Back
संबलपुर विधायक जय नारायण मिश्र के बयान पर किसानों ने किया विरोध
ANAJAY NATH
Feb 15, 2026 12:16:46
Sambalpur, Odisha
ସୁଭଦ୍ରା ମେଳା ଉଦଘାଟନ ଅବସର ରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ଚାଷୀ ନେତା ଅଶୋକ ପ୍ରଧାନ |ସୂଚନା ଥାଉ କି ସୁଭଦ୍ରା ମେଳା ରେ କୃଷି ମେଳା ଉଦଘାଟନ ଓ ରାଜ୍ୟ ଦ୍ୱାରା ଧାନ ବିକ୍ରି ପରିଚାଳନା କୁ ନେଇ ଚାଷୀ ବିରୋଧ ପ୍ରଦର୍ଶନ କରିଥିଲେ |ସେ ସମୟରେ ସମ୍ବଲପୁର ବିଧାୟକ ତାଙ୍କ ସହିତ ଆଲୋଚନା କିମ୍ବା ଦରଖାସ୍ତ ବାବଦରେ ଆଲୋଚନା ପାଇଁ କହିଥିଲେ |ସେ କହିଥିଲେ ଯେ ମୂଁ ସମ୍ବଲପୁର ର ବିଧାୟକ ଜନ ପ୍ରତିନିଧି କଣ ଅସୁବିଧା ଅଛି ମୋ ସହିତ ଆଲୋଚନା କରନ୍ତୁ |ସୂଚନା ଥାଉ କି ଦୁଇ ଦିନ ପୂର୍ବରୁ ସମ୍ବଲପୁର ବିର୍ସା ମୁଣ୍ଡା ପଡିଆ ଠାରେ ଆୟୋଜିତ ସୁଭଦ୍ରା ମେଳା କୁ ଚାଷୀ ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲା | ବର୍ତମାନ ପର୍ଯ୍ୟନ୍ତ ଚାଷୀଙ୍କର ଧାନ କିଣାବିକା ସୁରୁଖୁରୁରେ ହୋଇ ପାରିନାହିଁ, ତା ସହ ସମସ୍ତ ପରିଚାଳନା ଦାୟିତ୍ୱ ଭୁବନେଶ୍ୱର ରୁ ହେଉଥିବା କୁ ନେଇ ବିକ୍ଷୋଭ Pରଦର୍ଶନ କରିଥିଲେ |ଏହା ପରେ ଉପ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ନୌଟଙ୍କି କହିଥିବା ଅଭିଯୋଗ କରିଥିଲା ଚାଷୀ |ସେଥିପାଇଁ ସରକାରଙ୍କର ଚାଷୀ ମାରଣ ନୀତି କୁ ବିରୋଧ କରି ବିର୍ସା ମୁଣ୍ଡା ପଡିଆରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା |ତାକୁ ନେଇ ପ୍ରତିକ୍ରିୟା ଦେଇଥିଲେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର |କିନ୍ତୁ ଆଜି ବିଧାୟକଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇଛନ୍ତି ଚାଷୀ ନେତା ଅଶୋକ ପ୍ରଧାନ |
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
PTPreeti Tanwar
FollowFeb 15, 2026 13:49:330
Report
JGJugal Gandhi
FollowFeb 15, 2026 13:49:240
Report
AMAsheesh Maheshwari
FollowFeb 15, 2026 13:49:050
Report
SHSAYED HUSSAIN AKHTAR
FollowFeb 15, 2026 13:48:510
Report
PTPreeti Tanwar
FollowFeb 15, 2026 13:48:120
Report
AKAshok Kumar1
FollowFeb 15, 2026 13:47:550
Report
KSKartar Singh Rajput
FollowFeb 15, 2026 13:47:100
Report
ADAnup Das
FollowFeb 15, 2026 13:45:360
Report
21
Report
0
Report
SSShailendra SINGH BAGHEL
FollowFeb 15, 2026 13:33:540
Report
PSParambir Singh Aulakh
FollowFeb 15, 2026 13:33:380
Report
KCKumar Chandan
FollowFeb 15, 2026 13:33:030
Report
DKDeepesh Kumar
FollowFeb 15, 2026 13:32:55Noida, Uttar Pradesh:जम्मू, जम्मू-कश्मीर | CRPF के जवान आज ICC T20 वर्ल्ड कप 2026 में भारत-पाकिस्तान मैच से पहले भारतीय क्रिकेट टीम का हौसला बढ़ाते नजर आए।
0
Report
JGJugal Gandhi
FollowFeb 15, 2026 13:32:210
Report