Back
नवरात्रि में माँ समलेश्वरी की दिव्य शोभा और शृंगारिक आकर्षण
ANAJAY NATH
Sept 26, 2025 11:47:38
Sambalpur, Odisha
(FIRST PTC)
ପବିତ୍ର ନବରାତ୍ର ଅବସରରେ ମା ସମଲେଶ୍ୱରୀ ଙ୍କର ଶ୍ରୀଙ୍ଗାର ବେଶ| ନବରାତ୍ର ଅବସରରେ ହେଉଥିବା ଏହି ଶ୍ରୀଙ୍ଗାର ବେଶ କୁ ଦର୍ଶନ କରିବା ପାଈଁ ବର୍ଷ ଟିଏ ଅପେକ୍ଷା କରିଥାଏ ଭକ୍ତ|ସମ୍ବଲପୁର ସହ ରାଜ୍ୟ ଓ ରାଜ୍ୟ ବାହାରୁ ଏଭଳିକି ଦେଶ ବିଦେଶ ରୁ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଆସି ମା ଙ୍କର ଦର୍ଶନ କରି ଆଶୀର୍ବାଦ ନେଇଥାନ୍ତି| ମୂଳାଷ୍ଟମୀ ଠାରୁ ମହା ଅଷ୍ଟମୀ ପର୍ଯ୍ୟନ୍ତ ମା ସମଲେଶ୍ୱରୀ ଷୋଡଶ ଉପଚାରରେ ପୂଜା କରାଯାଇଥାଏ| ସମସ୍ତ ଦିନ ମା ଙ୍କୁ ବିଭିନ୍ନ ଶ୍ରୀଙ୍ଗାର କରାଯାଏ, ଯାହାକି ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଆସି ଦର୍ଶନ କରି ଆଶୀର୍ବାଦ ଲାଭ କରିଥାନ୍ତି|ଭକ୍ତି ଓ ଶ୍ରଦ୍ଧା ରେ ମା ଙ୍କୁ ପୂଜା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି କୁହନ୍ତି ଭକ୍ତ ଓ ଶ୍ରଦ୍ଧାଳୁ |
Byte - ତମନ୍ନା ସାମନ୍ତରାୟ,ଭକ୍ତ
Byte - ମୁସ୍କାନ କିନ୍ନର
Byte - ଶ୍ରବଣ ସିଂ ରାବତ,ଛତିଶଗଡ
Byte - ଅମ୍ବିକା ରାଏ,ମୁଖ୍ୟ ପୂଜକ,ସମଲେଶ୍ୱରୀ ମନ୍ଦିର
(END PTC)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
VVvirendra vasinde
FollowSept 26, 2025 13:49:121
Report
APAVINASH PATEL
FollowSept 26, 2025 13:48:560
Report
PDPAWAN DURGAM
FollowSept 26, 2025 13:48:470
Report
PSPradeep Soni
FollowSept 26, 2025 13:48:380
Report
ASAkhilesh Sharma
FollowSept 26, 2025 13:48:290
Report
PSPradeep Soni
FollowSept 26, 2025 13:48:160
Report
VSVISHAL SINGH
FollowSept 26, 2025 13:47:58Noida, Uttar Pradesh:मा0 मुख्यमंत्री श्री योगी आदित्यनाथ जी लोकभवन में मंत्रिपरिषद की बैठक करते हुए। दिनांक 26/09/2025
0
Report
MMMohammad Muzammil
FollowSept 26, 2025 13:47:530
Report
RMRAJESH MISHRA
FollowSept 26, 2025 13:47:440
Report
VSVISHAL SINGH
FollowSept 26, 2025 13:47:170
Report
HSHITESH SHARMA
FollowSept 26, 2025 13:47:070
Report
0
Report
KSKartar Singh Rajput
FollowSept 26, 2025 13:46:540
Report
DSDevendra Singh
FollowSept 26, 2025 13:46:420
Report