେଲ ଗଛ ଓ ସୂର୍ଯ୍ୟାସ୍ତର ଦୃଶ୍ୟ ମୋନୋରୋମ ଦୃଶ୍ୟ ଦେଖିବାକୁ ମିଳେ। ପର୍ର୍ୟଟକମାନେ କହୁଛନ୍ତି ଯେ, ଏଠାରୁ ଦେଖିଥିବା ଦୃଶ୍ୟ ଜୀବନରେ ଅଭିନବ ଅନୁଭବ। ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ ଗୋପାଳପୁର ସାମୂଦ୍ରିକ ବେଳାଭୂମି କୁ ବର୍ଷ ତମାମ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଙ୍କ ଆଗମନ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ନୂଆ ପ୍ରକଳ୍ପ ନେଇଚି, ଯେଉଁଥିରେ ଲାଇଟ୍ହାଉସ୍ ଆସପାସରେ ବିଶ୍ରାମଗୃହ, ଭ୍ୟୁପଏଣ୍ଟ ଓ ଫୋଟୋ ଗ୍ୟାଲରି ତିଆରି ହୋଇଛି । ପର୍ଯ୍ୟଟକଙ୍କ ପରିଦର୍ଶନ ପାଇଁ এହି ଲାଇଟ ହାଉସ ଟି ଖୋଲିବା ଓ ବନ୍ଧ ହେବା ସମୟ ପରିବର୍ତ୍ତନ ହେଉଥିବା ବେଳେ ବର୍ତ୍ତମାନ ଶୀତରୁତୁ ରେ ସକାଳ ୩.୩୦ରେ ଖୋଲାଯାଇଛି ଏବଂ ସଂନ୍ଧ୍ୟା ୫.୩୦ ରେ ବନ୍ଦ ରହୁଥିବା ଜଣାପଡିଛି। ବହୁ ବର୍ଷରୁ ପର୍ଯ୍ୟଟକ ମାନେ ଗୋପାଳପୁର ବେଳାଭୂମି ଆସି ଏହି ଲାଇଟ ହାউସ୍ (ବତୀଘର) ବୁଲି ମଜା ନେଉଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଏହି ଲାଇଟ ହାଉସ ଉପରେ ରାଡାର ଲଗାଯିବାରୁ ୨୦୧୩ ମସିହା ଠାରୁ ୨୦୨୪ ଏପ୍ରିଲ ମାସ ପର୍ଯ୍ୟନ୍ତ ପର୍ୟଟକ ଙ୍କ ପାଇଁ ଏହା ବନ୍ଦ ଥିଲା । ପର୍ଯ୍ୟାୟକ୍ରମେ ଉକ୍ତ ରାଡାର କୁ ଲାଇଟ୍ ହାଉସ୍ ହଟାଇ ଅନ୍ୟତ୍ର ସ୍ଥାନିରେ ଲଗାଯିବା ପରେ ୨୦୨୪ ସେ ମାସଠାରୁ ପର୍ୟ୍ୟଟକ ଙ୍କ ଖୋଲାଯାଇଛି ।
2
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
7
Report
9
Report
9
Report
MCManish Chaudary
FollowOct 24, 2025 19:00:523
Report
AKAtul Kumar
FollowOct 24, 2025 19:00:400
Report
HBHemang Barua
FollowOct 24, 2025 19:00:25Noida, Uttar Pradesh:कुछ लोग सीईटी 2025 ग्रुप C करेक्शन पोर्टल के बारे में भ्रम पैदा कर रहे हैं इस संदर्भ में हम आपको कुछ जानकारी स्पष्ट कर देना चाहते हैं।
0
Report
RKRakesh Kumar Bhardwaj
FollowOct 24, 2025 19:00:130
Report
TSTushar Srivastava
FollowOct 24, 2025 18:53:52Lucknow, Uttar Pradesh:शुभ समाचार
यूपी अधीनस्थ सेवा चयन आयोग से जुड़ी बड़ी खबर
UPSSSC ने अगले 3 महीने में होंगी आयोजित
परीक्षा तूलिका हुई जारी
4
Report
AKAtul Kumar
FollowOct 24, 2025 18:53:432
Report
DGDebabrata Ghosh
FollowOct 24, 2025 18:53:280
Report
KNKuldeep Nageshwar Pawar
FollowOct 24, 2025 18:53:13Noida, Uttar Pradesh:रतलाम – खाचरोद बायपास में एक मैजिक वाहन में आग लगी, पुलिस फायर ब्रिगेड मौके पर, आग पर पाया गया काबू, थाना स्टेशन रोड क्षेत्र का मामला
0
Report
KAKapil Agarwal
FollowOct 24, 2025 18:53:010
Report
PPPraveen Pandey
FollowOct 24, 2025 18:52:480
Report
NJNEENA JAIN
FollowOct 24, 2025 18:52:320
Report
RDRAJKUMAR DIXIT
FollowOct 24, 2025 18:52:100
Report
