Back
आठगड़-कोरंगा में छापा: भारी मात्रा में देशी मद जब्त
SMSURYA MOHANTY
Sept 13, 2025 11:45:38
Khordha, Odisha
କଟକ:- ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମ ଓ ତିଗିରିଆ ଥାନା ଅନ୍ତର୍ଗତ ପାଇକସାହି ଗ୍ରାମରେ ଆଠଗଡ, ନରସିଂହପୁର ଓ ବାଙ୍କୀ ଅବକାରୀ ବିଭାଗର ଚଢାଉ, ବିପୁଳ ପରିମାଣର ରନ୍ଧା ମଦ, ପୋଚୋ, ମଦ ତିଆରି ପାଇଁ ବ୍ୟବହୃତ ସାମଗ୍ରୀ ଜବତ
କଟକ -କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀ ଙ୍କ ନିର୍ଦେଶ କ୍ରମେ ଏବଂ ଆଠଗଡ ଅବକାରୀ ଉପ ଅଧିକ୍ଷ୍ୟକ ଶ୍ରୀ CH ତିରୁପଥୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମ ରେ ଏବଂ ତିଗିରିଆ ଥାନା ଅନ୍ତର୍ଗତ ପାଇକସାହି ଗ୍ରାମ ରେ ଆଠଗଡ ଅବକାରୀ ବିଭାଗ, ଏବଂ ବାଙ୍କୀ ଅବକାରୀ ଥାନା ଓ ନରସିଂହପୁର ଅବକାରୀ ବିଭାଗ ଏବଂ ଆଠଗଡ ପୋଲିସ ସହିତ ଏକ ମିଳିତ ଚଡାଉ କରାଯାଇ ଥିଲା। ଉକ୍ତ ଚଡାଉ ରେ ସର୍ବମୋଟ ୧୭୫୦ ଲିଟର ଦେଶୀ ମଦ ସହ ୧୫୪୭୦ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ ପୋଚ ଉଦ୍ଧାର କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି, ୨୫ ଗୋଟି ମଦ ରନ୍ଧା ପାଇଁ ବ୍ୟବହୃତ ହେଉ ଥିବା ଆଲୁମିନିଉମ ଡିସ୍କ ଜବତ କରାଯାଇଛି ଏବଂ ୫ ଗୋଟି ମାମଲା ରୁଜୁ କରା ଯାଇଛି।
ଏହି ଚଡାଉ ରେ ଉପସ୍ଥିତ ଥିବା ଅଫିସର
୧) CH ତିରୁପତି ଅବକାରୀ ଉପ ଅଧିକ୍ଷ୍ୟକ ଆଠଗଡ
୨) ରବି ନାରାୟଣ ପଧାନ ଅବକାରୀ ନିରୀକ୍ଷ୍ୟକ ଆଠଗଡ
୩) ଅରୁଣ ଭୋଇ ଅବକାରୀ ଉପ ନିରୀକ୍ଷକ ଆଠଗଡ
୪) ସୌମ୍ୟ ରଞ୍ଜନ ମାଝୀ ଅବକାରୀ ଉପ ନିରୀକ୍ଷ୍ୟକ ବାଙ୍କୀ
୫) ବାପି ସାହୁ ଅବକାରୀ ଉପ ନିରୀକ୍ଷ୍ୟକ ନରସିଂହପୁର
୬) ଆଠଗଡ ଥାନା staff
ଏବଂ ସମସ୍ତ ଅବକାରୀ ସହକର୍ମୀ... ଉପସ୍ଥିତ ଥିଲେ
2
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
VKVijay1 Kumar
FollowSept 13, 2025 13:21:590
Report
BDBabulal Dhayal
FollowSept 13, 2025 13:21:460
Report
SKSUSHIL KUMAR BAXLA
FollowSept 13, 2025 13:21:400
Report
VMVimlesh Mishra
FollowSept 13, 2025 13:21:050
Report
PSPramod Sinha
FollowSept 13, 2025 13:20:410
Report
MDMahendra Dubey
FollowSept 13, 2025 13:20:200
Report
ASAman Singh Bhadouriya
FollowSept 13, 2025 13:20:080
Report
MSManuj Sharma
FollowSept 13, 2025 13:17:560
Report
DGDeepak Goyal
FollowSept 13, 2025 13:16:460
Report
WJWalmik Joshi
FollowSept 13, 2025 13:16:340
Report
JCJitendra Chaudhary
FollowSept 13, 2025 13:16:070
Report
ASAmit Singh
FollowSept 13, 2025 13:15:350
Report
ANAJAY NATH
FollowSept 13, 2025 13:15:120
Report
0
Report