Back
जगतसिंहपुर में मां शारला की पिंठ पर पार्वण पूजा शुरू: क्या सच है?
NBNARAYAN BEHERA
Sept 14, 2025 16:30:08
Paradeep, Odisha
Slug - Mulatani
Dt - 14/09/2025
Place - Jagatsinghpur
Format - Avo
Anchor - ମା ଶାରଳା ଙ୍କ ପୀଠରେ ପାର୍ବଣ ପୂଜା ଆରମ୍ଭ । ଆଜି ପବିତ୍ର ମୂଳାଷ୍ଟମୀ । ଆଜି ଠାରୁ ଜଗତସିଂହପୁର ଜିଲା ଝଙ୍କଡ଼ ସ୍ଥିତ ମା ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ପାର୍ବଣ ପୂଜା । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ପାର୍ବଣ ପୂଜା ମାଙ୍କ ପୀଠରେ ଅନୁଷ୍ଠିତ ହେବ । । ଏହି ଅବସରରେ ଆଜିଠାରୁ ମା ଜଗତ ଜନନୀ ଙ୍କୁ ବିଭିନ୍ନ ବେଶରେ ସୁସଜିତ କରାଯିବା ସହ ଷୋଡଶ ଉପଚାର ପୂଜା, ଚଣ୍ଡୀ ପାଠ ଆଦି କରାଯିବ । ଏଥି ସହିତ ମା ଙ୍କୁ ପ୍ରତେହ ସନ୍ଧ୍ୟାରେ ସୁନାବେଶ କରାଯିବା ସହିତ ସୁସଜିତ ବିମାନରେ ବେଢ଼ା ପରିକ୍ରମା କରାଯିବ ।ଷଷ୍ଠୀ, ସପ୍ତମୀ ଓ ଅଷ୍ଟମୀରେ ମାଙ୍କୁ ମହିଷାମର୍ଦ୍ଧିନି ବେଶ କରାଯାଇଥାଏ ।ମହାଷ୍ଟମୀରେ ସନ୍ଧି ପୂଜା କରାଯିବା ସହିତ ୧୦୮ ପ୍ରକାରର ପିଠା ହାଣ୍ଡି ଓ ପଣା ହାଣ୍ଡି ଭୋଗ ଲାଗିଥାଏ ।ଏହି ସମୟରେ ଦର୍ଶନ କରିବାକୁ ବହୁ ଦୂର ଦୁରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସିଥାନ୍ତି । ପାର୍ବଣ କୁ ନେଇ ସେବାୟତ ତଥା ଶ୍ରଦ୍ଧାଳୁଙ୍କ ମନରେ ବେଶ ଆନନ୍ଦ ଦେଖିବାକୁ ମିଳିଛି ।
ଜଗତସିଂହପୁର ରୁ ନାରାୟଣ ବେହେରା (ଜୀ ମିଡିଆ)
5
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
DKDAVESH KUMAR
FollowSept 14, 2025 18:46:170
Report
NKNeeraj Kumar Gaur
FollowSept 14, 2025 18:46:000
Report
SASARWAR ALI
FollowSept 14, 2025 18:30:194
Report
NJNaynee Jain
FollowSept 14, 2025 18:30:10Noida, Uttar Pradesh:1409ZN_street artist
The insane skills of this street artist
Note - NOT FOR SOCIAL MEDIA
0
Report
NJNaynee Jain
FollowSept 14, 2025 18:16:20Noida, Uttar Pradesh:1409ZN_street dance
Next level street dance
Note - NOT FOR SOCIAL MEDIA
4
Report
NJNaynee Jain
FollowSept 14, 2025 18:16:12Noida, Uttar Pradesh:1409ZN_Street Performer
Man Gets Schooled By Street Performer For Messing With Him
Note - NOT FOR SOCIAL MEDIA
3
Report
NJNaynee Jain
FollowSept 14, 2025 18:16:02Noida, Uttar Pradesh:1409ZN_Westminster Bridge
Over looking at Westminster Bridge
Note - NOT FOR SOCIAL MEDIA
2
Report
WMWaqar Manzoor
FollowSept 14, 2025 18:15:366
Report
9
Report
1
Report
SSandeep
FollowSept 14, 2025 18:05:327
Report

2
Report
9
Report
ACAnup Chand Dhiman
FollowSept 14, 2025 18:01:191
Report