Back
कोरापुट में गर्भवती महिला और 3 वर्षीय बच्ची पर हमला: हड़कंप
NSNiroj Satapathy
Sept 18, 2025 10:20:05
Koraput, Odisha
କୋରାପୁଟ - ( ନିରଜ ଶତପଥୀ)
ମହୁମାଛି ଆକ୍ରମଣରେ ଗର୍ଭବତୀଙ୍କ ସହ ୩ ବର୍ଷର ଶିଶୁ କନ୍ୟା ଗୁରୁତର ହୋଇଛନ୍ତି । ଚାଷ କାମ କରୁଥିବା ଲୋକ ଉଭୟଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ଦୁଲଦୁଲିଗୁଡା ଗାଁ ନିକଟରେ । ସୂଚନା ମୁତାବକ ଗର୍ଭବତୀ ମହିଳା ମଞ୍ଜୁଳା ହିଆଲ ତାଙ୍କ ତିନି ବର୍ଷର ଝିଅ ସହ ନିଜ ଗ୍ରାମ କୁ ଯିବା ପାଇଁ ବସ୍ କୁ ଅପେକ୍ଷା ନିମନ୍ତେ ଦୁଲଦୁଲିଗୁଡା ଛକ ନିକଟକୁ ଯାଉଥିଲେ । ଏହି ସମୟରେ ଉଭୟ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ନିକଟସ୍ଥ ଜମିରେ କାମ କରୁଥିବା କିଛି ଯୁବକ ଉଭୟଙ୍କୁ ଉଦ୍ଧାର କରି ସେହି ରାସ୍ତା ଦେଇ ଆସୁଥିବା ବିଦ୍ୟୁତ ବିଭାଗ ଗାଡିରେ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କଲ୍ୟାଣସିଂହପୁର ରେ ଭର୍ତ୍ତି କରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା କାର୍ଯ୍ୟରତ ଡାକ୍ତର ଆଶିଷ ମେହେର ସୂଚନା ଦେଇଛନ୍ତି ।
1
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
KSKumar Shashivardhan
FollowSept 18, 2025 12:15:320
Report
योगीराज में ठग नहीं बच पाएंगे....बांदा के ठग अब पिंजरे में जाएंगे....रईसजादों पर ठगी का आरोप....दर्ज
0
Report
RMRAHUL MISHRA
FollowSept 18, 2025 12:08:162
Report
KBKulbir Beera
FollowSept 18, 2025 12:07:500
Report
KBKulbir Beera
FollowSept 18, 2025 12:07:340
Report
KBKulbir Beera
FollowSept 18, 2025 12:07:160
Report
AMATUL MISHRA
FollowSept 18, 2025 12:07:020
Report
PSPramod Sharma
FollowSept 18, 2025 12:06:510
Report
0
Report
NTNagendra Tripathi
FollowSept 18, 2025 12:06:190
Report
0
Report
PKPravesh Kumar
FollowSept 18, 2025 12:06:010
Report
SDShankar Dan
FollowSept 18, 2025 12:05:330
Report
PPPraveen Pandey
FollowSept 18, 2025 12:04:570
Report
RDRAJKUMAR DIXIT
FollowSept 18, 2025 12:04:440
Report