Back
जगतसिंहपुर में पार्बण: दूसरे दिन मां शारला के पिण्ठ पर भीड़
NBNARAYAN BEHERA
Sept 15, 2025 15:46:08
Paradeep, Odisha
Slug - 2nd Day Parban
Dt - 15/09/2025
Place - Jagatsinghpur
Format - Avb
Anchor - ମା ଶାରଳା ଙ୍କ ପୀଠରେ ପାର୍ବଣ ପୂଜାର ଦ୍ଵିତୀୟ ଦିବସ । ଜଗତସିଂହପୁର ଜିଲା ଝଙ୍କଡ଼ ସ୍ଥିତ ମା ଶାରଳାଙ୍କ ପୀଠରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୬ ଦିନ ପାର୍ବଣ ପୂଜା ମାଙ୍କ ପୀଠରେ ଅନୁଷ୍ଠିତ ହେବ । ଏହି ଅବସରରେ ମା ଜଗତ ଜନନୀଙ୍କୁ ବିଭିନ୍ନ ବେଶରେ ସୁସଜିତ କରାଯିବା ସହ ଷୋଡଶ ଉପଚାର ପୂଜା, ଚଣ୍ଡୀ ପାଠ ଆଦି କରାଯାଇଥାଏ । ଏଥି ସହିତ ମା ଙ୍କୁ ପ୍ରତେହ ସନ୍ଧ୍ୟାରେ ସୁନାବେଶ କରାଯିବା ସହିତ ସୁସଜିତ ବିମାନରେ ବେଢ଼ା ପରିକ୍ରମା କରାଯାଏ ।ଷଷ୍ଠୀ, ସପ୍ତମୀ ଓ ଅଷ୍ଟମୀରେ ମାଙ୍କୁ ମହିଷାମର୍ଦ୍ଧିନି ବେଶରେ ସୁସଜ୍ଜିତ କରାଯାଇଥାଏ ।ମହାଷ୍ଟମୀରେ ସନ୍ଧି ପୂଜା କରାଯିବା ସହିତ ୧୦୮ ପ୍ରକାରର ପିଠା ହାଣ୍ଡି ଓ ପଣା ହାଣ୍ଡି ଭୋଗ ଲାଗିଥାଏ ।ଏହି ସମୟରେ ଦର୍ଶନ କରିବାକୁ ବହୁ ଦୂର ଦୁରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସିଥାନ୍ତି । ପାର୍ବଣ କୁ ନେଇ ସେବାୟତ ତଥା ଶ୍ରଦ୍ଧାଳୁଙ୍କ ମନରେ ବେଶ ଆନନ୍ଦ ଦେଖିବାକୁ ମିଳିଛି ।
ଜଗତସିଂହପୁର ରୁ ନାରାୟଣ ବେହେରା (ଜୀ ମିଡିଆ)
5
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
MGMOHIT Gomat
FollowSept 15, 2025 17:31:300
Report
MGMOHIT Gomat
FollowSept 15, 2025 17:30:540
Report
AMAsheesh Maheshwari
FollowSept 15, 2025 17:30:410
Report
NSNAVEEN SHARMA
FollowSept 15, 2025 17:30:270
Report
MGMohd Gufran
FollowSept 15, 2025 17:30:140
Report
PSParmeshwar Singh
FollowSept 15, 2025 17:17:146
Report
MGMohd Gufran
FollowSept 15, 2025 17:17:043
Report
AMANIL MOHANIA
FollowSept 15, 2025 17:16:501
Report
KSKAMARJEET SINGH
FollowSept 15, 2025 17:16:392
Report
DGDeepak Goyal
FollowSept 15, 2025 17:15:160
Report
ADAjay Dubey
FollowSept 15, 2025 17:03:532
Report
VVvirendra vasinde
FollowSept 15, 2025 17:03:444
Report
KHKHALID HUSSAIN
FollowSept 15, 2025 17:03:232
Report
PTPreeti Tanwar
FollowSept 15, 2025 17:03:150
Report
ASANIMESH SINGH
FollowSept 15, 2025 17:03:050
Report