Back
प्रधानमंत्री मोदी ने सुजाताभुइया, हिंया Sambalpur की महिला मछुआरे की सराहना; महिला सशक्तिकरण को प्रे...
ANAJAY NATH
Mar 29, 2026 11:49:29
Sambalpur, Odisha
'ମନ କି ବାତ' କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବଲପୁର ର ମହିଳା ପଞ୍ଜୁରୀ ମାଛ ଚାଷୀ ସୁଜାତା ଭୂୟାଁଙ୍କ ଭୁୟସୀ ପ୍ରଶଂସା | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ସଶକ୍ତିକରଣ କୁ ନେଇ ବିକଶିତ ଭାରତ ଗଠନ ରେ ମହିଳାଙ୍କ ଭୂମିକା କୁ ନେଇ ପ୍ରଶଂସା କରିଛନ୍ତି sujataଙ୍କୁ |୨୦୨୨ ରେ ପ୍ରଥମେ ସ୍ୱାମୀଙ୍କ ସହ ହୀରାକୁଦ ଡେମ ବୁଲିବାକୁ ଯାଇଥିଥାର ବେଳେ ପଞ୍ଜୁରୀ ମାଛ ଚାଷ ଦେଖି ଆଗ୍ରହ ବୃଦ୍ଧି ହୋଇଥିଲା | ସ୍ୱାମୀଙ୍କୁ ଏ ବାବଦରେ କହିବା ପରେ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ରେ ବୁଝାବୁଝୀ କରି ପଞ୍ଜୁରୀ ମାଛ ଚାଷ ଆରମ୍ଭ କରାଯାଇଥାଯା |ହୀରାକୁଦ ଡେମ ରେ କେଜ କଲଚର ପଞ୍ଜୁରୀ ମାଛ ଚାଷ ଆରମ୍ଭ ରେ ସେତେଟା ରପ୍ତାନି ହୋଇ ପାରି ନ ଥିଲା |କିନ୍ତୁ ତା ପର ବର୍ଷ ଠାରୁ ରାଜ୍ୟ ବାହାରକୁ ମାଛ ରପ୍ତାନି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି sujata |ସ୍ୱାମୀ ମଧ୍ୟ ତାଙ୍କୁ ସହଯୋଗ ହାତ ବଢ଼ାଇଛନ୍ତି ବାର୍ଷିକ ଦୁଇ ଥର ମାଛ ଉତ୍ପାଦନ ହୋଇଥାଏ |ବାହାର ରାଜ୍ୟ କୁ ମାଛ ରପ୍ତାନି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା କହିଛନ୍ତି sujata |ମନ କି ବାତ ରେ sujataଙ୍କ ବିଷୟରେ ପ୍ରଧାନମନ୍ତ୍ରୀ କହିବା ପରେ ସେ ନିଜେ ଖୁସି ହେବା ସହ ପରିବାର ଲୋକେ ମଧ୍ୟ ବେଶ ଖୁସି ଅଛନ୍ତି |,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମତ୍ସ୍ୟ ଵିଭାଗ କୁ ଧନ୍ୟବାଦ ଜଣାଇଛନ୍ତି sujata |
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
2
Report
0
Report
0
Report
0
Report
SSSHAILESH SHARMA
FollowMar 29, 2026 12:49:350
Report
ADArjun Devda
FollowMar 29, 2026 12:49:170
Report
SRShivam RAj
FollowMar 29, 2026 12:48:270
Report
0
Report
RRRakesh Ranjan
FollowMar 29, 2026 12:48:110
Report
ABAnnu Babu Chaurasia
FollowMar 29, 2026 12:47:340
Report
ANAJAY NATH
FollowMar 29, 2026 12:47:24Sambalpur, Odisha:ଓଡିଶା ଦଳିତ ସାହିତ୍ୟ ଏକାଡେମୀ ସମାବେଶ ରେ ପଙ୍କଜ ଜାଲ ଙ୍କ କଣ୍ଠ ରେ ସମ୍ବଲପୁରୀ ଗୀତ ରେ ନାଚିଲେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଳ
0
Report
JGJugal Gandhi
FollowMar 29, 2026 12:47:170
Report
VSVishnu Sharma1
FollowMar 29, 2026 12:47:070
Report
MPMAHESH PARIHAR1
FollowMar 29, 2026 12:46:550
Report
PKPankaj Kumar
FollowMar 29, 2026 12:46:040
Report