Back
Kendujhar पुलिस-वन विभाग ने हाथी दांत चोर गैंग दबोचा; 4 गिरफ्तार
AMABHAYA MOHANTY
Sept 28, 2025 09:45:41
Keonjhar, Odisha
କେନ୍ଦୁଝର ପୋଲିସ ଏବଂ ବନ ବିଭାଗ ମିଳିତ ଚଢାଉ ବେଳେ ହାତୀ ଦାନ୍ତ ଚୋରା ଚାଲାଣ କରୁଥିବା ଜଣ ଗିରଫ
ଆଙ୍କର: - ଅବୈଧ ହାତୀଦାନ୍ତ ଚୋରାଚାଲାଣ ବିରୁଦ୍ଧରେ ଏକ ବଡ଼ ସଫଳତା, କେନ୍ଦୁଝର ପୋଲିସ, ବନ ବିଭାଗ ସହିତ ସମନ୍ୱୟ ରଖି ଚଳିତ ମାସ ୨୬ ତାରିଖ ରାତିରେ ହାତୀ ଦାନ୍ତ ଚୋରା ଚାଲାଣ ସହିତ ଜଡିତ ଏକ ଗୋଷ୍ଠୀକୁ ସଫଳତାର ସହ ଧରିଛନ୍ତି। ସ୍ପେଶାଲ୍ ସେଲ୍ ରୁ ମିଳିଥିବା ବିଶ୍ୱସ୍ତ ଗୁପ୍ତ ସୂଚନା ଆଧାରରେ ଏହି ମିଳିତ ଅଭିଯାନ ସମୟରେ ତଳକାଇପୁର ତିନୋଟି ହାତୀ ଦାନ୍ତ ଜବତ କରିବାସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।
ରାତି ପ୍ରାୟ ୯:୦୦ ଟାରେ, ତଳକାଇପୁର କ୍ରସର ନିକଟରେ ମିଳିତ ପାଟ୍ରୋଲିଂ ସମୟରେ, ଅଧିକାରୀମାନେ ଏକ ଗୋଷ୍ଠୀର ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଥିଲେ। ସେମାନଙ୍କ ନିକଟକୁ ଆସିବା ପରେ, ଅନେକ ସନ୍ଦିଗ୍ଧ ବ୍ୟକ୍ତି ଖସିଯିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଘଟଣାସ୍ଥଳରୁ ତିନିଟି ହାତୀ ଦାନ୍ତ ଥିବା ଏକ ଧଳା ପ୍ଲାଷ୍ଟିକ୍ ବ୍ୟାଗ ସହିତ , କଟକର ଆଲିଶା ବଜାରର ବୀରକିଶୋର ବେହେରା, ଅନୁଗୋଳ ଜିଲା ପାରାବିଲ ଅଞ୍ଚଳର
ଅରୁଣ କୁମାର ସାହୁ,ଅନୁଗୁଳ ଜିଲ୍ଲାର ଭଗାମୁଣ୍ଡାର ପ୍ରଦୀପ କୁମାର ସିଂହ ଓ ପ୍ରତାପ ବେହେରା ଙ୍କୁ ଗିରଫ କରିଥିଲେ ଓ ଅନ୍ୟ ଯଣେ ଖସି ଚାଲିଯାଇଥିଲେ। ତାକୁ ଧରିବା ପାଇଁ ବିଭିନ୍ନ ଯାଗାରେ ଚଢାଉ ଚାଲିଛି ବୋଲି ପ୍ରେସ ମିଟ୍ କରି ଶୁଚନା ଦେଇଛନ୍ତି ଡିଏଫଓ
ବାଇଟ - ଧନରାଜ ଏଚ୍.ଡି (ଡି.ଏଫ୍ ଓ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
ADAnup Das
FollowSept 28, 2025 13:03:26Krishnanagar, West Bengal:নদীয়া অনুপ কুমার দাস
পুজো পরিক্রমা 02
সীমান্তবর্তী এলাকা কৃষ্ণগঞ্জ ব্লকের লক্ষিডাঙা গ্রাম বারোয়ারি, এবারে 76 তম বর্ষ,থিম "মহাকাল মন্দির" এর আদলে মণ্ডবে,প্রতিমা সাবেকি।
ছবি 2সি তে 280925ZG_NAD_PUJA_PK_02 নামে 1 ফাইল
0
Report
ADAnup Das
FollowSept 28, 2025 13:03:160
Report
DBDURGESH BISEN
FollowSept 28, 2025 13:02:570
Report
HGHarish Gupta
FollowSept 28, 2025 13:02:430
Report
DNDinesh Nagar
FollowSept 28, 2025 13:02:310
Report
DTDinesh Tiwari
FollowSept 28, 2025 13:02:180
Report
RKRaj Kishore Soni
FollowSept 28, 2025 13:02:130
Report
WJWalmik Joshi
FollowSept 28, 2025 13:02:030
Report
GBGovindram Bareth
FollowSept 28, 2025 13:01:410
Report
SKSanjay Kumar Verma
FollowSept 28, 2025 13:01:290
Report
KSKULWANT SINGH
FollowSept 28, 2025 13:01:090
Report
SPSatya Prakash
FollowSept 28, 2025 13:00:530
Report
CSChandrashekhar Solanki
FollowSept 28, 2025 13:00:180
Report