Back
साम्बलपुर के खालिया भाटा गांव की खराब सड़क: 13 हजार किमी सड़क निर्माण की घोषणा
ANAJAY NATH
Nov 23, 2025 14:47:24
Sambalpur, Odisha
ଭଲ ରାସ୍ତା ଟିଏ ନ ଥିବାରୁ ଅନେକ ଅସୁବିଧା ର ସମ୍ମୁଖୀନ ହେଉଁଛନ୍ତି ସମ୍ବଲପୁର ଜିଲ୍ଲା ପ୍ରଶାସନ ର ନାକ ତଳେ ଗାଁ ଟିଏ ଖଲିଆ ଭଟା | ସମ୍ବଲପୁର ଧନକଉଡା ବ୍ଲକ ଅନ୍ତର୍ଗତ ଗାଁ ଟିଏ ହେଉଛି ଖଲିଆ ଭଟା| ଦୀର୍ଘ ୫୦ ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି ଏହି ଗାଁ ରେ | କିନ୍ତୁ ଗ୍ରାମବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ଥ ହେଲେ ମଧ୍ୟ ନାହିଁ ଭଲ ପକ୍କା ରାସ୍ତା ଟିଏ|ରାସ୍ତା ସାରା ଗାତ ଓ ଖାଲଖମା ରେ ପରିପୂର୍ଣ|ସାଧାରଣ ଲୋକଟିଏ ଦୁଇ ଚକିଆ ଗାଡି ନେଇଯିବା ମଧ୍ୟ କଷ୍ଟକର|ରାସ୍ତା ଖରାପ କାରଣରୁ ଗାଁ କୁ ଆସିପାରେ ନାହିଁ ଆମ୍ବୁଲ୍ସ | ଦୀର୍ଘ ଲମ୍ବା ରାସ୍ତା ରେ ଖଟିଆ ରେ ବୁହା ହୁଅନ୍ତି ରୋଗୀ ଓ ପ୍ରସୂତି |ବର୍ଷା ମାସରେ ତ ରାସ୍ତା ପାଇଁ ବହୁ ହଟହଟା ହେବାର ସମ୍ମୁଖୀନ ହୁଅନ୍ତି ଗ୍ରାମବାସୀ |ଦୀର୍ଘ ୬୦ ବର୍ଷ ରୁ ଉର୍ଦ୍ଧ ହେବ ଏହି ଗାଁ ରେ ବସବାସ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ପଡ଼ୁ ୱ ରାସ୍ତା ନିର୍ମାଣ ହେଉ ବୋଲି ଦାବି ହୋଇଛି | କିନ୍ତୁ ଏଥର ଟିକିଏ ଆଶା ସଂଚାରିତ ହୋଇଛି ଯା ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି ତିରିଶ ହଜାର କିଲୋମିଟର ରାସ୍ତା ନିର୍ମାଣ କରାଯିବ | ଦେଖାଯାଉ ଏଥର ତାଙ୍କ ଗାଁ ପଟେ ଦୃଷ୍ଟି ପଡୁଛି ନାଁ ନାହିଁ|
264
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
RNRajesh Nilshad
FollowNov 23, 2025 16:15:470
Report
MKMukesh Kumar
FollowNov 23, 2025 16:15:360
Report
0
Report
48
Report
105
Report
BPBHUPESH PRATAP
FollowNov 23, 2025 16:02:2092
Report
ADArjun Devda
FollowNov 23, 2025 16:02:0631
Report
HSHEMANT SANCHETI
FollowNov 23, 2025 16:01:4890
Report
AJAvinash Jagnawat
FollowNov 23, 2025 16:01:05106
Report
ASAmit Singh
FollowNov 23, 2025 16:00:5217
Report
SSSHARVAN SHARMA
FollowNov 23, 2025 16:00:32100
Report
DKDeepesh Kumar
FollowNov 23, 2025 16:00:13109
Report
JSJitendra Soni
FollowNov 23, 2025 15:48:34175
Report
RKRANJAN KUMAR
FollowNov 23, 2025 15:48:12137
Report
191
Report